Daily news update , Real odisha local news

ପୁଣି ଓଡିଶାରେ ଭାଇରାଲ ହେଲା “Ollywood” ହିରୋଇନ ପ୍ରକୃତି ମିଶ୍ର (Prakruti Mishra) ଙ୍କ ଏହି Byte ଭିଡିଓ

0 2,289

“ଆମେ ଆଉ ପୁରୁଣା ପାଠ ପଢିବା ନାହିଁ, ମୁଁ ସେ ସବୁ ଛାଡ଼ିଦେଇ ମୋ ନୂଆ ସିନେମା କୁ ନେଇ ଖୁବ ଆଗ୍ରହୀ ରହିଛି। ଆଉ ଆପଣ ମାନେ ନିଜ ମା ଓ ଭଉଣୀ ସହ ଏହିପରି ହୋଇଥିଲେ ବାରମ୍ବାର ତାଙ୍କୁ ଏ ବିଷୟ ରେ ପଚାରନ୍ତେ ନାହିଁ ତେବେ ମୋତେ ବି ପଚାରନ୍ତୁ ନାହିଁ।

ମୁଁ ପ୍ରତୀକ୍ଷା ସିନେମା ଦେଖିଛି ଯାହା ମୋତେ ଖୁବ ପସନ୍ଦ ଆସିଲା ହେଲେ ଦମନ ସିନେମା ମୁଁ ଦେଖି ନାହିଁ। କିନ୍ତୁ ଆମର ଏହି ନୂଆ ସିନେମା ଟି ଖୁବ ଭଲ ରହିଛି”।ତେବେ ବନ୍ଧୁଗଣ ଏହା କହିଛନ୍ତି ଆମ ବିବାଦୀୟ ଅଭିନେତ୍ରୀ ପ୍ରକୃତି ମିଶ୍ର ଆସନ୍ତୁ ଜାଣିବା ତାଙ୍କର ସମ୍ପୂର୍ଣ୍ଣ ଭିଡ଼ିଓ ବିଷୟ ରେ।

ତେବେ ବନ୍ଧୁଗଣ ବର୍ତ୍ତମାନ ଯାହା ସୂଚନା ରହିଛି କି, ବଲିଉଡ ର ଷ୍ଟାଇଲିସ୍ୱ ଅଭିନେତ୍ରୀ ପ୍ରକୃତି ମିଶ୍ର ଙ୍କ ର ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବା ରେ ଲାଗିଛି, ଯେଉଁ ଥିରେ ଦେଖା ଯାଇଛି କି ସେ ପୁଣି ଥରେ ଓଡ଼ିଶା ଆସିଛନ୍ତି। ତେବେ ଆପଣ ମାନେ ଜାଣିଥିବେ କି ପ୍ରକୃତି ମିଶ୍ର ଆମ ଓଲିଉଡ ର ଜଣେ ପରିଚିତ ଅଭିନେତ୍ରୀ ଅଟନ୍ତି ମାତ୍ର ସେ ମୁମ୍ବାଇ ରେ ରହୁନ୍ତି କିନ୍ତୁ ବର୍ତ୍ତମାନ ସେ ଓଡ଼ିଶା ରେ ଥିବା ସୂଚନା ରହିଛି। ତେବେ ବର୍ତ୍ତମାନ ତାଙ୍କର ଯେଉଁ ଭିଡ଼ିଓ ଟି ଭାଇରାଲ ହେଉଛି ତାଙ୍କର ନୂଆ ସିନେମା କୁ ନେଇ ନୂଆ କାହାଣୀ।

ତେବେ ସୂଚନାଯୋଗ୍ୟ ଯେ , ବିବାଦୀୟ ଅଭିନେତ୍ରୀ ପ୍ରକୃତି ମିଶ୍ର ଙ୍କ ର ଏକ ନୂଆ ସିନେମା ଖୁବ ଶୀଘ୍ର ହଲ କୁ ଆସିବାକୁ ଯାଉଛି। ଏହି ନୂଆ ସିନେମା ର ନାମ ରହିଛି “କଫି ସୋପ ପ୍ରେମ ର ଆରମ୍ଭ”। ତେବେ ସିନେମା ଟି ଏକ ଭିନ୍ନ ପ୍ରକାରର ପ୍ରେମ କାହାଣୀ କୁ ନେଇ ଲେଖା ଯାଇଥିବା ସୂଚନା ରହିଛି। ତେବେ ପ୍ରକୃତି ମିଶ୍ର ଏହି ସିନେମା ରେ ମୁଖ୍ୟ ଅଭିନେତ୍ରୀ ଅଟନ୍ତି ଏବଂ ସେ କହିଛନ୍ତି କି ମୁଁ ଏହି ସିନେମା କୁ ନେଇ ଖୁବ ଆଗ୍ରହୀ ରହିଛି ଲୋକଙ୍କ ଭଲ ପାଇବା ଆମ ସହ ରହିଲେ ଓଡ଼ିଆ ସିନେମା କୁ ଆମେ ପୁଣି ଥରେ ଉପର କୁ ନେଇ ପାରିବା।

ଏହି ସିନେମା ର ନାମ ମତେ ବହୁତ ପସନ୍ଦ ଏହିଭଳି ଭିନ୍ନ ଭିନ୍ନ ନାମ ରେ ସିନେମା ହେବା ଆବଶ୍ୟକ। ଏହି ସିନେମା ର ଯାହା ପ୍ରେମ କାହାଣୀ ରହିଛି ତାହା ଯୁବପିଢ଼ି ଙ୍କୁ ନିଶ୍ଚିତ ଆକର୍ଷିତ କରିବ ବୋଲି ମୋର ଆଶା। ତେବେ ଏହା ପରେ ସେ ତାଙ୍କର ପୂର୍ବ ବିବାଦ କୁ ନେଇ କହିଛନ୍ତି କି, ଆମେ ଆଉ ପୁରୁଣା ପାଠ ପଢିବା ନାହିଁ, ମୁଁ ସେ ସବୁ ଛାଡ଼ିଦେଇ ମୋ ନୂଆ ସିନେମା କୁ ନେଇ ଖୁବ ଆଗ୍ରହୀ ରହିଛି। ଆଉ ଆପଣ ମାନେ ନିଜ ମା ଓ ଭଉଣୀ ସହ ଏହିପରି ହୋଇଥିଲେ ବାରମ୍ବାର ତାଙ୍କୁ ଏ ବିଷୟ ରେ ପଚାରନ୍ତେ ନାହିଁ ତେବେ ମୋତେ ବି ପଚାରନ୍ତୁ ନାହିଁ।ତେବେ ତାଙ୍କର ଏହି ଭିଡ଼ିଓ ଟି ଖୁବ ଭାଇରାଲ ହେବା ରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.