Daily news update , Real odisha local news

ପୂଜାରେ ଲାଗିଥିବା ନଡ଼ିଆ ଖରାପ ବାହାରିଲେ କଣ ସଂକେତ ମିଳିଥାଏ

0 737

ବନ୍ଧୁମାନେ ଆମେ ଜୀବନରେ ଅନେକ କମ୍ରେ ଭୁଲ ଭଟକା ହେଇଯାଏ, ତେବେ ସେହି ଭୁଲ କୁ କେମିତି ସୁଧାର ହେଇପାରିବ ତାହା ବିଷୟରେ ଆମକୁ ଜଣା ଯାଇନଥାଏ ।ଆଉ ଏହି ଭୁଲ ଗୁଡିକ ପାଇଁ ଅନେକ ସମୟରେ ଆମ ଜୀବନରେ ଅନେକ ବିପଦ ମାଡି ଆସେ ।

ତେବେ ଆମେ ଆଜି ଆପଣଂକୁ କିଛି ଏମିତି ନିୟମ ଗୁଡିକ ବିଷୟରେ କହିବୁ ଯାହାକୁ ଆପଣ ନିଜ ଜୀବନରେ ବ୍ୟବହାର କରି ନିଜର ଚିତ ବଡ଼ ଭୁଲ କାମ କୁ ଠିକ କରିପାରିବେ ।ତେବେ ଆସନ୍ତୁ କଣ ସେହି ନିୟମ ଗୁଡିକ କଣ ଜାଣିବା ।

1. ସମସ୍ତଙ୍କ ଘରେ ସବୁଦିନେ ସକାଳେ ଓ ସନ୍ଧ୍ୟାରେ ଘର ଓ ବାହାରେ ଝାଡୁ ମରା ହେଇଥାଏ କିନ୍ତୁ ମନେ ରଖନ୍ତୁ ସପ୍ତାହର ଦୁଇଦିନ ଶନିବାର ଓ ରବିବାର ଦିନ ସକାଳେ ଆଗ ବାହାରେ ପାଣି ଛିଞ୍ଚନ୍ତୁ ତାପରେ ଝାଡୁ ମାରିବେ । ଆଉ ପରେ ଘର ଭିତରେ ଝାଡୁ କରିବେ,ତେବେ ଏହି ଦୁଇ ଦିନ ବାହାରେ ଆଜି ଝାଡୁ କଲେ ଯଦି କାହାର ଖରାପ ଘର ଉପରେ ଦୃଷ୍ଟି ପଡିଥାଏ ତାହେଲେ ଯାହା ପାଖରୁ ସେହି ଦୃଷ୍ଟି ଆସିଥାଏ ତାହା ତା ପାଖକୁ ଫେରି ଯାଏ ।

2.କିଛି ଲୋକମାନେ ଗାଧେଇ ସାରିବା ପରେ ସୂର୍ଯ୍ୟ ଙ୍କୁ ପାଣି ଅର୍ପଣ କରିଥାଆନ୍ତି ତେବେ ଏହା କରିବା ଭଲ ଅଟେ ।କିନ୍ତୁ ଜାଣି ରଖନ୍ତୁ ଆପଣ ଯେତେବେଳେ ବି ପାଣି ଦେଉଛନ୍ତି ସେହି ପାଣି ସଜ ପାଣି ହେବା ଦରକାର ଓ ପୂର୍ବ ଦିଗକୁ ପାଣି ଅର୍ପଣ କରିବା ଉଚିତ ।ଆଉ ଯେଉଁ ପାତ୍ରରେ ପାଣି ଦେଉଛନ୍ତି ତାହା ତମ୍ବାରେ ହେଲେ ବହୁତ ଭଲ ଅଟେ ।ଆଉ ସବୁବେଳେ ଧ୍ୟାନ ଦେବର ଯେଉଁ ପାଣି ଡାଳିବେ ତାହା ଯେମିତି ମାଟିରେ ପଡିବ ନାହିଁ ତାହା କିଛି ଗଛ ମୂଳରେ ପଡିଲେ ସେହି ଗଛ ପାଇଁ ବହୁତ ଭଲ ଓ ସୂର୍ଯ୍ୟ ଦେବ ବି ଖୁସି ହେଇଥାନ୍ତି ।

3.ବିବାହ ଏକ ଏମିତି ବନ୍ଧନ ଏଥିରେ ଅନେକ ରୀତିନୀତି ପରମ୍ପରା ରହିଥାଏ । ତେବେ ଜାଣି ରଖନ୍ତୁ ବିବାହ ପାଇଁ କିଛି ନିର୍ଦ୍ଦିଷ୍ଟ ମାସ ରହିଛି ତା ଛଡା ଯଦି ଚୈତ୍ର, ଶ୍ରାବଣ, ଭାଦ୍ରବ,ଆଶ୍ଵିନ ,କାର୍ତିକ ଓ ପୌଷ ମାସ ମାନଙ୍କରେ ଯଦି କେହି ବିବାହ ହେଇଥାଏ ତେବେ ସେହି ବିବାହରେ 90 ପ୍ରତିଶତ କନ୍ୟା ଆଜୀବନ ଦୁଃଖରେ ରହିଥାନ୍ତି ।

4.ନାରୀ ମାନେ ବିବାହ ପରେ ସିନ୍ଦୁର ଲଗେଇ ଥାଆନ୍ତି ତେବେ ଏହି ସିନ୍ଦୁର ପିନ୍ଧିବା ସମୟରେ କେବେବି ସିନ୍ଦୁର କାହା ସାମ୍ନାରେ ପିନ୍ଧିବେ ନାହିଁ ଆଉ ସିନ୍ଦୁର ପିନ୍ଧିଲା ବେଳେ ମୁଣ୍ଡରେ ଓଡ଼ଣା ଦେଇ ସିନ୍ଦୁର ଲଗେଇବେ

5.ଯଦି ପୂଜାରେ ଲଗାଇଥିବା ନଡ଼ିଆ ଖରାପ ବାହାରେ ତେବେ ଆପଣ ମନେ ରଖନ୍ତୁ ଆଉ ଗୋଟିଏ ନଡ଼ିଆ ଆଣି ପୂଜାରେ ଲଗେଇବା ଠାରୁ ଗୋଟିଏ ଗୁଆ ଆଣି ମୁଣ୍ଡରେ ଲଗେଇ ଠାକୁରଙ୍କୁ ଅର୍ପଣ କଲେ ପ୍ରତିକାର ହେଇଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.