Daily news update , Real odisha local news

ପୁଣି ଏକାଠି ହେଲେ ବାବୁସାନ ସ୍ତ୍ରୀ ଙ୍କ ସହ ବିଦେଶରେ କିପରି ସମୟ ବିତାଉଛନ୍ତି ବାବୁଶାନ୍ -ଦେଖନ୍ତୁ ଭିଡିଓ

0 153

ସୋସିଆଲ ମିଡ଼ିଆ ରେ ସବୁଠାରୁ ଅଧିକ ଆକ୍ଟିଭ ରୁହନ୍ତି ସେଲିବ୍ରେଟି ତଥା କଳାକାର ମାନେ।କାରଣ ସାଧାରଣ ଲୋକ ମାନେ ଏହି ସେଲିବ୍ରେଟି ବା କଳାକାର ମାନଙ୍କ ସହ ସବୁବେଳେ ଜଡିତ ରହିଥାନ୍ତି।

ଏମାନେ ତାଙ୍କର ଅଭିନୟ ଜୀବନ ସହ ବାସ୍ତବ ଜୀବନ କୁ ମଧ୍ୟ ତାଙ୍କ ର ଦର୍ଶକ ଙ୍କ ସହ ସେୟାର କରିଥାନ୍ତି।ଲୋକ ମାନେ ମଧ୍ୟ ସେଲିବ୍ରେଟି ଙ୍କ କଳାକାର ଜୀବନ ସହ ତାଙ୍କର ବାସ୍ତବ ଜୀବନ ବିଷୟରେ ଜଣାଇବା କୁ ଇଚ୍ଛା ପ୍ରକାଶ କରିଥାନ୍ତି। ତେବେ ସେମାନେ ତାଙ୍କର ଫୋଟ , ଭିଡିଓ ତଥା ବୈବାହିକ ସମ୍ପର୍କ ଆଦି ସେୟାର କରିବା ସହ କେବେ କେବେ ଲାଇଭ ଆସି ଲୋକ ଙ୍କ ସହ ମଜା ମସ୍ତି ମଧ୍ୟ କରିଥାନ୍ତି।

ତେବେ ବନ୍ଧୁଗଣ ଆପଣ ଆମ ହିରୋ ବାବୁସାନ ମହାନ୍ତି ଙ୍କୁ ବେଶ ଭଲ ଭାବରେ ଜାଣିଥିବେ, ତେବେ ବର୍ତ୍ତମାନ ତାଙ୍କର ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବା ରେ ଲାଗିଛି ଯାହାକୁ ଦେଖିଲେ ଆପଣ ଙ୍କୁ ମଧ୍ୟ ଖୁସି ଲାଗିବ। ତେବେ ଏହି ଭିଡ଼ିଓ ରେ ଦେଖା ଯାଇଛି ଯେ ବାବୁସାନ ତାଙ୍କର ପତ୍ନୀ ତୃପ୍ତି ଓ ପୁଅ ସହ ବିଦେଶ ରେ ବୁଲାବୁଲି କରୁଛନ୍ତି। ଆଉ ଉଭୟ ଖୁବ ମଜାମସ୍ତି କରୁଛନ୍ତି ଏବଂ ପୁଣି ଥରେ ତାଙ୍କର ସଂସାର ଖୁସି ରେ ରହିଛି। ଏହାର ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବା ରେ ଲାଗିଛି ଯାହାକୁ ସମସ୍ତେ ଖୁବ ପସନ୍ଦ ମଧ୍ୟ କରିଛନ୍ତି।

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି , ଜୁଲାଇ ମାସ ର ବିବାଦ ପରେ ବାବୁସାନ ଙ୍କ ଠାରୁ କିଛି ଦିନ ପାଇଁ ଟିକେ ଅଭିମାନ ରେ ଦୂର ରେ ଥିଲେ ତୃପ୍ତି। ମାତ୍ର ଧୀରେ ଧୀରେ ଏହି ସମସ୍ୟା ର ସମାଧାନ ହୋଇ ଯାଇଛି ବୋଲି ଆମେ କହି ପରିବା। ସୂଚନାଯୋଗ୍ୟ ଯେ, ଜୁଲାଇ ରେ ଓଲିଉଡ ର ଅଭିନେତା ବାବୁସାନ ଓ ଅଭିନେତ୍ରୀ ପ୍ରକୃତି ଙ୍କୁ ଗୋଟିଏ ଗାଡି ଭିତରେ ଦେଖିବା ପରେ ହଠାତ ବାବୁସାନ ଙ୍କର ପତ୍ନୀ ସେଠାକୁ ଯାଇଥିଲେ ଦୁହିଁଙ୍କ ମଧ୍ୟରେ ଏହିପରି ଲୁଚାଛପା ପ୍ରେମ ଚାଲିଥିଲା ଆଉ ଉଚିତ ସମୟକୁ ଅପେକ୍ଷା କରି ଆଜି ରେଡ଼ ହ୍ୟାଣ୍ଡ ଦି ଜଣ ଙ୍କୁ ଧରିଥିଲେ ବାବୁସାନ ଙ୍କର ପତ୍ନୀ।ତେବେ ବାବୁସାନ ଓ ପ୍ରକୃତି ଙ୍କୁ ଏକା ସାଙ୍ଗରେ ଦେଖିବା ପରେ ତୃପ୍ତି ଉଭୟ ଙ୍କୁ କଡା ଜବାବ ଦେଇଥିଲେ ।

ତେବେ ଏହା ପରେ ତୃପ୍ତି ନିଜ ବାପ ଘରେ ରହୁଥିଲେ। ମାତ୍ର ଧୀରେ ଧୀରେ ବାବୁସାନ ତାଙ୍କର ଭୁଲ ସ୍ୱୀକାର କରିଥିଲେ ଏବଂ ତାଙ୍କ ଭୁଲ ମାନି ପୁଣି ନିଜ ସ୍ତ୍ରୀ ଓ ପରିବାର ପାଖକୁ ଫେରି ଆସିଥିଲେ। ତେବେ ବର୍ତ୍ତମାନ ବାବୁସାନ ଙ୍କ ନୁଆ ସିନେମା “ଦମନ” ସିନେମା ର ହିନ୍ଦୀ ଡୋବିଙ୍ଗ ପାଇଁ ବିଦେଶ ରେ ଅଛନ୍ତି ଏବଂ ତାଙ୍କ ସାଙ୍ଗ ରେ ସ୍ତ୍ରୀ ତୃପ୍ତି ଏବଂ ପୁଅ ମଧ୍ୟ ରହିଥିବା ସୂଚନା ରହିଛି। ତେବେ ଭାଇରାଲ ହେଉଥିବା ବାବୁସାନ ଙ୍କ ର ଏହି ଭିଡ଼ିଓ ଟି ଥରେ ନିଶ୍ଚିତ ଦେଖନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.