ବନ୍ଧୁଗଣ ଆମ ଦେଶ ନିଜର ପାରମ୍ପରିକ ତଥା କେତେକ ଚମତ୍କାରୀ ମନ୍ଦିର କୁ ନେଇ ଗଠିତ। ଏହି ମନ୍ଦିର ମାନଙ୍କ ମଧ୍ୟରେ ରହିଛି କେତେକ ଶିବ ମନ୍ଦିର ଯାହାର ରହସ୍ୟ ଓ ଚମତ୍କାରୀତା ଆଗରେ ବିଜ୍ଞାନ ମଧ୍ୟ ହାର ମାନିଛନ୍ତି।ତେବେ ଆମେ ଆଜି ଆପଣ ମାନଙ୍କୁ ଏହି ପୋଷ୍ଟ ମାଧ୍ୟମ ରେ ଭାରତ ରେ ଥିବା କେତେକ ସବୁଠାରୁ ଚମତ୍କାରୀ ତଥା ରହସ୍ୟମୟ ଶିବ ମନ୍ଦିର ବିଷୟରେ ଜଣେଇବୁ ।ଯାହା ଜାଣିବା ପରେ ଆପଣ ମଧ୍ୟ ସେହି ମନ୍ଦିର ର ଦର୍ଶନ କରିବାକୁ ଇଚ୍ଛା ପ୍ରକାଶ କରିବେ ।ତେବେ ଆସନ୍ତୁ ଜାଣିବା ସେହି ମନ୍ଦିର ଗୁଡିକ ବିଷୟରେ ।
ବନ୍ଧୁଗଣ ଆପଣ ମାନେ ଭଗବାନ ଶିବ ଙ୍କ ର କୈଳାସ ପର୍ବତ ବିଷୟ ରେ ଆପଣ ନିଶ୍ଚିତ ଜାଣିଥିବେ। ତେବେ ଏହି କୈଳାସ ପର୍ବତ ହେଉଛି ଭଗବାନ ଶିବ ଙ୍କ ର ପ୍ରତ୍ୟକ୍ଷ ବାସ ସ୍ଥଳୀ ଅଟେ। ତେବେ ଏହି କୈଳାସ ପର୍ବତ ବହୁତ ରହସ୍ୟମୟ ଅଟେ , ଯାହାର ରହସ୍ୟ ଗୁଡିକ ବିଷୟ ରେ ଆମେ ଆଜି ଆପଣ ଙ୍କୁ ଏହି ପୋଷ୍ଟ ମାଧ୍ୟମ ରେ ଜଣେଇବୁ। ତେବେ ଆସନ୍ତୁ ଜାଣିବା କୈଳାସ ପର୍ବତ ର କେତୋଟି ରହସ୍ୟ ବିଷୟ ରେ।
୧.ବନ୍ଧୁଗଣ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ଚକିତ ହେବେ କି ଆଜି ଯାଏଁ କେବେ ବି ଏହି କୈଳାସ ପର୍ବତ ର ଶିଖର କୁ ଯାଇ ପାରି ନାହାନ୍ତି। ଅନେକ ସମୟରେ ଅନେକ ଲୋକ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥାନ୍ତି। କେତେକ ପର୍ବତ ଆରୋହୀ ମାନେ କହିଛନ୍ତି କି ପର୍ବତ ଉପର କୁ ଚଢ଼ିବା ବେଳେ ଏହିପରି ଲାଗେ ଯେପରି କେହି ତାଙ୍କ ପାଦ କୁ ଅଟକାଇ ରଖିଛି।
୨.କେତେକ ପ୍ରତ୍ୟକ୍ଷ ଦର୍ଶୀ କହିଛନ୍ତି କି , ଏହି ରହସ୍ୟମୟ କୈଳାସ ପର୍ବତ କେବେ ବି ସ୍ଥାୟୀ ହୋଇ ରହେ ନାହିଁ, ଏହା କେତେ ବେଳେ ଆଗକୁ କେବେ ପଛ କୁ ଚାଲି ବୁଲୁ ଥାଏ। ଏପରି କି ଏହି ପର୍ବତ ଦୁଇ ପାଖରେ ଥିବା ଦୁଇ ଟି ପର୍ବତ ମଧ୍ୟ ଚମତ୍କାରୀ ଅଟେ ।
୩.କୁହାଯାଏ କି ଏହି କୈଳାସ ପର୍ବତ ହେଉଛି ଭଗବାନ ଙ୍କ ସ୍ଥଳୀ ଯେଉଁ ଠାରେ ଭଗବାନ ଶିବ ନିଜେ ପ୍ରିତୀୟ ମାନ ହୋଇଥାଏ। ଏହି ପର୍ବତ ର ଆକାର କୁ ମଧ୍ୟ ଆପଣ ଦେଖିଲେ ଜାଣି ପାରିବେ ଏହା କେଉଁ ଭଳି ଭାବରେ ଏକ ପିରାମିଡ ର ଆକାର ରେ ରହିଛି ତାହା ମଧ୍ୟ ଏକ ରହସ୍ୟ ଅଟେ।
୪.ଏକଦା ଲରେନ ଟିକ ନାମକ ଜଣେ ଯୁବକ ଏହି ପର୍ବତ କୁ ଶିଖର ଯାଏ ଯିବାର ଆଶା ନେଇ ଆସିଥିଲେ। ମାତ୍ର ଅଧା ରାସ୍ତା ଯିବା ପରେ ତାଙ୍କୁ ଏହିପରି ଲାଗିଥିଲା ଯେପରି , କେହି ଜଣେ ତାଙ୍କ ପାଦ କୁ ଅଟକାଇ ରଖିଛି ଆଉ ଆଗକୁ ଯିବାକୁ ଦେଉ ନାହିଁ ବୋଲି।
୫.ଏହି କୈଳାସ ପର୍ବତ ର ରହସ୍ୟ ଆଗରେ ଅନେକ ଥର ବିଜ୍ଞାନ ହାର ମାନିଛି , ଅନେକ ଥର ଏହାର ଆକାର ଏବଂ ଶିଖର କୁ ନଯିବା ପଛର କାରଣ ଜାଣି ପାରି ନାହାନ୍ତି।ତେବେ ଦେବାଧି ଦେବ ମହାଦେବ ଙ୍କ ର ଏହି ସବୁ କୃପା ବୋଲି କୁହାଯାଏ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।