Daily news update , Real odisha local news

ପ୍ରାଇଭେଟ୍ ପାର୍ଟ ରେ ହାତ ମାରିଲେ ଡାକ୍ତର ଦାନ୍ତ ଦେଖିବାକୁ ଯାଇ ।

0 344

ବନ୍ଧୁଗଣ ଆମ ସମାଜ ରେ ଡାକ୍ତର ଙ୍କୁ ସମସ୍ତ ବହୁତ ସଂମାନ କରିଥାନ୍ତି ଏମିତି କି ତାଙ୍କୁ ଦ୍ଵିତୀୟ ଭଗବାନ ବୋଲି ମଧ୍ୟ କୁହାଯାଏ। ତେବେ ଭଗବାନ ଯିଏକି ଈଶ୍ୱର ହୋଇଥାନ୍ତି ସେ ଜଣେ ବ୍ୟକ୍ତି କୁ ଜନ୍ମ ଦେଇଥାନ୍ତି କିନ୍ତୁ ଡାକ୍ତର ଦ୍ୱିତୀୟ ଭଗବାନ ହୋଇଥାନ୍ତି ଯିଏକି ଜଣେ ବ୍ୟକ୍ତି ଙ୍କୁ ମୃତ୍ୟୁ ମୁଖ ରୁ ଫେରାଇ ଆଣିଥାନ୍ତି ଏବଂ ଗୋଟିଏ ନୂଆ ଜୀବନ ଦେଇଥାନ୍ତି।ମାତ୍ର ଏହି ଡାକ୍ତର ମାନେ ନିଜର କର୍ତ୍ତବ୍ୟ ଭୁଲିଯାଇ କାମନା ଓ ବାସନା ର ଲୋଭ ରେ ବିମୋହିତ ହୋଇ ଏହିପରି କିଛି କାର୍ଯ୍ୟ କରିଥାନ୍ତି ଯାହା ଅତ୍ୟନ୍ତ ନିମ୍ନ ଓ ନିନ୍ଦନୀୟ ହୋଇଥାଏ।

ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ଘଟଣା ଦେଖିବା କୁ ମିଳିଛି ଯେଉଁ ଠାରେ ଜଣେ ଯୁବତୀ ଅଭିଯୋଗ କରିଛନ୍ତି କି ଡାକ୍ତର ଜଣଙ୍କ ତାଙ୍କୁ ଅତ୍ୟନ୍ତ ଅଶୀଳ ବ୍ୟବହାର କରିଛନ୍ତି ଆଉ ବିନା କାରଣ ରେ ତାଙ୍କର ପ୍ରାଇଭେଟ ପାର୍ଟ କୁ ହାତ ଲଗେଇଛନ୍ତି ବୋଲି। ତେବେ ଏନେଇ ବର୍ତ୍ତମାନ ଯୁବତୀ ଜଣଙ୍କ ଥାନା ର ଦ୍ୱାରସ୍ଥ ହୋଇଛନ୍ତି ନ୍ୟାୟ ପାଇଁ। ତେବେ ଘଟଣା ଟି ସୋସିଆଲ ମିଡ଼ିଆ ରେ ଆସିବା ପରେ ଲୋକେ ଏହାକୁ ଖୁବ ନିନ୍ଦା କରିଛନ୍ତି। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ।

ତେବେ ଘଟଣା ଟି କିଛି ଏହିପରି ଥିଲା କି , ଜଣେ ଯୁବତୀ ନିଜର ଦାନ୍ତ ଦେଖାଇବା ପାଇଁ ଜଣେ ଡାକ୍ତର ଙ୍କ ପାଖକୁ ଯାଇଥିଲେ। ତେବେ ପ୍ରଥମ ଦିନ ଡାକ୍ତର ତାଙ୍କୁ କହିଥିଲେ କି ତୁମ ରକ୍ତ ପରୀକ୍ଷା କରି ରିପୋର୍ଟ ନେଇ ଆସିବା ପାଇଁ। ଆଉ ଯୁବତୀ ଜଣଙ୍କ ଡାକ୍ତର ଙ୍କ କହିବା ଅନୁସାରେ ତା ପର ଦିନ ରକ୍ତ ପରୀକ୍ଷା କରି ତାର ରିପୋର୍ଟ ନେଇ ଡାକ୍ତର ଙ୍କ ପାଖରେ ପହଞ୍ଚି ଥିଲେ। ତେବେ ଡାକ୍ତର ଜଣଙ୍କ ସେହି ସମୟ ରେ ଯୁବତୀ ଙ୍କ ର ଦାନ୍ତ ଦେଖିବା ବଦଳରେ ତାଙ୍କ ସହ ଅଶୀଳ ବ୍ୟବହାର କରିଥିଲେ ଆଉ ତାଙ୍କର ଯୌନାଙ୍ଗ ତଥା ପ୍ରାଇଭେଟ ପାର୍ଟ ରେ ହାତ ମାରିଥିଲେ।

ତେବେ ଯୁବତୀ ଜଣଙ୍କ ଏହା ପରେ ସେଠାରେ ପକେଇ ଆସି ଥାନା ରେ ଅଭିଯୋଗ କରିଥିଲେ ମାତ୍ର ପୋଲିସ ଉଭୟ ଡାକ୍ତର ଓ ଯୁବତୀ ଙ୍କୁ ଡକାଇ କିଛି ସମୟ ପରେ ଉଭୟ ଙ୍କୁ ଛାଡି ଦେଇଥିଲେ। ମାତ୍ର ଏହି ସମୟ ରେ ଡାକ୍ତର ଜଣଙ୍କ ନିଶାଗ୍ରସ୍ତ ଥିଲେ ମାତ୍ର ଏହା ପରେ ମଧ୍ୟ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା। ତେବେ ଏହି ଘଟଣା କୁ ନେଇ ବର୍ତ୍ତମାନ ମିଡ଼ିଆ ରେ ସେୟାର କରିଛନ୍ତି ଜଣେ ମହିଳା , ତେବେ ମହିଳା କହିଛନ୍ତି କି ଏହି ଡାକ୍ତର ଙ୍କ ବିରୋଧ ରେ କଡା କାର୍ଯ୍ୟାନୁଷ୍ଠାନ ନେବା ଉଚିତ , ଯଦି ରକ୍ଷକ ହୋଇ ଭକ୍ଷକ ସାଜିବେ ତେବେ ସାଧାରଣ ଲୋକେ କଣ କରିବେ।ତେବେ ଏହି ଘଟଣା ଟିକୁ ନେଇ ଚାରିଆଡେ ଖୁବ ସମାଲୋଚନା ମଧ୍ୟ ଚାଲିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.