ପୁଣି ନୂଆ ଷ୍ଟାଇଲରେ ” ସାରଥୀ ବାବା ” ଙ୍କ ଏ “ପଲଙ୍କ ସେବା” ଲୀଳା । DAITARI PANDA । ଦେଖିଲେ ନିଜକୁ ସମ୍ଭାଳି ପାରିବେନି…
ବନ୍ଧୁଗଣ ସିନେମା ଓ ଟିଭି ସିରିଏଲ ଭଳି ଆମ ରାଜ୍ୟ ରେ ଯାତ୍ରା ଦେଖିବା ପାଇଁ ମଧ୍ୟ ଲୋକେ ଖୁବ ପସନ୍ଦ କରନ୍ତି। ପ୍ରାୟ ଗାଁ ମାନ ଙ୍କ ରେ ଯାତ୍ରା ପାର୍ଟି ସବୁ ଆସିଥାନ୍ତି ଆଉ ତାଙ୍କର ଅଭିନୟ ଓ କାହାଣୀ ବଦଳ ରେ ଲୋକ ଙ୍କୁ ଖୁବ ଆକର୍ଷିତ କରିଥାଏ ଏବଂ ସାଙ୍ଗ ରେ ବହୁତ କିଛି ଶିକ୍ଷା ଦେଇଥାଏ ମଧ୍ୟ।
ଯାତ୍ରା ର ଅଭିନୟ ପ୍ରତ୍ୟକ୍ଷ ହୋଇଥିବା ରୁ ଲୋକେ ଏହା ର କମେଡି ସିନ ଦେଖିଲେ ହସିବା କୁ ଲାଗନ୍ତି ଆଉ ଯେତେବେଳେ ଦୁଃଖ ଓ ଭାବ ବିହ୍ୱଳ ସିନ ଆସିଥାଏ ତାହାକୁ ଦେଖି କାନ୍ଦି ପକାନ୍ତି ମଧ୍ୟ। ତେବେ ଆମେ ଆଜି ଆପଣ ଙ୍କୁ ଏହିପରି ଏକ ସିନ ବିଷୟରେ ଜଣେଇବୁ ଯାହା ଆପଣ ଙ୍କୁ ହସେଇବା ସହ ଆଶ୍ଚର୍ଯ୍ୟ ଚକିତ କରିଦେବ।
ତେବେ ବନ୍ଧୁଗଣ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହି ଭଳି ଏକ ଯାତ୍ରା ର ଗୋଟିଏ ସିନ ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି। ଯାହାର ନାମ ରହିଛି ମୁଁ କେନ୍ଦ୍ରାପଡା ର ବାବା ବୋଲି। ତେବେ ଏହି ଯାତ୍ରା ର ଏକ ସିନ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି ଯାହା କି ବାବା ସାରଥୀ ଙ୍କ ର ପଲଙ୍କ ସେବା ସହ ସମାନ ରହିଛି ଵୋଲି ଏହି ଯାତ୍ରା ର ସିନ ରେ ଦର୍ଶା ଯାଇଛି। ତେବେ ଏହି ସିନ ଟି ବିଷୟ ରେ ଆମେ ଆଜି ଆପଣ ଙ୍କୁ ଜଣେଇବା କୁ ଯାଉଛୁ। ଆସନ୍ତୁ ଜାଣିବା ଦଇତାରି ପଣ୍ଡା ଙ୍କ ର ଏହି ସିନ ଟି ବିଷୟ ରେ।
ତେବେ ଭାଇରାଲ ସିନ ଟିରେ ଦେଖା ଯାଇଛି କି ଜଣେ ଧନୀ ଘର ର ବ୍ୟକ୍ତି ଯିଏକି ଲୋକ ଙ୍କୁ ଠକେଇ ଜଣେ ନିଜ କୁ ନିଜ ବାବା ହୋଇ ଲୋକ ଙ୍କୁ ଠକୁଛନ୍ତି ଆଉ ନାରୀ ମାନ ଙ୍କୁ ଅସଂମାନ କରୁଛନ୍ତି। ତେବେ ଏହିଥିରେ ବାବା ର ସିନ କରିଛନ୍ତି ଯାତ୍ରା ଜଗତ ର ଖଳ ନାୟକ ଦଇତାରି ପଣ୍ଡା ହୋଇଛନ୍ତି ସେହି ଠକ ବାବା। ତେବେ ସିନ ରେ ଦେଖା ଯାଇଛି ଯେ, ଆଶ୍ରମ ର ଜଣେ ସେବକ ଜଣେ ଯୁବତୀ ଙ୍କୁ ବାବା ଙ୍କ ର କକ୍ଷ କୁ ନେଇ ଆସିଛନ୍ତି।ଆଉ ତାଙ୍କୁ କହିଛନ୍ତି କି ବାବା ଙ୍କୁ ତୁମେ ପଲଙ୍କ ସେବା ଦେବ ବୋଲି।
ତେବେ ଏହା ଶୁଣିବା ପରେ ଯୁବତୀ ଜଣଙ୍କ ଅପେକ୍ଷା କରିଛନ୍ତି ବାବା ଙ୍କୁ ଆଉ ବାବା ଆସିବା ପରେ ଯୁବତୀ ଜଣଙ୍କୁ ମିଛ ବାସୁଦେବ ଙ୍କ ର କାହାଣୀ ଶୁଣେଇଛନ୍ତି। ତେବେ ସେହି ଯୁବତୀ ଜଣଙ୍କ ନାମ ହେଉଛି ମଲ୍ଲିକା ଯିଏକି ଜଣେ ମେଡ଼ିକାଲ ଛାତ୍ର ଅଟନ୍ତି। ତେବେ ପରେ ଯୁବତୀ ଙ୍କୁ ସେ ଶାରୀରିକ ସମ୍ପର୍କ ରଖିବା ପାଇଁ କହୁଛନ୍ତି, ମାତ୍ର ଯୁବତୀ ଜଣଙ୍କ ମନା କରୁଛନ୍ତି। କିନ୍ତୁ ପରେ ବାବା ତାଙ୍କୁ ବାଧ୍ୟ କରି ତାଙ୍କର ଦୁଷ୍କର୍ମ କରିଛନ୍ତି। ତେବେ ଏହି ଭିଡ଼ିଓ ଟି ବର୍ତ୍ତମାନ ଖୁବ ଭାଇରାଲ ହେବା ରେ ଲାଗିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।