Daily news update , Real odisha local news

ପୁତ୍ର ପ୍ରାପ୍ତି ଉପାୟ – ଗର୍ଭ ର ୨/୩ ମାସ ମଧ୍ୟରେ କରନ୍ତୁ ଏହି ଉପାୟ ତେଜସ୍ୱୀ ପୁତ୍ର 100 % ଜନ୍ମ ନେବ

0 973

ପ୍ରତ୍ୟେକ ବାପାମାଆ ମାଆଙ୍କର ଶେଷ ଇଚ୍ଛା ଥାଏ କି ମଲାବେଳ ପୁଅ ହାତରେ ମୁଖାଗ୍ନି ପାଇବେ ।ତେବେ ସମସ୍ତଙ୍କ ପାଖରେ ଏହି ସୁଖ ନଥାଏ କାରଣ ବହୁତ ଜଣ ପୁତ୍ର ସୁଖରୁ ବଞ୍ଚିତ ରହିଥାନ୍ତି ।ଅନେକ ବେଳେ ସ୍ୱାମୀ ସ୍ତ୍ରୀ ପୁଅ ଟିଏ ପାଇଁ ବହୁତ ଥର ଚେଷ୍ଟା କରି ବି ନିଷ୍ଫଳ ହେଇଥାନ୍ତି ।

ଆଉ ଆମ ସମାଜରେ ବି କିଛି ଅନ୍ଧବିଶ୍ୱାସ ରହିଛି ଯେଉଁଥି ପାଇଁ ପୁଅ ଜନ୍ମ ନହେଲେ ନାରୀର ଜୀବନ ନର୍କ ପାଲଟି ଯାଏ ।ତେବେ କେମିତି ଜନ୍ମ ହେବେ ଏହି ପୁଅ, ଆଉ କଣ ଏହାର କିଛି ସମାଧାନ ଅଛି କି ନାହିଁ ତାହା ଆମେ କେହି ଜାଣିନାହୁଁ ।କିନ୍ତୁ ଆମେ ଆଜି ଏହି ସମସ୍ୟା ର ସମାଧାନ ବିଷୟରେ ଜଣାଇବୁ ।

ତେବେ ହିନ୍ଦୁ ପୁରାଣ ଅନୁସାରେ ରାଜା ମାନେ ପୁଅ ଟିଏ ପାଇଁ ପୁତ୍ର ପ୍ରାପ୍ତି ଯଜ୍ଞ ଆଦି କରୁଥିଲେ ତେବେ ଏବେ କଲେ ପୁଅ ହେବ ତାହା ଚିନ୍ତାର ବିଷୟ ।ତେବେ ବନ୍ଧୁ ଚିନ୍ତା କରନ୍ତୁ ନାହିଁ ଆମେ ଆଜି ଆପଣଂକୁ କିଛି ଉପାୟ କହିବୁ ଯାହା ଆପଣ ପ୍ରେଗନେସି ର 2 ରୁ 3 ମାସ ଭିତରେ ପାଳନ କଲେ ଦେଖି ଶତ ପ୍ରତିଶତ ପୁତ୍ର ସନ୍ତାନ ଜନ୍ମ ହେବ ।ତେବେ ଆସନ୍ତୁ ଜାଣିବା ସେହି ଉପାୟ ଗୁଡିକ କଣ କଣ….

ପ୍ରଥମ ଉପାୟ:-

ତେବେ ଆମ ଶାସ୍ତ୍ର ଅନୁସାରେ ଯଦି ଆପଣ ମୟୁର ଚନ୍ଦ୍ରିକା କୁ ବ୍ୟବହାର କରିବେ ତେବେ ଦେଖିବେ ପୁତ୍ର ସନ୍ତାନ ହେବେ ।ତେବେ ଯେତେବେଳେ 2ରୁ 43 ମାସ ପ୍ରେଗନେଣ୍ଟ ଥିବେ ମହିଳା ସେତେବେଳେ ପ୍ରତ୍ୟେକ ରବିବାର ଦିନ ସକାଳୁ ଉଠି ଗାଧେଇ ସୂର୍ଯ୍ୟ ଙ୍କୁ ପ୍ରଣାମ କରିବେ ତାପରେ ମୟୁର ଚନ୍ଦ୍ରିକା କୁ ନେଇ
ଛୋଟ ଛୋଟ ଖଣ୍ଡ କରି ଦିଅନ୍ତୁ ।ଏହାପରେ ସେହି ମୟୁର ଚନ୍ଦ୍ରିକା ଖଣ୍ଡକୁ ଗୋଡ଼ରେ ନେଇ ଖାଇବା ପାଇଁ ପଡିବ କିନ୍ତୁ ମନେ ରଖିବେ ଯେତେବେଳେ ଡାହାଣ ପାଖ ନାକରେ ନିଶ୍ୱାସ ନେଉଥିବେ ସେତେବେଳେ ଏହି କାମ କରିବେ ।ତେବେ ଆପଣ ଚାହିଁଲେ ଏମିତି ସୋମବାର ଓ ମଙ୍ଗଳବାର ବି କରିପାରିବେ ।

ଦ୍ଵିତୀୟ ଉପାୟ:-

 

ଏହି ଉପାୟ ପାଇଁ ଆପଣ ଏକ ରୁଦ୍ରାକ୍ଷ ନିଅନ୍ତୁ ଆଉ ତାକୁ ଘୋରାଇ ତାର ମଣ୍ଡ କୁ ବାହାର କରନ୍ତୁ ।ଏବେ ସେହି ମଣ୍ଡ କୁ ନେଇ ଏକ ଗ୍ଲାସ କ୍ଷୀରରେ ଦିଅନ୍ତୁ ଆଉ ପିଅନ୍ତୁ ।ତେବେ ଯେତେବେଳେ ମହିଳା ମାନଙ୍କ ପ୍ରେଗନେସି 2 ରୁ 3 ମାସ ହେଇଥିବ ସେତେବେଳେ ଏମିତି କ୍ଷୀର ପିଇବେ ।ତେବେ ଆପଣ ଏହି 2ଟି ଉପାୟକୁ ଯଦି 2 ରୁ 3 ମାସ ଭିତରେ ନୀତିନିୟମ ଅନୁସାରେ ପାଳନ କରୁଛନ୍ତି ତେବେ ଦେଖିବେ ନିଶ୍ଚିତ ରୂପେ ପୁତ୍ର ସନ୍ତାନ ଜନ୍ମ ହେବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.