Daily news update , Real odisha local news

ରାଜଧାନୀରେ ଲଜ୍ଜା : CCTV ରେ ରେକର୍ଡ ଭିଡିଓ ଚଳନ୍ତା ମୋ ବସ୍ ରେ ଯୁବତୀଙ୍କ ସମ୍ବେଦନଶୀଳ ଅଙ୍ଗରେ ହାତ ମାରି ଯୁବକ

0 2,899

ରାଜଧାନୀ ଭୁବନେଶ୍ବର କୁ ଲଜ୍ୟା , ଚଳନ୍ତା ମୋ ବସ ରେ ଯୁବତୀ ଙ୍କୁ କରାଯାଇଛି ଅସଦାଚରଣ। ଯାହାର ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେବା ରେ ଲାଗୁଛି ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଯିବ। ତେବେ ଆପଣ ମାନେ ଜାଣିଥିବେ କି ରାଜଧାନୀ ଭୁବନେଶ୍ବର ରେ ଦିନ କୁ ଦିନ ଏହିପରି କିଛି ଭିଡ଼ିଓ ଦେଖିବା କୁ ମିଳୁଛି ଯାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି।

ତେବେ ବର୍ତ୍ତମାନ ସେହିପରି ଜଣେ ମହିଳା ଙ୍କୁ ଚଳନ୍ତା ମୋ ବସ୍ ରେ ଅଶୀଳତା ର ସ୍ୱୀକାର ହେବା କୁ ପଡିଛି।ତେବେ ଆସନ୍ତୁ ଜାଣିବା ସମ୍ପୁର୍ଣ୍ଣ ଘଟଣା ବିଷୟରେ।

ବର୍ତ୍ତମାନର ଏହି 21st ସେଞ୍ଚୁରୁରେ ବିଶ୍ଵ ର ପ୍ରାୟ ସମସ୍ତ ଦେଶ ନିଜକୁ ଏକ ବିକାଶର ପଥରେ ଗତି କରିବାରେ ଲାଗିଛି। କିନ୍ତୁ ବର୍ତ୍ତମାନ ର ଏହି ଅତ୍ୟାଧୁନିକ ତଥା ଟେକନୋଲୋଜି ର ଦୁନିଆଁ ରେ ନାରୀ ମାନଙ୍କ ପ୍ରତି କେଉଁଠି ବି ଅର୍ଥାତ କୌଣସି ବି ଦେଶ ରେ ନାରୀ ମାନେ ସୁରକ୍ଷିତ ନୁହଁନ୍ତି । ସେ ନାରୀ ଜଣଙ୍କ ବିଦ୍ୟାଳୟ , ମହାବିଦ୍ୟାଳୟ ର ଛାତ୍ରୀ ହେଉକି ,ଘରେ ରହୁଥିବା ଏକ ସାଧାରଣ ବର୍ଗର ଝିଅ ହେଉ , ସେ ସରକାରୀ କର୍ମଚାରୀ ହେଉ କି ବେସରକାରୀ କର୍ମଚାରୀ କିମ୍ବା ଦେଶର ମହିଳା ଫୌଜି ହେଉ । କଣ ତାର ଗୋଟିଏ ମାତ୍ର ଭୁଲ କି ସେ ଜଣେ ନାରୀ ଅଟେ ବୋଲି ।

ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ ଜନେଇବାକୁ ଯାଉଛୁ ଯାହା ଜାଣିଲେ ଆପଣ ବୁଝିପାରିବେ ବର୍ତ୍ତମାନ ସମାଜରେ ଜଣେ ମହିଳା କେତେ ସୁରକ୍ଷିତ ।ତେବେ ଘଟଣା ଟି ହେଉଛି ଭୁବନେଶ୍ୱର ର ମୋ ବସ ମଧ୍ୟରେ ଯାହାର ଏକ ଭିଡ଼ିଓ ଏବେ ଖୁବ ଭାଇରାଲ ହେବା ରେ ଲାଗିଛି। ତେବେ ଏହି ଭିଡ଼ିଓ ଟିରେ ଦେଖା ଯାଇଛି କି ଜଣେ ଯୁବତୀ ଙ୍କ ପାଖରେ ଜଣେ ଯୁବକ ବସିଛନ୍ତି ଯିଏକି ଯୁବତୀ ଙ୍କ ପ୍ରାଇଭେଟ ପାର୍ଟ ତଥା ତାଙ୍କର ଛାତି କୁ ବାରମ୍ବାର ଟଚ କରୁଛନ୍ତି। ଖାଲି ଏତିକି ନୁହେଁ ବରଂ ତାଙ୍କର ପ୍ରାଇଭେଟ ପାର୍ଟ କୁ ମଧ୍ୟ ହାତ ମାରୁଛନ୍ତି।

ତେବେ କିନ୍ତୁ ଆଶ୍ଚର୍ଯ୍ୟ କଥା କି ଏହି ଘଟଣା ଟିର ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେଉଛି ମାତ୍ର ଏନେଇ ଥାନା ରେ ଏ ଯାଏଁ କୌଣସି ଅଭିଯୋଗ ହୋଇ ନାହିଁ। ତେବେ ଏହା ଯୁବତୀ ଙ୍କ ଇଚ୍ଛା ରେ ହୋଇଥିଲା ନା ଯୁବତୀ ଙ୍କୁ ଅଶୀଳ ଅସଦାଚରଣ କରାଯାଇଛି ତାହାକୁ ନେଇ ସନ୍ଦେହ ରହିଛି। ତେବେ ଭିଡ଼ିଓ ଟିରେ ଦେଖା ଯାଇଛି ଯେ ଯୁବକ ଜଣଙ୍କ ଲଗାତାର ଏହି ଭଳି ବ୍ୟବହାର କରୁଛନ୍ତି ଏବଂ ଯୁବତୀ ଜଣଙ୍କ ଏହାକୁ ପ୍ରତ୍ୟାଖ୍ୟାନ କରିବା ର ଦେଖା ଯାଉ ନାହିଁ। ତେବେ କିନ୍ତୁ ପ୍ରଶ୍ନ ଉଠୁଛି କି ରାଜଧାନୀ ଭୁବନେଶ୍ବର ରେ ଯଦି ଏହିପରି ଘଟଣା ଦେଖିବା କୁ ମିଳିଛି ତେବେ ଜଣେ ନାରୀ କେତେ ସୁରକ୍ଷିତ ତାହା ଆପଣ ଜାଣି ପାରୁଥିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.