ବର୍ତ୍ତମାନ ସାମାଜିକ ଗଣମାଧ୍ୟମ ତଥା ସିନେମା , ଟିଭି ଆଦି ବର୍ତ୍ତମାନ ଏମିତି ଏକ ପାର୍ଟଫାର୍ମ ସାଜିଛନ୍ତି ଯାହା ଲୋକ ମାନଙ୍କ ମଧ୍ୟରେ ଥିବା ବିଚକ୍ଷଣ ଗୁଣ ଗୁଡିକୁ ସମସ୍ତ ଙ୍କ ଆଗକୁ ଆଣିବାରେ ତଥା ଲୋକ ମାନଙ୍କ ପାଖରେ ଲୁଚି ରହିଥିବା ଗୁଣ ଗୁଡିକୁ ସମସ୍ତ ଙ୍କ ସାମ୍ନା କୁ ଆଣିଥାଏ ଏବଂ ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ମଧ୍ୟ ଦେଇଥାଏ। ତେବେ ଆମେ ଦେଶ ରେ ଏହିପରି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଗୁଣ ର ଅଧିକାରୀ ଅଟନ୍ତି ତାଙ୍କ ପାଖରେ ବହୁତ ଟାଲେଣ୍ଟ ରହିଛି ।କିନ୍ତୁ ଉଚିତ ପାର୍ଟଫାର୍ମ ନଥିବାକୁ ତାହା ନିଜ ଭିତରେ ହିଁ ରହିଯାଉଥିଲା।
କିନ୍ତୁ ଯେବେ ଠାରୁ ଏହି ସୋସିଆଲ ମିଡିଆ ଲୋକ ମାନଙ୍କ ପାଖରେ ପହଁଚିଛି ସେହି ଦିନରୁ ବନ ରେ ଫୁଟି ଝଡିଯାଉ ଥିବା ବଣ ମଲୀ ପରି ନହୋଇ ନିଜ ପାଖରେ ନିଜର ଗୁଣ ଲୋକ ମାନେ ସମାଜ ଆଗରେ ଦେଖାଇ ପାରୁଛନ୍ତି ଆଉ ନିଜର ଟାଲେଣ୍ଟ ପାଇଁ ସାରା ବିଶ୍ୱରେ ଚର୍ଚ୍ଚିତ ହେଉଛନ୍ତି। ତେବେ ଏହି ଗୁଣ ଗୁଡ଼ିକ ସବୁକୁ ବିଶ୍ୱ ଦରବାରରେ ଛିଡା କରିବା ପାଇଁ ଅନେଇ ରିଆଲିଟି ସୋ ସବୁ ଭିନ୍ନ ଭିନ୍ନ ଟିଭି ରେ ଦେଖିବାକୁ ମିଳୁଛି। ତେବେ ଆପଣ ମାନେ ଜାଣିଛନ୍ତି କି ସବୁ ବର୍ଷ ରଜ ପର୍ବ ଆସିବା ପୂର୍ବରୁ “ରଜ କୁଇନ” ସୋ ଟିଭି ରେ ଆସିଥାଏ। ତେବେ ବର୍ତ୍ତମାନ ପୁଣି ଚାଲିଛି, “ରଜ ସୁନ୍ଦରୀ” ରିଆଳିଟି ସୋ।
ତେବେ ଏହି ସୋ ଟି ଓଡ଼ିଶାର କୋଣ ଅନୁକୋଣରେ ଥିବା ଯୁବତୀ ମାନଙ୍କୁ ନିଜ କଳା ର ଜଲବା ଦେଖାଇବା ପାଇଁ ଏକ ସୁଯୋଗ ଦେଇଛି। ତେବେ ଏହି ସୋ ରେ ତିନି ଜଣ ଯୋଜ ରହିଛନ୍ତି ତଥା ପୁପିନ୍ଦର, ଦୀପକ ଏବଂ ଅଭିନେତ୍ରୀ ରିୟା। ତେବେ ବର୍ତ୍ତମାନ ଜଣେ ପ୍ରତିଯୋଗୀ ଙ୍କ ର ଭିଡ଼ିଓ ଟି ଖୁବ ଭାଇରାଲ ହେବା ରେ ଲାଗିଛି। ତେବେ ତିନି ଜଣ ପ୍ରତିଯୋଗି ଆସିଛନ୍ତି ତାଙ୍କ ମଧ୍ୟରୁ ଜଣେ ଜଗତସିଂହପୁର ,ଅନ୍ୟ ଜଣେ କେନ୍ଦ୍ରାପଡା ଏବଂ ଜଣେ ସାଉଥ ରୁ ଅଛନ୍ତି। ତେବେ ସେମାନେ ନିଜ ନିଜର ପ୍ରତିଭା ଦେଖାଇଛନ୍ତି।
ତେବେ ତିନି ଜଣ ପ୍ରତିଯୋଗି ଙ୍କ ର ପ୍ରତିଭା ଦେଖି ସେମାନେ ଖୁବ ଖୁସି ହୋଇଥିବା ଦେଖିବାକୁ ମିଳିଛି। ତେବେ ପରେ ସେମାନ ଙ୍କ ମଧ୍ୟରେ ପୁଚି ଖେଳ ହୋଇଛି ଏବଂ ପରେ ଡ୍ୟାନ୍ସ ରାଉଣ୍ଡ ରେ ବି ସେମାନେ ଖୁବ ସୁନ୍ଦର ଡ୍ୟାନ୍ସ କରିଛନ୍ତି ଆଉ ଜଜ ମାନ ଙ୍କୁ ଆକର୍ଷିତ କରି ଦେଇଛନ୍ତି ।ତେବେ ମଞ୍ଚରେ ଥିବା ତିନି ଜଣ ଜଜ ଦୁଇ ପ୍ରତିଯୋଗି ଙ୍କ ସୁନ୍ଦରତା ଦେଖି ଆବାକ ହୋଇଯାଇ ଛନ୍ତି ଏବଂ ତାଙ୍କର ପ୍ରଶଂସା ମଧ୍ୟ କରିଛନ୍ତି। ତେବେ ସେହି ତିନି ଜଣଙ୍କ ମଧ୍ୟରୁ ଦୁଇ ଜଣ ମେଗା ରାଉଣ୍ଡ ପାଇଁ ସିଲେକ୍ଟ ମଧ୍ୟ ହୋଇଛନ୍ତି। ତେବେ ଭିଡ଼ିଓ ଟି ଖୁବ ସୁନ୍ଦର ରହିଛି ଆପଣ ମାନେ ଏହାକୁ ଦେଖନ୍ତୁ ଏବଂ ମଜା ନିଅନ୍ତୁ ନିଶ୍ଚିତ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।