Daily news update , Real odisha local news

ପୁଅଟା କମଜୋର ଥିଲା ଝିଅମାନେ ଲୋଡ ପକେଇଛନ୍ତି ..ଆମଭଳି ଟୋକା ହେଇଥିଲେ….ଯୁବକ ଜଣକ ଦୁଷ୍କର୍ମ କୁ ନେଇ ଏହି ବ୍ୟକ୍ତି ଯାହା କହିଛନ୍ତି ଜାଣିଲେ ଚକିତ ହୋଇଯିବେ

0 202

ସେ ପୁଅ ଟା ଟିକେ ଦୁର୍ବଳ ଥିଲା ବୋଲି ହାରିଗଲା ଆମ ଭଳି ପୁଅ ହୋଇଥିଲେ ସେ ଝିଅ ମାନ ଙ୍କ ଅବସ୍ଥା ଖରାପ ହୋଇଯାଇ ଥାନ୍ତା। ଏହିଭଳି ନାରୀ କୁ କି ସଂମାନ ଦେବୁ ଆମେ, ନାରୀ ଅଛନ୍ତି ଯେଉଁ ମାନେ ସମ୍ମାନ ର ଯୋଗ୍ୟ ଆମେ ତାଙ୍କୁ ସଂମାନ କରୁ ଆଉ ଏହିଭଳି ନାରୀ ମାନେ ହେଉଛନ୍ତି ବଜାର ରେ ଶସ୍ତା ଦାମ ରେ ମିଳୁଥିବା ଵସ୍ତୁ ଯାହା ଦେଖିଲେ ଆଟ୍ରାକ କରିବ।

ଆମ ଆଇନ ବ୍ୟବସ୍ଥା ରେ ଯଦି ପୁରୁଷ ଙ୍କ ଦୁଷ୍କର୍ମ ପାଇଁ ନାରୀ ମାନଙ୍କ ଭଳି କଡା ଦଣ୍ଡ ରହିଥାନ୍ତା। ତେବେ ଆଜି ଜଣେ ପୁରୁଷ ଚାରି ଜଣ ଯୁବତୀ ଙ୍କ ଭିତରେ ଏହିଭଳି ଦଳି ହୋଇ ନଥାନ୍ତା।

ତେବେ ବନ୍ଧୁଗଣ ଏହା ଜଣେ ଯୁବକ ଙ୍କ ର ମତ ରହିଛି ,ପଞ୍ଜାବ ର ଯୁବକ ଙ୍କ ଦୁଷ୍କର୍ମ ଉପରେ। ତେବେ ଆପଣ ମାନେ ଜାଣିଥିବେ କି କିଛି ଦିନ ତଳେ ପଞ୍ଜାବ ରେ ଜବେ ପୁରୁଷ ଙ୍କୁ ଚାରି ଜଣ ଯୁବତୀ ଉଠାଇ ନେଇ ଦୁଷ୍କର୍ମ କରିଥିଲେ।ତେବେ ଯୁବତୀ ମାନେ ପ୍ରଥମେ ଜଣେ ଯୁବକ ଙ୍କୁ ଗୋଟିଏ ଆଡ୍ରେସ ପଚାରିବା ବାହାନା ରେ ନିଜ କାର ପାଖକୁ ଡାକିଥିଲେ।ଆଉ ପରେ ତାଙ୍କର ଆଖିରେ ଗୋଟିଏ ସ୍ପ୍ରେ କରି ତାଙ୍କୁ ବେହୋସ କରିଥିଲେ ଆଉ ପରେ ତାଙ୍କୁ ଅନ୍ୟ ଏକ ସ୍ଥାନ କୁ ନେଇ ଦୁଷ୍କର୍ମ କରିଥିଲେ। ଆଉ ଏହା ପରେ ତାଙ୍କୁ ଅନ୍ୟ ଏକ ସ୍ଥାନରେ ଏହିପରି ଛାଡି ଦେଇଥିଲେ।

ଆଉ ସବୁଠାରୁ ଆଶ୍ଚର୍ଯ୍ୟ କର କଥା ଏହା କି ଏହିସବୁ କରିବା ସମୟ ରେ ଯୁବତୀ ମାନେ ଡ୍ରଗ୍ସ ନେଇ ନିଶା ଗ୍ରସ୍ତ ଅବସ୍ଥାରେ ଥିଲେ।ତେବେ ଏହି ଘଟଣା କୁ ନେଇ ଭୁବନେଶ୍ୱର ର ଜଣେ ଯୁବକ ଏହିପରି ମନ୍ତବ୍ୟ ଦେଇଛନ୍ତି ଯାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି। ତେବେ ସେ କହିଛନ୍ତି କି ସେହି ଝିଅ ମାନେ ଯେଉଁ ମାନେ ଜଣେ ପୁରୁଷ କୁ ଉଠେଇ ନେଇ ନିଶାଗ୍ରସ୍ତ ଅବସ୍ଥା ତାର ଦୁଷ୍କର୍ମ କଲେ ସେ ନାରୀ ନୁହନ୍ତି ବରଂ ବଜାର ରେ ମିଳୁଥିବା ଶସ୍ତା ଜିନିଷ ଅଟନ୍ତି। ନାରୀ ଏବେ ବି ଆମ ସମାଜ ରେ ଅଛନ୍ତି ଯେଉଁ ମାନେ ଆମ ସଂସ୍କୃତି ପରମ୍ପରା କୁ ମାନିଛନ୍ତି ଆମେ ତାଙ୍କୁ ସମ୍ନାନ ଦେଉ।

ସବୁବେଳେ ପୁଅ ଟିଏ ଝିଅ କୁ ରେପ କଲେ କିମ୍ବା କିଛି କହିଦେଲେ ତା ଉପରେ ଦୁନିଆଁ ଦଫା ଏବଂ କୁହାଯାଏ ତ ଘରେ ମା ଭଉଣୀ ନାହାନ୍ତି କି। ତେବେ ସେ ଝିଅ ମାନ ଙ୍କ ଘରେ କଣ ବାପା , ଭାଇ ନଥିଲେ କି ସେମାନେ ଏହିପରି ହେଉଥିଲେ। ସେ ଯୁବକ ଜଣଙ୍କ ବିବାହିତ ମାତ୍ର ତାର ଏହିପରି ଅବସ୍ଥା କଲେ ଆମ ଭଳି ଟୋକା ହୋଇଥିଲେ ତାଙ୍କୁ ଓଲଟା ଖେଳ କରିକି ଆସିଥାନ୍ତା। ତେବେ ବର୍ତ୍ତମାନ କିନ୍ତୁ ମୁଁ କହିବି କି ସେହି ଯୁବକ କୁ ନ୍ୟାୟ ମିଳୁ ଆଉ ଝିଅ ମାନ ଙ୍କୁ କୋଠର ଦଣ୍ଡ। ତେବେ ଏହି ଯୁବକ ଙ୍କ ର ଭିଡ଼ିଓ ଟି ବର୍ତ୍ତମାନ ଖୁବ ଭାଇରାଲ ହେବା ରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.