Daily news update , Real odisha local news

ପୁରୀ ସମୁଦ୍ର କୂଳ ରେ ଝିଅ ଟି ଗାଧୋଇବା  ସମୟରେ ଦୂରରୁ ତା ଦେହ ଦେଖୁଥିଲା ଆଉ ପରେ ସୁଯୋଗ ଦେଖି ସବୁ ଶେଷ କରିଦେଲା

0 316

ବାପା ମା ଙ୍କ ସହ ମଧ୍ୟପ୍ରଦେଶ ରୁ ଓଡ଼ିଶା କୁ ଆସିଥିଲେ ରାଧିକା, ପୁରୀ ଶ୍ରୀ ଜଗନ୍ନାଥ ଙ୍କୁ ଦର୍ଶନ କରିବା ପାଇଁ ଜିଦି କରି ପରିବାର ସହ ଆସିଲେ। ଜଗନ୍ନାଥ ଙ୍କ ଦର୍ଶନ କଲେ ଆଉ ପୁରୀ ସମୁଦ୍ର କୂଳରେ ବେଶ ମଜା ମସ୍ତି କରୁଥିଲେ। କିନ୍ତୁ ଏହା ଭିତରେ ତାଙ୍କ ଉପରେ ଅପରାଧୀ ତଥା ଦୁଷ୍କର୍ମକାରୀ ର ରହିଥିଲା ଖରାପ ନଜର,

ସେ କିପରି ଭାବରେ ରାଧିକା ର ଦେହ କୁ ଲୁଟିନେବେ ସେ ନେଇ ଖୋଜୁଥିଲା ସୁଯୋଗ। ସମୁଦ୍ର କୂଳରୁ ତାକୁ ଅନୁସରଣ କରୁଥଲା ଆଉ ସୁଯୋଗ ଦେଖି ଅପହରଣ, ପରେ ଦୁଷ୍କର୍ମ ଓ ଶେଷ ରେ ହତ୍ୟା କରି ଫୋପାଡ଼ି ଦେଲା।

ତେବେ ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ କି , କିଛି ଦିନ ତଳେ ପୁରୀ ଶ୍ରୀ ଜଗନ୍ନାଥ ଙ୍କୁ ଦର୍ଶନ କରିବା ପାଇଁ ନିଜ ପରିବାର ସହ ଆସିଥିବା ଝିଅ ରାଧିକା ର ହତ୍ୟା ହୋଇଥିଲା ପୁରୀ ରେ। ତେବେ ରାଧିକା କୁ ପ୍ରଥମେ ଅପହରଣ କରାଯାଇ ଥିଲା ତାର ହୋଟେଲ ରୁ ଆଉ ପରେ ଦୁଷ୍କର୍ମ କରି ତାକୁ ହତ୍ୟା କରାଯାଇଥିଲା। ହତ୍ୟା ପରେ ସମୁଦ୍ର କୂଳରେ ଫୋପାଡି ଦିଆଯାଇଥିଲା। ତେବେ ଏହି ଘଟଣା କୁ ନେଇ ଅତ୍ୟନ୍ତ ନିନ୍ଦା ରହିଛି ପୁରୀ ଶ୍ରୀମନ୍ଦିର ଉପରେ ।ମାତ୍ର ବର୍ତ୍ତମାନ ଏହି ଘଟଣା କୁ ନେଇ ଏହିପରି ଏକ ସୂଚନା ଦେଖିବା କୁ ମିଳିଛି ଯାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ ଚକିତ କରାଯାଇଛି।

ତେବେ ବର୍ତ୍ତମାନ ଭାଇରାଲ ହେଉଥିବା ଭିଡ଼ିଓ ରେ ଦେଖା ଯାଇଛି ଯେ, ରାଧିକା ଥିଲେ ମଧ୍ୟପ୍ରଦେଶ ରୁ ଯିଏକି ଭଗବାନ ଜଗନ୍ନାଥ ଙ୍କୁ ଦର୍ଶନ କରିବା ପାଇଁ ପରିବାର ସହ ପୁରୀ କୁ ଆସିଥିଲେ।ତେବେ ପୁରୀ ରେ ତାଙ୍କର ପରେ ଦୁଷ୍କର୍ମ କରି ହତ୍ୟା କରାଯାଇଥିଲା। ତେବେ ଯାହା ସୂଚନା ରହିଛି କି , ଯେତେବେଳେ ରାଧିକା ଜଗନ୍ନାଥ ଙ୍କୁ ଦର୍ଶନ କରିବା ପରେ ପରିବାର ସହ ପୁରୀ ସମୁଦ୍ର କୁଳ ରେ ଗାଧୋଉ ଥିଲେ ସେତେ ବେଳେ ଠାରୁ ସେହି ଅପରାଧୀ ତଥା ଦୁଷ୍କର୍ମକାରୀ ତାଙ୍କୁ ଖରାପ ନଜର ରେ ଦେଖୁଥିଲା।


ତେବେ ରାଧିକା ଙ୍କର ଯେଉଁ ଦିନ ଅପହରଣ ହୋଇଥିଲା ସେହି ଦିନ ସେ ସମୁଦ୍ର କୂଳରେ ବହୁତ ସମୟ ଧରି ଗାଧେଇ ଥିଲେ ବଧେ ଅପରାଧୀ ସେଇଠାରେ ତାଙ୍କୁ ଗାଧେଇବା ବେଳେ ଦେଖିବା ପରେ ନିଜର ଲୋଭ ସେ ଝିଅ ପ୍ରତି ଅଟକାଇ ପାରି ନଥିଲା। ଆଉ ପରେ ଯେତେବେଳେ ସେ ହୋଟେଲ ରେ ଥିଲେ ସେତେବେଳେ କେଉଁ ଭଳି ଭାବ ରେ ତାଙ୍କୁ ଅପହରଣ କରାଯାଇ ଥିଲା।

ଆଉ ଅପହରଣ ପରେ ତାଙ୍କୁ ଦୁଷ୍କର୍ମ କରି ହତ୍ୟା କରାଯାଇଥିଲା। ତେବେ ରାଧିକା ଙ୍କ ର ନିଖୋଜ ହେବା ର ତିନି ଦିନ ପରେ ସମୁଦ୍ର କୂଳରୁ ତାଙ୍କର ମୃତ ଦେହ ଉଦ୍ଧାର କରାଯାଇ ଥିଲା।ତେବେ ନିଶ୍ଚିତ ଭାବରେ ଏହା ଏକ ନିନ୍ଦନୀୟ ଘଟଣା ଅଟେ, ଏବଂ ସେହି ଅପରାଧୀ କୁ କୋଠର ଦଣ୍ଡ ମିଳିବା ଦରକାର ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.