Daily news update , Real odisha local news

ପୁଣି ଯାତ୍ରାକୁ ନେଇ ଦେଶୀ ଭାଷାରେ ଗାଳି ଦେଲେ Rani Panda ! ଗାଳି ଶୁଣିଲେ ଆପଣଙ୍କ କାନ ଥରିବ ।ଯାହା କାନ ଉଠିବା ଦିନରୁ ଶୁଣି ନଥିବେ….

0 25,135

ଯାତ୍ରା କୁ ପୁଣି ବର୍ଷିଲେ ରାଣୀ ପଣ୍ଡା, ଆଉ ଏମିତି ଭାଷାରେ ଗଲିଦେଲେ ଯାହା ଶୁଣିଲେ ଆପଣଙ୍କ ହୋସ ଉଡିଯିବ ।ତେବେ ରାଣୀ ପଣ୍ଡା ସବୁବେଳେ ସୋସିଆଲ ମେଡିଆରେ ଖୁବ ଟ୍ରେଣ୍ଡ ରେ ରହିଥାନ୍ତି ।ବହୁତ ସମୟରେ ସେ ସିଧା ସିଧା ଏମିତି କଥା ଗୁଡିକ କହିଦିଆନ୍ତି ଯାହା କହିବା ତ ଦୂରର କଥା ଆପଣ କେବେ ଶୁଣି ବି ନଥିବେ ।

ତେବେ ବର୍ତ୍ତମାନ ରାଣୀ ଙ୍କୁ ଏମିତି ଖରାପ ଭାଷାରେ ଗଲି କରୁଥିବାର ଦେଖିବାକୁ ମିଳୁଛି ଯାହା ଶୁଣିଲେ ଆପଣଙ୍କ ହୋସ ଉଡିଯିବ ।ଯାତ୍ରାରେ ତାଙ୍କର ଡ୍ରେସ ଆଉ ତାଙ୍କୁ ନେଇ କେହି ଓଡିଏନ୍ସ କିଛି କହିଛନ୍ତି ତାପରେ ସେ ଖୁବ ବର୍ଷିବାରେ ଲାଗିଛନ୍ତି ।ତେବେ ଦେଖନ୍ତୁ ସେ କଣ କଣ କହୁଛନ୍ତି ।

ତେବେ ଜଲିଉଡ଼ କୁଇନ ରାଣୀ ପଣ୍ଡାଙ୍କୁ କିଏ ବା ନଜାଣିଛି ଯାତ୍ରା ଦୁନିଆରେ ଆଇଟମ ଗାର୍ଲ ରାଣୀ ।ନିଜର ଖୁବ ସୁନ୍ଦର ଆକ୍ଟିଂ ସହିତ ତାଙ୍କ ଡ୍ୟାନ୍ସ ପାଇଁ ପାଗଳ ଅଟନ୍ତି ଯାତ୍ରା ପ୍ରେମୀ ।ଆଉ ସୋସିଆଲ ମେଡିଆରେ ରାଣୀ ଜଣେ ଖୁବ ପରିଚିତି ମୁହଁ, ବହୁତ ସେଲିବ୍ରେଟି ଆଉ ରାଜନେତା ଙ୍କ ସହିତ ବି ରାଣୀ ର ସମ୍ପର୍କ ରହିଛି ।ଆଉ ସେତିକି ନୁହେଁ ବହୁତ ସମୟରେ ଲୋକେ ଯେଉଁ କଥା କହିବାକୁ ଡରି ଥାଆନ୍ତି ସେହି କଥା ରାଣୀ ବିନା ଡରରେ କହିଦିଅନ୍ତି ।ତେବେ ନିକଟରେ ରାଣୀ ଙ୍କୁ କେହି କିଛି କହିଛନ୍ତି ଆଉ ରାଣୀ ତାହାର ଜବାଵ ଏମିତି ଦେଉଛନ୍ତି ଯାହା ଶୁଣିଲେ ଆପଣଙ୍କ କାନ ଗରମ କରିଦେବ ।

ଭିଡ଼ିଓରେ ଦେଖିବାକୁ ମିଳୁଛି ରାଣୀ ବହୁତ ଖରାପ ଭାଷାରେ ଗାଳି କରୁଛନ୍ତି ଆଉ ଲଗାତାର ଗାଳି କରି ଚାଲୁଛନ୍ତି, ତେବେ ଯିଏ ବି ତାଙ୍କ ଏହି କଥା ଗୁଡିକ ଶୁଣିବ ଲାଜରେ ମନ୍ଦ ତଳକୁ ହେଇଯିବ ।ତେବେ ଯାତ୍ରାରେ ତାଙ୍କର ଡ୍ରେସ ଆଉ ତାଙ୍କ ବିଷୟରେ କେହି କିଛି କହିଛନ୍ତି ଯାହା ପରେ ରାଣୀ ରାଗରେ ଖୁବ ଜୋରରେ ସୋଧିବାରେ ଲାଗିଛନ୍ତି ।ତେବେ ସେଲିବ୍ରେଟି ହେଇ ଏମିତି ଅଶ୍ଳୀଳ ଭାଷାରେ ରାଣୀଙ୍କୁ ଗାଳି କରୁଥିବାର ଦେଖି ଖୁବ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ରାଣୀ ଏମିତି କହିଥାନ୍ତି ଅନେକ ସମୟରେ ଆପଣ ଦେଖିଥିବେ ।

ଆଉ ରାଣୀ ଭିଡ଼ିଓରେ ଏହା ବି କହିଛନ୍ତି କି ଯୋଉ ରାଣୀ ନାଆ ଲେଖୁଛ ତାର ପୁରା ନାଆ ଲେଖ ।ଆଉ ବର୍ତ୍ତମାନ ରାଣୀ କହୁଥିବାର ଭିଡ଼ିଓ ଟି ବର୍ତ୍ତମାନ ଖୁବ ଭାଇରଲ ହେବାରେ ଲାଗୁଚି ।ତେବେ ଆମେ ଏତିକି କହିବୁ ବନ୍ଧୁମାନେ ଆପଣ ଏହି ଭିଡ଼ିଓ ଛୋଟ ପିଲାଙ୍କ ଦେଖାନ୍ତୁ ନାହିଁ ।ଯିଏ ଯେତେ ବଡ଼ ହେଲେ ବି ଏମିତି ଅଶ୍ଳୀଳ ଭାଷା କୋଉ ସେଲିବ୍ରେଟି ମୁହଁରୁ ଶୁଣିଲେ ତାହାର ଖୁବ ଖରାପ ପ୍ରଭାବ ଆମ ସମାଜ ଉପରେ ପଡ଼ିଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.