ବନ୍ଧୁମାନେ ଆଜିର ସମୟରେ ଆମ ଜୀବନ ଏମିତି ହେଇ ଗଲାଣି କି ଆଜିତୁ ଯେଉଁ ସବୁ ପ୍ରାକୃତିକ ଉପାୟ ପାଇଁ ଆମକୁ ବିଶେଷ ଚିନ୍ତା କରିବାକୁ ପଡ଼ୁ ନଥିଲା ଏବେ ସେ ସବୁ ଏକ ବହୁତ ବଡ଼ ଚିନ୍ତାର ବିଷୟ ପାଲଟି ଯାଇଛି ।
ତେବେ ପ୍ରେଗନେନ୍ସି, ଯାହା ସମସ୍ତ ନାରୀଙ୍କ ଜୀବନ କୁ ଏକ ପୂର୍ଣ୍ଣତା ପ୍ରଦାନ କରିଥାଏ ଆଜି କିନ୍ତୁ ବହୁତ ନାରୀର ପାଖରେ ପ୍ରେଗନେନ୍ସି କୁ ଅନେକ ସମସ୍ୟା ଦେଖା ଯାଉଚି ।ବହୁତ ସମୟରେ ନାରୀମନେ ଖୁବ ଜଲଦି ପ୍ରେଗନେଣ୍ଟ ହେବାକୁ ଚାହୁଁଥିଲେ ବି ତାହା ସମ୍ଭବ ହେଇ ପାରୁ ନାହାନ୍ତି, ତେବେ ଏହି କେଶର ସମାଧାନ ଆପଣ କଣ କରିବେ !
ତେବେ ଯେଉଁ ବି ନାରୀ ମନେ ଜଲଦି ପ୍ରେଗନେଣ୍ଟ ହେବାକୁ ଚାହୁଁଛନ୍ତି ତାଙ୍କ ପାଇଁ ଆମେ କିଛି ନିୟମ ବିଷୟରେ ଆଜି ଆଲୋଚନା କରିବୁ ଯାହାକୁ ମାନିଲେ ଆପଣ ନିଶ୍ଚୟ ଖୁବ ଜଲଦି ପ୍ରେଗନେଣ୍ଟ ହେଇ ପାରିବେ ।
ଜଲଦି ପ୍ରେଗନେନ୍ସି ପାଇଁ ନିୟମ….
1.ତେବେ ଆପଣ ପ୍ରେଗନେନ୍ସି ପାଇଁ ପ୍ଲାନିଂ କରୁଥିଲେ ପ୍ରଥମ କଥା ହେଉଛି କି କୌଣସି ପ୍ରକାର କଣ୍ଟାସେପ୍ଟିକ ପିଲସ ନେଉଥିଲେ ତାଗ 3 ମାସ ଆଗରୁ ବନ୍ଦ କରିବା ଦରକାର ।
2.ତେବେ ଜଲଦି ପ୍ରେଗନେନସି ପାଇଁ ମହିଳାର ପିରିୟଡ଼ ର 7 ଦିନ ପରେ ରିଲେଶନ ରଖିବା ଦରକାର ତାହେଲେ ଯାଇ ସ୍ପର୍ମ ଠିକରେ ଓଭାରି ଭିତରକୁ ଯାଇଥାଏ ।
3.ତେବେ ସାଇନ୍ସ କହେ କି ସ୍ପର୍ମ ଅଭାରୀ ଭିତରେ 45 ମିନିଟ ପର୍ଯ୍ୟନ୍ତ ଜୀବିତ ରହିଥାଏ ତେଣୁ ମହିଳା ମାନେ 24 ଘଣ୍ଟା କୁ ଥରେ ରିଲେସନ ରେ ରହିବା ଆବଶ୍ୟକ ହୋଇଥାଏ ।ଏସବୁ ବ୍ୟତୀତ ରିଲେଶନ ପରେ 30 ମିନିଟ ଯାଏ ବେଡ଼ରେ ଶୋଇ ରହିବା ଆବଶ୍ୟକ ।
4.ପୁରୁଷ ବା ମହିଳା କୌଣସି ନିଶା ଦ୍ରବ୍ୟ ସହିତ ନିଶାଶକ୍ତ ଥିଲେ ଜଲଦି ପ୍ରେଗନେନ୍ସି ସମ୍ଭବ ନୁହେଁ ତେଣୁ ଆପଣଂକୁ ନିଶା ସେହି ସମୟରେ ଛାଡିବାକୁ ପଡିବ ।
5. ଗର୍ଭବତୀ ହେବା ପାଇଁ ହେଲେ ଉଚିତ ସହବସ୍ଥାନ କରିବା ପାଇଁ ପଡିବ ସେଥିପାଇଁ ପିରିୟଡ଼ସ ହେବାର 11 ଦିନ ଛାଡିକି ଆଉ 5 ଦିନ ଉଚିତ ସହବସ୍ଥାନ କରିଲେ ପ୍ରେଗ୍ନେଣ୍ଟ ହେବାର ସମ୍ଭାବନା ଥାଏ ବୋଲି କୁହାଯାଉଛି ।
6.ଏସବୁ ବ୍ୟତୀତ ମହିଳା ମାନେ ଠିକରେ ଶୋଇବା ସହିତ ଷ୍ଟ୍ରେସ ନନେବା ଉଚିତ ।ଆଉ ସବୁବେଳେ ଖୁସିରେ ରହିବାକୁ ଚେଷ୍ଟା କଲେ ବି ଜଲଦି ପ୍ରେଗନେଣ୍ଟ ହେବାରେ ସହାୟକ ହେଇଥାଏ ।
7.ମହିଳା ମାନେ ସକାଳେ ଜଲଦି ଉଠି ଏକ୍ସାସାଇଜ କରିବା ସହିତ ଉଚିତ ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇବା ଦରକାର ।ଅଧିକ ଫଳ ଓ ପନିପରିବା ଜାତୀୟ ଖାଦ୍ୟ ଖାଇବା ଉଚିତ ।
8.ମହିଳାମାନେ ନିଜ ମାଇଣ୍ଡ କୁ ସ୍ଥିର ଓ ପଜିଇଭ କରିବା ଦ୍ୱାରା ଶରୀର ଠିକ ରହିଥାଏ ପ୍ରେଗନେନ୍ସି ପାଇଁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।