ବନ୍ଧୁଗଣ ସ୍ୱାମୀ ସ୍ତ୍ରୀ ଙ୍କର ସମ୍ପର୍କ ଏକ ପବିତ୍ର ସମ୍ପର୍କ ହୋଇଥାଏ। ଆମ ପୁରାଣ ଶାସ୍ତ୍ରରେ ମଧ୍ୟ ଉଲ୍ଲେଖ ରହିଛି ସ୍ୱାମୀ ସ୍ତ୍ରୀ ମଧ୍ୟରେ ଥିବା ଏକ ପବିତ୍ର ଓ ସ୍ୱତନ୍ତ୍ର ସମ୍ପର୍କ ବିଷୟ ରେ ଯାହାକି ଅନ୍ୟ ସବୁ ସମ୍ପର୍କ ଠାରୁ ବହୁତ ବଡ଼ ହୋଇଥାଏ।
ଏହା ବିଶ୍ୱାସ ,ଭଲ ପାଇବା ଏବଂ ବୁଝାମଣା ର ସଂସାର ହୋଇଥାଏ ଆଉ ଉଭୟ ଉଭୟ ଙ୍କ ପାଇଁ ନିଷ୍ଠା ଭାବ ରଖିଥାନ୍ତି। କିନ୍ତୁ ବର୍ତ୍ତମାନ ର ଟେକ୍ନୋଲୋଜି ତଥା ଆଡ଼ଭାନ୍ସ ଦୁନିଆଁ ରେ ସବୁ ଭୁଲି ଯାଉଛନ୍ତି ଏହାର ବିଶେଷତ୍ୱ। ସାମାନ୍ୟ କଥା କୁ ନେଇ ସ୍ୱାମୀ ସ୍ତ୍ରୀ କୁ ହତ୍ୟା କରୁଛି ତ କେତେବେଳେ ସ୍ତ୍ରୀ ସ୍ୱାମୀ ଙ୍କୁ ହତାଦର କରୁଛି।
ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।ତେବେ ଏଠାରେ ଜଣେ ସ୍ତ୍ରୀ ନିଜ ପାରିକୀୟ ପ୍ରୀତି ପାଇଁ ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ହୋଇଥିଲା ଆଉ ଝଗଡା ଆଉ ଏତିକି ରେ ସ୍ତ୍ରୀ ଜଣଙ୍କ ଅତ୍ୟନ୍ତ ଉତେଜିତ ହୋଇ ସ୍ୱାମୀ ଙ୍କ ର ପ୍ରାଇଭେଟ ଅଙ୍ଗ କୁ କାଟି ଦେଇଥିଲେ। ସ୍ତ୍ରୀ କୁ ଅନ୍ୟ ପୁରୁଷ ଙ୍କ ସହ କଥା ହେବାକୁ ବାରଣ କରିବାରୁ ତାଙ୍କୁ ଏହି ଦଶା ଭୋଗିବା ପାଇଁ ପଡୁଛି। ତେବେ ଏହାକୁ ନେଇ ଚାରିଆଡେ ଚର୍ଚ୍ଚା ଚାଲିଛି ଆଉ ଘଟଣା ଟି ଅତ୍ୟନ୍ତ ଆତଙ୍କ ଖେଳି ଯାଇଛି।
ତେବେ ଘଟଣା ଟି କିଛି ଏହିପରି ଥିଲା କି , ପ୍ରାୟ ୬ ମାସ ତଳେ ଉଭୟ ଙ୍କ ର ବୈଦିକ ରୀତିନୀତି ରେ ବିବାହ ହୋଇଥିଲା। ମାତ୍ର ବିବାହ ପର ଠାରୁ ସ୍ୱାମୀ ସ୍ତ୍ରୀ ଙ୍କ ଭିତରେ କେବେ ବି ପଡୁ ନଥିଲା ଉଭୟ ସବୁବେଳେ କଳି ଝଗଡା କରୁଥିଲେ। କାରଣ ବିବାହିତ ମହିଳା ଜଣଙ୍କ ବିବାହ ପରେ ମଧ୍ୟ ତାଙ୍କର ପୁରାତନ ପ୍ରେମିକ ସହ ସମ୍ପର୍କ ରଖୁଥିଲେ ଆଉ ରାତି ରେ ଘଣ୍ଟା ଘଣ୍ଟା ଧରି ତାଙ୍କ ସହ କଥା ହେଉଥିଲେ। ତେବେ ସ୍ତ୍ରୀ ର ଏହି ପରକିୟା ପ୍ରୀତି କୁ ନେଇ ଉଭୟ ଙ୍କ ମଧ୍ୟରେ ପ୍ରାୟ ଝଗଡା ହେଉଥିଲା।
ମାତ୍ର ସେଦିନ ବହୁତ ଅଧିକ ହୋଇଗଲା ଆଉ ସ୍ତ୍ରୀ ର ଏହି ପରକୀୟ ପ୍ରୀତି କୁ ସହି ନପାରି ତାଙ୍କ ସହ ବହୁତ ଝଗଡା କରିଥିଲେ ସ୍ୱାମୀ ଜଣଙ୍କ। ଆଉ ତାଙ୍କୁ ଅନ୍ୟ ପୁରୁଷ ଙ୍କ ସହ କଥା ହେବା କୁ ମନା ମଧ୍ୟ କରିଥିଲେ। ତେବେ ଏଥିରେ ପ୍ରବଳ ରାଗି ଯାଇଥିଲେ ସ୍ତ୍ରୀ ଜଣଙ୍କ ଆଉ ସ୍ୱାମୀ ସୋଇଯିବା ପରେ ଏକ ଧାରୁଆ ଅସ୍ତ୍ର ରେ ସ୍ୱାମୀ ଙ୍କ ର ଯୌନାଙ୍ଗ କୁ କାଟି ଦେଇଥିଲେ। ତେବେ ଯୁବକ ଜଣଙ୍କ ଚିତ୍କାର କରିବା ପରେ ତାଙ୍କ ପରିବାର ଲୋକେ ଏହାକୁ ଦେଖି ସଂଗେ ସଂଗେ ପୁଅ କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ।ତେବେ ବର୍ତ୍ତମାନ ଯୁବକ ଜଣଙ୍କ ସୁସ୍ଥ ଅଛନ୍ତି ବୋଲି ସୂଚନା ରହିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।