Daily news update , Real odisha local news

ପୁଅ ଝିଅ କଲେ ଏମିତି କାଣ୍ଡ ବାପା, ମା’ଙ୍କ ମୁଣ୍ଡ ଖରାପ… ଭିଡ଼ିଓ ଦେଖିଲେ ସ୍ତବ୍ଦ ହୋଇଯିବେ… ଦେଖନ୍ତୁ Video

0 1,732

ବନ୍ଧୁମାନେ ଆଜିର ପିଲା ମାନଙ୍କ କଥା କଣ ବା କହିବୁ ସେମାନେ ଆଧୁନିକ ଯୁଗର ପୁରା ଅଦ୍ଭୁତ ପିଲା ।ଆଜିର ବଡ଼ ମଣିଷ ମାନେ ଯାହା କରି ପାରୁ ନାହାଁନ୍ତି ସେହି ସବୁ କାମ ଛୋଟ ପିଲାଙ୍କର ବାମ ହାତର ଖେଳ ।ତେବେ ଆପଣ ମାନେ ସୋସିଆଲ ମେଡିଆରେ ବି ଛୋଟ ପିଲାଙ୍କ ନେଇ ବହୁତ ପ୍ରକାରର ଭିଡ଼ିଓ ଦେଖୁଥିବେ ।ଆଉ ଛୋଟ ପିଲାମାନେ ଯାହା ବି କରିଥାନ୍ତି ତାହା ଦେଖିବାକୁ ସମସ୍ତେ ପସନ୍ଦ କରନ୍ତି ।ତେବେ ବେଳେ ସେହି ପିଲାମାନେ ଏମିତି ବି କିଛି କରି ଦିଅନ୍ତି ଯାହା ଆଖିରେ ଦେଖିଲେ ବି ବିଶ୍ୱାସ କରି ହୁଏ ନାହିଁ, ଯେମିତି ଏହି ଦୁଇ ଛୋଟ ପିଲାଙ୍କୁ ଦେଖୁ ନାହାଁନ୍ତି ।

ତେବେ କଥାରେ କୁହାଯାଏ ଛୋଟ ପିଲା ଘରେ ଥିରେ ଘରେ କେହି ଉଦାସ ରହନ୍ତି ନାହିଁ ।ଠିକ ସେହିପରି ଆମ ଭିତରେ ଅନେକ ଲୋକ ପିଲାଙ୍କର ଭିନ୍ନ ଭିନ୍ନ ଭିଡ଼ିଓ ଦେଖିବାକୁ ଖୁବ ପସନ୍ଦ କରିଥାନ୍ତି ।ତେବେ ଆଜିର ପିଲା ମାନଙ୍କ ଭିତରେ ଅଦ୍ଭୁତ କଳା ଭର୍ତି ହେଇ ରହିଛି ଛୋଟ ବୟସରୁ ସେମାନେ ବଡ଼ ବଡ଼ କାର୍ଯ୍ୟ କ୍ତି ଦେଉଛନ୍ତି ।

ଆଉ କଥାରେ ତାଙ୍କୁ କିଏ ବା ପରି ପାରିବ ଆପଣ ଯଦି କୋଉ ପିଲାକୁ କିଛି ବୁଝାଇବାକୁ ଚେଷ୍ଟା କରୁଛନ୍ତି ତେବେ ଓଲଟା ପିଲା ଆପଣଂକୁ ବୁଝାଇ ଦେବ ।ତେବେ ନିକଟରେ ଦୁଇ ଜଣ ଭାଇ ଭଉଣୀ ମିଶି ଯାହା କରିଛନ୍ତି ଯାହା ଦେଖି ବାପାମାଆ ମୁଣ୍ଡରେ ହାତ ଦେଇ ଦେଇଛନ୍ତି ।

ବନ୍ଧୁମାନେ ସବୁଦିନ ସୋସିଆଲ ମେଡିଆରେ ଅନେକ ଭିଡ଼ିଓ ପିଲାଙ୍କୁ ନେଇ ଦେଖିବାକୁ ମିଳିଥାଏ ।ତେବେ ଆଜିର ଭିଡ଼ିଓ ରେ ଦୁଇଟି ଛୋଟ ପିଲାଙ୍କୁ ଦେଖିଲା ପରେ ଆପଣଙ୍କ ହୋସ ଉଡିଯିବ ।ତେବେ ଭିଡ଼ିଓଟି ହେଉଛି ଆମେରିକାର, ତେବେ ଦୁଇ ଜଣ ଛୋଟ ପିଲା ଯେଉଁ ମାନେ ଭାଇଭଉଣୀ ଅଟନ୍ତି ।ତେବେ ପିଲା ଦୁଇ ଘରେ ବାପାମାଆ ନଥିବା ବେଳେ ଅନଲାଇନ ଆଲେକ୍ସା ରୁ ନିଜର ମନପସନ୍ଦର ଖେଳନା ଦେଖି ଅର୍ଡର କରି ଦେଇଛନ୍ତି ।

ଆଉ ସେହି ଭିତରେ କିଛିଦିନ ପରେ ଘରେ ଖେଳନା ଆସି ପହଁଚି ବି ଯାଇଛି ଆଉ ସେତିକି ନୁହେଁ ପିଲା ଦୁଇ ଜଣ ମିଶି କରେଡିତ କାର୍ଡ ରୁ ବିଲିଂ ବି ହେଇ ଯାଇଛି ।ତେବେ ବାପାମାଆ ଯେତେବେଳେ ଏହା ଦେଖିଲେ ସେ ଆଶ୍ଚର୍ଯ୍ୟ ନହେଇ ରହି ପାରି ନଥିଲେ କାରଣ ଏକା ସାଙ୍ଗରେ 47 ହଜାର ର ପେମେଂଟ କରିବାକୁ ପଡ଼ିଲା ।ତେବେ ଏହି ଘଟଣା ପରେ ବାପାମାଆ ପିଲାଙ୍କୁ ଗାଲୁଛନ୍ତି ଆଉ ସେହି ସମୟରେ ପିଲାଙ୍କର ଯାହା ଏକ୍ସପ୍ରେସନ କିଛି ଏମିତି ଥିଲା ତାହା ବାପାମାଆ ରେକର୍ଡ କରି ସୋସିଆଲ ମେଡିଆରେ ପୋଷ୍ଟ କରିଛନ୍ତି ।ତେବେ ବର୍ତ୍ତମାନ ଯିଏ ବି ଏହି ଭିଡ଼ିଓ ଦେଖୁଛି ସେଆର ଭିଡ଼ିଓଟିକୁ ଲାଇକ ନକରି ରହିପାରୁନି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.