ପିଲାକୁ ଜନ୍ମ ଦେଇ ମରିଗଲା ମା’-ତାପରେ ଦେଖନ୍ତୁ ହସ୍ପିଟାଲରେ ଭାଇରାଲ ହେଲା “ବାପ- ପୁଅର” ଛାତିଫଟା ଦୃଶ୍ୟ ଯିଏ ଦେଖୁଛି କାନ୍ଦୁଛି
ମାଆ, ଯାହାର ହୃଦୟ ଭିତରେ ଏତେ ଭଲପାଇବା ଓ କରୁଣା ଭରି ରହିଛି ଯେ ମାପିବା ସମ୍ଭବ ନୁହେଁ ।ମାଆ ଯେତେବେଳେ ପିଲାଟିକୁ ଜନ୍ମ ଦେବାକୁ ଯାଏ ସେତେବେଳେ ସେ ଜୀବନ ମୃତ୍ୟୁ ର ଲଡେଇ କରିଥାଏ ।ତେବେ ଯେତେବେଳେ କଥା ନିଜ ପିଲା ଉପରକୁ ଆସିଥାଏ ସେତେବେଳେ ମାଆ ନିଜ ଜୀବନକୁ ବାଜି ଲଗେଇ ପିଲା କୁ ବଞ୍ଚେଇ ଦେଇଥାଏ ।
ତେବେ ନିକଟରେ ଜଣେ ମାଆ ପିଲା ଜୀବନ ବଞ୍ଚାଇବା ନିଜ ଜୀବନକୁ ହାରି ଦେଇଛନ୍ତି ।ମାଆ ର ମୃତ୍ୟୁ ପରେ ବାପା ପୁଅଙ୍କର ଛାତିଫଟା ଦୃଶ୍ୟ ଦେଖିଲେ ଆଖିରୁ ଲୁହ ଆସିଯିବ ।
ତେବେ ଆପଣ ସୋସିଆଲ ମେଡିଆରେ ମାଆ ପୁଅକୁ ନେଇ ଅନେକ ଭିଡ଼ିଓ ଦେଖିଥିବେ ।କିନ୍ତୁ ହୁଏତ ଆପଣ ଏମିତି କେବେ ଦେଖି ନଥିବେ କି ପିଲା ପାଇଁ ମାଆ କୁ ଜୀବନ ହାରି ଦେବାର ।ତେବେ ବର୍ତ୍ତମାନ ସୋସିଆଲ ମେଡିଆରେ ଏମିତି ଏକ ଭିଡ଼ିଓ ଭାଇରଲ ହେବାରେ ଲାଗୁଛି ଯାହା ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ ।ତେବେ ଭିଡ଼ିଓରେ ଜଣେ ବାପା ଛୋଟ ପିଲାଟିକୁ ଧରି କାନ୍ଦୁଛନ୍ତି, କିନ୍ତୁ ଏମିତି କାହିଁକି ଆସନ୍ତୁ ସେ ବିଷୟରେ ଜାଣିବା ।
ବନ୍ଧୁମାନେ ଏହି ଭିଡ଼ିଓ ର ସତ ଖୁବ ଦୁଃଖଦ ଅଟେ,ତେବେ ସୂଚନା ଅନୁଯାୟୀ ଭିଡ଼ିଓରେ ଥିବା ବ୍ୟକ୍ତି ଜଣକ ର ସ୍ତ୍ରୀ ପ୍ରେଗନେଣ୍ଟ ଥିଲେ ଆଉ ତେବେ ଡେଲିଭରି ପାଇଁ ହସ୍ପିଟାଲ ଆସିଥିଲେ ।ହେଲେ ତାଙ୍କୁ ସେଠାରେ ଏମିତି ଝଟକା ଲାଗିଲା କି ସେ ପୁଅକୁ ଧରି କାନ୍ଦିବାରେ ଲାଗିଛନ୍ତି ।ତେବେ ବ୍ୟକ୍ତି ଜଣକ ର ଆଗରୁ ପୁଅ ଟିଏ ଥିଲେ ଆଉ ତାଙ୍କ ସ୍ତ୍ରୀର ଏହା ଦ୍ଵିତୀୟ ପ୍ରେଗେନେସି ଥିଲା ।ତେବେ ସ୍ତ୍ରୀ କୁ ଡେଲିଭରି ପାଇଁ ହସ୍ପିଟାଲ ଆଣିଥିଲେ ସ୍ୱାମୀ ।ହସ୍ପିଟାଲ ଅପରେସନ ରୁମ ଭିତରକୁ ଯିବା ପରେ ବାପା ପୁଅ ବାହାରେ ଅପେକ୍ଷା କରିଥିଲେ ।
ତେବେ କିଛି ସମୟ ପରେ ଡାକ୍ତର ଛୋଟ ପିଲା ଟିକୁ ଆଣି ବାପାଙ୍କ ହାତରେ ଦେଲେ ଆଉ କହିଲେ କି ତାଙ୍କ ସ୍ତ୍ରୀ ଆଉ ନାହାନ୍ତି ।ଆଉ ଏହା ଶୁଣି ବାପା ପୁଅର ହୋସ ହଜି ଯାଇଥିଲା, ତେବେ ଡାକ୍ତର କହିଲେ ଡେଲିଭରି ବେଳେ ଏମିତି ପରିସ୍ଥିତି ହେଲା କି ମାଆ ଓ ପିଲା ଭିତରୁ ଜଣଙ୍କୁ ବଞ୍ଚାଇବାର ପରିସ୍ଥିତି ଆସିଲା ।ଆଉ ସେତେବେଳେ ମାଆ ନିଜ ପିଲାକୁ ବଞ୍ଚାଇବାକୁ କହିଲେ ଆଉ ଠିକ ସେଇୟା ହିଁ ଘଟିଲା ଆଉ ପିଲାଟି ଜନ୍ମ ପରେ ମାଆ ଆଖି ବୁଜିଦେଲା ।ତେବେ ଏହି କଥା ଶୁଣି ବାପା ଓ ପୁଅ ନବଜାତ ପିଲା ଟିକୁ ଧରି ହସ୍ପିଟାଲ ପରିସର ଭିତରେ ଏତେ କାନ୍ଦୁଛନ୍ତି କି ତାଙ୍କ ଦୁଃଖ ଯିଏ ଦେଖୁଚି ତା ଆଖିରେ ବି ଲୁହ ଆସି ଯାଉଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।