ପ୍ରେମ କରିବା ଯୁବତୀ ଙ୍କର ପାଇଁ ଅଭିଶାପ ହୋଇଗଲା ,ଯେଉଁ ଯୁବକ ଙ୍କୁ ସେ ବର୍ଷ ବର୍ଷ ଧରି ସେ ପ୍ରେମ କରି ଆସୁଥିଲେ ଆଜି ସେହି ପ୍ରେମିକ ତାଙ୍କ ମୃତ୍ୟୁ ର କାରଣ ହେବାକୁ ବସିଥିଲେ। ଯାହାକୁ ଦିନେ ନିଜ ଜୀବନ ବୋଲି ଭାବିଥିଲେ ଆଜି ସେହି ଯୁବକ ତାଙ୍କର ଜୀବନ ନେବାକୁ ପଛେଇ ନାହାନ୍ତି ଆଉ ପ୍ରେମିକା କୁ ମାରି ତାର ୩୬ ଖଣ୍ଡ କରି ପକେଇ ଛନ୍ତି।
ତେବେ ବନ୍ଧୁଗଣ ଏହିପରି ଅତ୍ୟନ୍ତ ଦୁଃଖ ଘଟଣା ଟି ଦେଖିବାକୁ ମିଳିଛି ସୋସିଆଲ ମିଡ଼ିଆ ରେ ଯାହା ବିଷୟ ରେ ଶୁଣିଲେ ଆପଣ ଭାବି ପାରିବେ ନାହିଁ ଏହି ଯୁବକ ଜଣଙ୍କ ଏତେ ତଳକୁ ଖସିଯାଇ ପାରନ୍ତି ବୋଲି।
ତେବେ ଘଟଣା ଟି ହେଉଛି ନୂଆଦିଲ୍ଲୀ ର ମେହରୁଲ ଅଞ୍ଚଳ ରେ ଯେଉଁ ଠାରେ ଜଣେ ପ୍ରେମିକ ପାଲଟି ଯାଇଥିଲା ରାକ୍ଷସ ଆଉ ପ୍ରେମିକା ବିବାହ ପାଇଁ ବାଧ୍ୟ କରିବାରୁ ତାକୁ ହତ୍ୟା କରିଥିଲା। ଆଉ ହତ୍ୟା ପରେ ତାର ଶରୀର କୁ ଖଣ୍ତ ଖଣ୍ଡ କରୀ କାଟି ୩୬ ଖଣ୍ଡ କରି ଫ୍ରିଜ ରେ ଭର୍ତ୍ତି କରି ରଖିଥିଲା। ଏତିକି ରେ ଶେଷ ହୋଇ ନଥିଲା ବରଂ ସେହି ମାଂସ ଖଣ୍ଡ କୁ ଦିନ ଦିନ ଧରି ଏଣେ ତେଣେ ଫୋପାଡି ଦେଉଥିଲା ଯୁବକ ଜଣଙ୍କ। ତେବେ ଏହି ଘଟଣା କୁ ହୋଇ ଗଲାଣି ୫ ମାସ ମାତ୍ର ବର୍ତ୍ତମାନ ଏହି ଜଘନ୍ୟ ହତ୍ୟାକାଣ୍ଡ ର ପର୍ଦାଫାସ କରିଛି ଦିଲ୍ଲୀ ପୋଲିସ।
ତେବେ ସୂଚନା ଅନୁସାରେ , ଶ୍ରଦ୍ଧା ନାମକ ଜଣେ ୨୬ ବର୍ଷିୟ ଯୁବତୀ ଦିଲ୍ଲୀ ର ଏକ କମ୍ପାନୀ ରେ କାମ କରୁଥିଲେ ଆଉ ସେଠାରେ ସେ ଆଫେତ ପୁନାବାଲା ଙ୍କ ସହ ତାଙ୍କ ର ପ୍ରେମ ସମ୍ପର୍କ ଗଢି ଉଠିଥିଲା। ତେବେ ଉଭୟ ଏକାଠି ଏକ ରୁମ ନେଇ ଲିଭ ଇନ ରିଲେସନ ରେ ରହୁଥିଲେ। ତେବେ ସବୁକିଛି ଠିକ ଚାଲି ଥିଲା ମାତ୍ର ସେତେବେଳେ ସମସ୍ୟା ହେଲା ଯେତେବେଳେ ଶ୍ରଦ୍ଧା ଆଫେତ ଙ୍କୁ ବିବାହ କରିବାର ଜିଦି କରିଥିଲେ। ତେବେ ଶ୍ରଦ୍ଧା ବାହାଘର ପାଇଁ ଜିଦି କରିବାରୁ ଆଫେତ ତାଙ୍କୁ ହତ୍ୟା କରିଥିଲା।
ଆଉ ହତ୍ୟା କରିବା ପରେ ଶ୍ରଦ୍ଧା ର ଶରୀର କୁ ୩୬ ଖଣ୍ଡ ଭାଗରେ କାଟି ତାହାକୁ ଫ୍ରିଜ ରେ ରଖି ଦିନ ଦିନ ଧରି ନୂଆଦିଲ୍ଲୀ ର ଜଙ୍ଗଲ , ଅଳିଆ ଗଦା ଆଦି ସବୁ ସ୍ଥାନ ରେ ଫୋପାଡ଼ି ଦେଉଥିଲା।ତେବେ ଏହି ସବୁ ମେ ୫ ତାରିଖ ରୁ ସାରିଥିଲା। ତେବେ ଶ୍ରଦ୍ଧା ର ବାପା ତାଙ୍କର ଫୋନ ନଲାଗିବାରୁ ଏନେଇ ନଭେମ୍ବର ରେ ତାଙ୍କର ବାପା ନୂଆଦିଲ୍ଲୀ ର ମେହରୁଲ ଥାନା ରେ ଅଭିଯୋଗ କରିଥିଲେ। ତେବେ ଅଭିଯୋଗ ଅନୁସାରେ ପୋଲିସ ତଦନ୍ତ ଆରମ୍ଭ କରି ଆଫେତ ଙ୍କୁ ହାଜତ କୁ ନେଇଥିଲେ ଆଉ ପରେ ସବୁ ସତ ମାନୀ ନେଇଥିଲେ ଆଫେତ।ତେଣୁ ବନ୍ଧୁଗଣ ପ୍ରେମ କରିବା ପୂର୍ବରୁ ଟିକେ ଭାବି ଚିନ୍ତି ନିଷ୍ପତ୍ତି ନେବେ ନିଶ୍ଚିତ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।