Daily news update , Real odisha local news

Raja Sundari ରେ ଆସିକି କମାଲ କରିଥିଲେ ଏବେ ବାହା ହୋଇ ଆସିଲେ Sampurna Laxmiକୁ ଭାଇରାଲ ହେଉଥିବା ତାଙ୍କର ଏହି ଭିଡ଼ିଓ

0 173

ଆଜିକାଲି ଦୁନିଆର ନୂଆ ପିଡ଼ିର ପିଲା ମାନେ ତେଲେଣ୍ଟ ର ଗନ୍ତାଘର, କାରଣ ସବୁ ଛୋଟ ପିଲାଙ୍କ ପାଖରେ ଏତେ କଳା ରହିଛି ଯେ ତାର କିଛି ହିସାବ ନାହିଁ ।ତେବେ ସେମାନଙ୍କୁ ଯଦି ଥରେ ଏକ ଠିକ ମାର୍ଗ ମିଳିଯାଉଛି ତେବେ ତାହେଲେ ତାଙ୍କୁ ଆଉ କେହି ରୋକି ପାରୁ ନାହାଁନ୍ତି ।

ଆଉ ଏବେ ସେହି ମାର୍ଗ ସାଜିଛି ସୋସିଆଲ ମେଡ଼ିଆ ଯେଉଁଠି ଲୋକ ଖୁବ କମ ସମୟରେ ବହୁତ ପପୁଲର ହେଇ ପାରୁଛନ୍ତି ।ତେବେ ସେହିପରି ଏବେ ଓଡ଼ିଶାରେ ଘରେ ଘରେ ପରିଚିତ ଭୁବନେଶ୍ୱର ର ଶାନ୍ତନୁଙ୍କୁ କିଏ ବା ନଜାଣିଛି ଖୁବ କମ ସମୟରେ ଆଜି ସେ ସବୁ ସବୁଠି ପ୍ରଶଂସନୀୟ ଆଉ ଖୁବ ପରିଚିତ ତେବେ ଦିନକୁ ଦିନ ତାଙ୍କର ସେ ଆହୁରି ଲୋକପ୍ରିୟତା ବଡିବାରେ ଲାଗିଛି ।

ତେବେ ବନ୍ଧୁମାନେ ଆପଣ ମାନେ ଟ ଜାଣିଥିବେ କି ସିଦ୍ଧାର୍ଥ ଟିଭି ର ନୂଆ ରିଏଲିଟି ସୋ “ସମ୍ପୂର୍ଣ୍ଣ ଲକ୍ଷ୍ମୀ” ଚାଲିଛି ବୋଲି। ତେବେ ଏହି ରୋଆଲିଟି ସୋ ଟି ବିବାହିତ ମହିଳା ମାନଙ୍କ ପାଇଁ ଯାହାଙ୍କୁ ଆମେ ଘର ର ଲକ୍ଷ୍ମୀ ବୋଲି କହୁ। ତେବେ ଏହି ସୋ ରେ ଅନେକ ବିବାହିତ ମହିଳା ଅଂଶଗ୍ରହଣ କରିଥାନ୍ତି ଏବଂ ନିଜ ଗୁଣ ଓ ପ୍ରତିଭା ଦେଖାଇ ପ୍ରଶଂସିତ ହେବା ସହ ଏହାର ବିଜେତା ମଧ୍ୟ ହୋଇଥାନ୍ତି। ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଜଣେ ଲୋକପ୍ରିୟ ମହିଳା ଙ୍କ ର ଭିଡ଼ିଓ ଟି ଭାଇରାଲ ହେଉଛି ଯାହାଙ୍କୁ ଆପଣ ମାନେ ଆଗରୁ ଜାଣିଛନ୍ତି ମଧ୍ୟ।

ତେବେ ସେହି ମହିଳା ଜଣଙ୍କ ହେଉଛନ୍ତି ମିତ୍ରାଦି , ତେବେ ମିତ୍ରାଦି ଙ୍କୁ ଆପଣ ରଜ ସୁନ୍ଦରୀ ରେ ଦେଖିଥିବେ। ସେ ଜଣେ ବହୁତ ଦୃଢ଼ ଏବଂ ପରିଶ୍ରମ ପାଟିସିପାଣ୍ଟ ଅଟନ୍ତି ଏବଂ ରଜ ସୁନ୍ଦରୀ ରେ ସେ ବହୁତ ଭଲ ପ୍ରଦର୍ଶନ କରିଥିଲେ ଏବଂ ଲୋକଙ୍କ ମଧ୍ୟରେ ନିଜର ଏକ ପରିଚୟ ସୃଷ୍ଟି କରି ପାରିଥିଲେ। ତେବେ ବର୍ତ୍ତମାନ ସେ ବିବାହ କରି ସାରିଛନ୍ତି ଆଉ ବିବାହ ପରେ ସେ ପୁଣି ଥରେ ସେହି ଟିଭି ରେ ସମ୍ପୂର୍ଣ୍ଣ ଲକ୍ଷ୍ମୀ ଭାବରେ ଆସି ଅଂଶ ଗ୍ରହଣ କରିଛନ୍ତି। ଏବଂ ସେ ବହୁତ ଭଲ ପ୍ରଦର୍ଶନ ମଧ୍ୟ କରିଛନ୍ତି।

ତେବେ ଏହି ସୋ ରେ ସେ ଏକ ସୁନ୍ଦର ଗୀତ ଗାଇଛନ୍ତି ଯାହାକି ହେଉଛି, “ଡେଉଁଛି ମୋ ବାଆଁ ଆଖି ଆଜି କିଏ ଆସିବିକି”। ତେବେ ଏହି ଗୀତ ଟି ସେ ବେଶ ସୁନ୍ଦର ଭାବରେ ଗାଇଛନ୍ତି ।ତେବେ ଏହା ପରେ ଆମ ଓଲିଉଡ ସୁନ୍ଦରୀ ଉଷଶ୍ରୀ ମିଶ୍ର ତାଙ୍କ ସହ ଟିକେ ମଜା ମସ୍ତି କରିଛନ୍ତି।

ଆଉ ଜିନା ଅଭିନେତ୍ରୀ ଏବଂ ସେ ଗୀତ ବି ଗାଇଥାନ୍ତି ସେ ମଧ୍ୟ ନିଜୋର ମତ ଦେଇଛନ୍ତି। ତେବେ ତା ପରେ ଓଡ଼ିଆ ର ସ୍ୱର ଜୁନିଅର ର ପ୍ରତୀକ୍ଷା ସେହି ଗୀତ ଟିକୁ ତାଙ୍କ ସୁନ୍ଦର ସ୍ୱର ରେ ଗାଇଛନ୍ତି। ତେବେ ଏହି ଭିଡ଼ିଓ ଟି ବର୍ତ୍ତମାନ ଖୁବ ଭାଇରାଲ ହେଉଛି ଆପଣ ମଧ୍ୟ ନିଶ୍ଚିତ ଭାବରେ ଏହାକୁ ଦେଖନ୍ତୁ ଏବଂ ମଜା ନିଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.