Daily news update , Real odisha local news

ପୁଣି ଓଡିଶାରେ ଭାଇରାଲ ହେଲା “Ollywood” ହିରୋଇନ ପ୍ରକୃତି ମିଶ୍ର (Prakruti Mishra) ଙ୍କ ଏହି ଭିଡିଓ

0 14,744

ସୋସିଆଲ ମିଡ଼ିଆ ରେ ସବୁଠାରୁ ଅଧିକ ଆକ୍ଟିଭ ରୁହନ୍ତି ସେଲିବ୍ରେଟି ତଥା କଳାକାର ମାନେ।କାରଣ ସାଧାରଣ ଲୋକ ମାନେ ଏହି ସେଲିବ୍ରେଟି ବା କଳାକାର ମାନଙ୍କ ସହ ସବୁବେଳେ ଜଡିତ ରହିଥାନ୍ତି। ଏମାନେ ତାଙ୍କର ଅଭିନୟ ଜୀବନ ସହ ବାସ୍ତବ ଜୀବନ କୁ ମଧ୍ୟ ତାଙ୍କ ର ଦର୍ଶକ ଙ୍କ ସହ ସେୟାର କରିଥାନ୍ତି।ଲୋକ ମାନେ ମଧ୍ୟ ସେଲିବ୍ରେଟି ଙ୍କ କଳାକାର ଜୀବନ ସହ ତାଙ୍କର ବାସ୍ତବ ଜୀବନ ବିଷୟରେ ଜଣାଇବା କୁ ଇଚ୍ଛା ପ୍ରକାଶ କରିଥାନ୍ତି। ତେବେ ସେମାନେ ତାଙ୍କର ଫୋଟ , ଭିଡିଓ ତଥା ବୈବାହିକ ସମ୍ପର୍କ ଆଦି ସେୟାର କରିବା ସହ କେବେ କେବେ ଲାଇଭ ଆସି ଲୋକ ଙ୍କ ସହ ମଜା ମସ୍ତି ମଧ୍ୟ କରିଥାନ୍ତି।

ତେବେ ବନ୍ଧୁଗଣ ବର୍ତ୍ତମାନ ଯାହା ସୂଚନା ରହିଛି କି, ବଲିଉଡ ର ଷ୍ଟାଇଲିସ୍ୱ ଅଭିନେତ୍ରୀ ପ୍ରକୃତି ମିଶ୍ର ଙ୍କ ର ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବା ରେ ଲାଗିଛି, ଯେଉଁ ଥିରେ ଦେଖା ଯାଇଛି କି ସେ ପୁଣି ଥରେ ଓଡ଼ିଶା ଆସିଛନ୍ତି। ତେବେ ଆପଣ ମାନେ ଜାଣିଥିବେ କି ପ୍ରକୃତି ମିଶ୍ର ଆମ ଓଲିଉଡ ର ଜଣେ ପରିଚିତ ଅଭିନେତ୍ରୀ ଅଟନ୍ତି ମାତ୍ର ସେ ମୁମ୍ବାଇ ରେ ରହୁନ୍ତି କିନ୍ତୁ ବର୍ତ୍ତମାନ ସେ ଓଡ଼ିଶା ରେ ଥିବା ସୂଚନା ରହିଛି। ତେବେ ବର୍ତ୍ତମାନ ତାଙ୍କର ଯେଉଁ ଭିଡ଼ିଓ ଟି ଭାଇରାଲ ହେଉଛି ସେଥିରେ ସେ ଡ୍ୟାନ୍ସ କରୁଥିବା ରେ ଦେଖା ଯାଇଛନ୍ତି।

ତେବେ ଆପଣ ମାନେ ଜାଣିଛନ୍ତି ଯେ, ପ୍ରକୃତି ମିଶ୍ର ଆମ ସଙ୍ଗୀତକାର ମନ୍ମଥ ମିଶ୍ର ଙ୍କ ର ଗେହ୍ଲା କନ୍ୟା ଅଟନ୍ତି ଏବଂ ସେ ପ୍ରାୟ ୪ ବର୍ଷ ବୟସ ରୁ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ। ତେବେ ସେ ପ୍ରଥମେ ଜଣେ କୁନି କଳାକାର ଭାବରେ ନଜର ରେ ଆସିଥିଲେ ଏବଂ ପରେ ଓଲିଉଡ ସିନେମା ଜଗତ କୁ ବେଶ ସୁପର ହିଟ ସିନେମା ସବୁ ଦେଇଛନ୍ତି। ତେବେ ଏହା ଛଡା ସେ ବଲିଉଡ ରେ ମଧ୍ୟ କେତେକ ସିରିଏଲ ଓ ସିନେମା ରେ କାମ କରିଥିବା ଆପଣ ମାନେ ଜାଣିଥିବେ। ତେବେ କିଛି ଦିନ ତଳେ ସେ ଅଭିନେତା ବାବୁସାନ ମହାନ୍ତି କୁ ନେଇ ବହୁତ ବିବାଦ ରେ ଥିଲେ ।

ତେବେ ବର୍ତ୍ତମାନ ଭାଇରାଲ ଭିଡ଼ିଓ ଟିରେ ଦେଖା ଯାଇଛି କି ସେ ଏକ ଧଳା ବସ୍ତ୍ର ପରିଧାନ କରିଛନ୍ତି ଏବଂ ନିଜ ଗୁରୁ ଙ୍କ ବାଦ୍ୟ ର ତାଳେ ତାଳେ ଭାରତ ନାଟ୍ୟମ କରୁଛନ୍ତି। ତେବେ ତାଙ୍କର ଗୁରୁ ସାଇଟ ରେ ବସି ବାଦ୍ୟର ତାଳ ଦେଉଛନ୍ତି ଏବଂ ପ୍ରକୃତି ସେହି ତାଳ ରେ ଡ୍ୟାନ୍ସ କରୁଥିବା ର ଦେଖା ଯାଇଛି। ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ତାଙ୍କର ଏହି ଭିଡ଼ିଓ ଟି ଖୁବ ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି। ତେବେ କୁହାଯାଉଛି କି ପ୍ରକୃତି ମିଶ୍ର ପୁଣି ଥରେ ଓଡିଶା ତାଙ୍କର ବନ୍ଧୁ ବାବୁସାନ ଙ୍କ ପାଇଁ ଫେରି ଆସିଛନ୍ତି ଵୋଲି। ତେବେ ସେ କେଉଁ ଉଦେଶ୍ୟ ରେ ଏଠାକୁ ଆସୁଛନ୍ତି ତାହା ସମୟ କହିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.