ବନ୍ଧୁଗଣ ସିନେମା ଓ ଟିଭି ସିରିଏଲ ଭଳି ଆମ ରାଜ୍ୟ ରେ ଯାତ୍ରା ଦେଖିବା ପାଇଁ ମଧ୍ୟ ଲୋକେ ଖୁବ ପସନ୍ଦ କରନ୍ତି। ପ୍ରାୟ ଗାଁ ମାନ ଙ୍କ ରେ ଯାତ୍ରା ପାର୍ଟି ସବୁ ଆସିଥାନ୍ତି ଆଉ ତାଙ୍କର ଅଭିନୟ ଓ କାହାଣୀ ବଦଳ ରେ ଲୋକ ଙ୍କୁ ଖୁବ ଆକର୍ଷିତ କରିଥାଏ ଏବଂ ସାଙ୍ଗ ରେ ବହୁତ କିଛି ଶିକ୍ଷା ଦେଇଥାଏ ମଧ୍ୟ।
ଯାତ୍ରା ର ଅଭିନୟ ପ୍ରତ୍ୟକ୍ଷ ହୋଇଥିବା ରୁ ଲୋକେ ଏହା ର କମେଡି ସିନ ଦେଖିଲେ ହସିବା କୁ ଲାଗନ୍ତି ଆଉ ଯେତେବେଳେ ଦୁଃଖ ଓ ଭାବ ବିହ୍ୱଳ ସିନ ଆସିଥାଏ ତାହାକୁ ଦେଖି କାନ୍ଦି ପକାନ୍ତି ମଧ୍ୟ। ତେବେ ଆମେ ଆଜି ଆପଣ ଙ୍କୁ ଏହିପରି ଏକ ସିନ ବିଷୟରେ ଜଣେଇବୁ ଯାହା ଆପଣ ଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେବ।
ତେବେ ବନ୍ଧୁଗଣ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହି ଭଳି ଏକ ଯାତ୍ରା ର ଗୋଟିଏ ସିନ ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି।ତେବେ ଏହି ଯାତ୍ରା ର ସିନ ଟି କିଛି ଏହିପରି ରହିଛି କି ଜଣେ ମହିଳା ଙ୍କୁ ତାଙ୍କର ପୁରୁଣା ପ୍ରେମିକ ପ୍ରତିଶଧ ନେବା ପାଇଁ ମହିଳା ଙ୍କୁ ରେପ କରିଛନ୍ତି। ମହିଳା ଜଣଙ୍କ ଯେତେ ଅନୁରୋଧ କଲେ ମଧ୍ୟ ସେ ଶୁଣି ନାହାନ୍ତି। ପୁରୁଣା ରାଗ ର ପ୍ରତିଶଧ ନେବା ନିଶା ନିଜ ପୁରୁଣା ପ୍ରେମିକା ର ଜୀବନ ନଷ୍ଟ କରିବାକୁ ପଛେଇ ନାହାନ୍ତି।
ତେବେ ଏହା ପରେ କିନ୍ତୁ ସେହି ମହିଳା ଜଣଙ୍କ ପୁରା ବଦଳି ଯାଉଛନ୍ତି ଆଉ କହୁଛନ୍ତି ଏକ ନେଗେଟିଭ ରୋଲ। ତେବେ ତାଙ୍କର ଗୋଟିଏ ଫେମସ୍ ଡାଇଲଗ ରହୁଛି ଯାହା ହେଉଛି , ମୋ ନାଁ ମାନସୀ ମୁଁ ଥରେ ଯାହା ଉପରେ ଆଖି ପକେଇ ଦିଏ ତା ମାନସ ପଟ ରେ ସବୁଦିନ ପାଇଁ ଆଙ୍କି ହୋଇ ରହିଯାଏ। ମୋତେ ଭୁଲିବା ସହଜ ନୁହେଁ ଯିଏ ଦେଖିବ ସେ ଜାଣି ପାରିବ ମୁଁ କେତେ ଭୟଙ୍କର ଏବଂ କଣ ସବୁ କରି ପାରେ ବୋଲି। ତେବେ ଏହା ହେଉଛି ଏକ ଯାତ୍ରା ର ଡାଇଲଗ ଏବଂ ଏକ ଧମାକାଦାର ସିନ ଅଟେ।
ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଯାତ୍ରା ଦୁନିଆଁ ର ଏହି ମହିଳା ଙ୍କ ର ଏହି ସିନ ଟି ସମସ୍ତ ଙ୍କୁ ଖୁବ ପସନ୍ଦ ଆସିଛି। ତେବେ ଏହି ଡାଇଲଗ କୁ ଯାତ୍ରା ଅଭିନେତ୍ରୀ ଜଣଙ୍କ ଯାତ୍ରା ରେ କହୁ କହୁ ଅଭ୍ୟସ୍ତ ହୋଇ ଯାଇଛନ୍ତି ଆଉ ତାଙ୍କୁ ପଚାରିବା ରୁ ସେ ଏହି ଡାଇଲଗ ଟିକୁ ବେଶ ସୁନ୍ଦର ଭାବରେ କହିଛନ୍ତି କି , ସମ୍ପଦ ମୋତେ ଛାଡ଼ି ଦିଏ ,ସେହି ପୁରୁଣା କଥା କୁ ନେଇ ମୋ ସହ ଏମିତି କରନ୍ତି। ମାତ୍ର ପରେ ସେ ତାଙ୍କର ରେପ କରୁଛନ୍ତି। ତେବେ ଭିଡ଼ିଓ ଟିକୁ ଥରେ ନିଶ୍ଚିତ ଦେଖନ୍ତୁ ଏହା ଖୁବ ସୁନ୍ଦର ଅଟେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।