Daily news update , Real odisha local news

ରାନୀ ପଣ୍ଡା (Rani Panda) ତାଣ୍ଡବ ମା-ଭଉଣୀ ଙ୍କୁ ନେଇ ଏମିତି କହିଲେ, ଶୁଣିଲେ କାନରୁ ଧୂଆଁ ବାହାରିବ , କାରଣ କ’ଣ ?- ନୂଆ ଭିଡ଼ିଓ ଦେଖନ୍ତୁ

0 9,751

ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି ଯେ, ଯାତ୍ରା ର ଆଇଟମ ଗାର୍ଲ ତଥା ସବୁବେଳେ ବିବାଦ ରେ ରହୁଥିବା ଆଲବମ କୁଇନ ରାଣୀ ପଣ୍ଡା ଙ୍କୁ ବେଶ ଭଲ ଭାବରେ ଜାଣିଥିବେ। ରାଣୀ ପଣ୍ଡା ଜଣେ ଏହିପରି କାଳକର ଅଟନ୍ତି ଯିଏକି ନିଜ ଅଭିନୟ ସହ ନିଜର ସମାଜ ସେବା ପାଇଁ ବେଶ ଚର୍ଚ୍ଚିତ ଅଟନ୍ତି।

ତେବେ ସୋସିଆଲ ମିଡ଼ିଆ ରେ ମଧ୍ୟ ରାନୀ ପଣ୍ଡା ବେଶ ଆକ୍ଟିଭ ରହିଥାନ୍ତି ଆଉ ପ୍ରାୟ ଘଟଣା ରେ ସେ ଏହିପରି ରିଏଲ ମତ ଦେଇଥାନ୍ତି ଯାହାକି ଲୋକଙ୍କୁ ଖୁବ ପସନ୍ଦ ଆସିଥାଏ।ମାତ୍ର ସେ ପ୍ରାୟ ବିବାଦ ଘେର ମଧ୍ୟରେ ରହିଥାନ୍ତି।

ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ରାନୀ ପଣ୍ଡା ଙ୍କ ର ଏକ ଭିଡ଼ିଓ ଖୁବ ଭାଇରାଲ ହେବା ରେ ଲାଗିଛି ଯାହାକୁ ଦେଖିଲା ପରେ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଛନ୍ତି।କାରଣ ଏହି ଭିଡ଼ିଓ ଟିରେ ଦେଖା ଯାଇଛି କି ରାଣୀ ପଣ୍ଡା ସୋସିଆଲ ମିଡ଼ିଆ ରେ ନୁହେଁ ବରଂ ଛତାବାର ର ଷ୍ଟେଜ ଉପରେ ନିଜର ଯଲବା ଦେଖାଇଛନ୍ତି ଆଉ ପୁଣି ଥରେ ଲୋକଙ୍କ ମନ ରେ ନିଜ ର ଏକ ପରିଚୟ ସୃଷ୍ଟି କରିଛନ୍ତି। ତେବେ ସେ ଏହି ମଞ୍ଚ ରେ ଡ୍ୟାନ୍ସ କରିଛନ୍ତି ଗୀତ ଗାଇଛନ୍ତି ଏବଂ ଅଭିନୟ ମଧ୍ୟ କରିଛନ୍ତି। ତା ସହ ସବୁବେଳେ ସେ ଯେଉଁ ଭଳି କଥା କୁହନ୍ତି ସେହିପରି କହିଛନ୍ତି।

ତେବେ ସେ କହିଛନ୍ତି କି, “ମା ଭଉଣୀ ସବୁ ଆସି ଯାଇଛନ୍ତି ଭାବିଲେ ରାଣୀ ପଣ୍ଡା ଆସିଛି କାଳେ ପୁଣି ଲଙ୍ଗଳା ଡ୍ୟାନ୍ସ କରିବ ଆଉ ଆମ ପୁଅ ଓ ଭାଇ ଙ୍କୁ ଖରାପ କରିଦେବେ।କିନ୍ତୁ ଚିନ୍ତା କରନ୍ତୁ ନାହିଁ ରାଣୀ ପଣ୍ଡା ଆଉ ଲଂଗଳା ଫୁଙ୍ଗଂଳା ହେଉନାହିଁ ମୋ। ମା ଭଉଣୀ ଙ୍କ ମାନେ ମୋତେ ଦେଖି କଠେଇକି ବସ। ମାତ୍ର ମୁଁ ଆପଣ ମାନ ଙ୍କୁ କହୁଛି କି ଯେତେ ଦିନ ପର୍ଯ୍ୟନ୍ତ ମୁଁ ବଞ୍ଚିଥିବି ଯାହା ମୁଁ ଆୟ କରିବି ସେଥିରୁ ମୁଁ ଲୋକଙ୍କ ସେବା ରେ ଲଗାଇ ଦେବୀ। ଆଉ ଯଦି ଆପଣ ଙ୍କ ଅଞ୍ଚଳରେ ସେହିପରି କେହି ଅଛନ୍ତି ତେବେ ମୋତେ ଜଣେଇଲେ ମୁଁ ତାଙ୍କୁ ନିଶ୍ଚିତ ସାହାଯ୍ୟ କରିବି। ”

ଏହା ପରେ ସେ ତାଙ୍କର ସିନେମା,”ହାତୀ ଘୋଡା ଗଣ୍ଡା ଗଣ୍ଡା ଏକା ଲଢ଼ିବ ରାଣୀ ପଣ୍ଡା” ର ଏକ ଡାଇଲୋଗ ସେ କହିଛନ୍ତି ଆଉ ତାଙ୍କର ଡାଇଲୋଗ ରେ ପୁରା ଭାବ ବିହ୍ୱଳ କରି ଦେଇଛନ୍ତି ସମସ୍ତ ଙ୍କୁ ।ଆଉ ସମସ୍ତେ ଙ୍କୁ ଅନୁରୋଧ ମଧ୍ୟ କରିଛନ୍ତି ଯେ ତାଙ୍କର ନିଜ ଜୀବନ ବିଷୟ ରେ ଥିବା ଏହି ସିନେମା କୁ ଦେଖିବା ପାଇଁ। ଏହା ପରେ ସେ କେତେକ ଆଇଟମ ଗୀତ ରେ ଡ୍ୟାନ୍ସ କରିଛନ୍ତି ଆଉ ତାଙ୍କର ଡ୍ୟାନ୍ସ ମଧ୍ୟ ଅତ୍ୟନ୍ତ ଶାଳୀନତା ର ସହ ହୋଇଛି ।ପରେ ସେ ଗୀତ ମଧ୍ୟ ଗାଇଛନ୍ତି ଏବଂ ସମସ୍ତ ଙ୍କୁ ନିଜର ନାଚ ଓ ଗୀତ ମାଧ୍ୟମ ରେ ହଜେଇ ଦେଇଛନ୍ତି। ତେବେ ତାଙ୍କର ଏହି ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବା ରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.