“ମୁଁ କୋର୍ଟ ର ଜଜ ଙ୍କ ର ଶୁଣାଣି କୁ ନେଇ ମୁଁ ବହୁତ ଖୁସି କାରଣ ଜଣେ ଯୁବତୀ , ଛୋଟ ଛୁଆ ତଥା ମହିଳା ମାନଙ୍କ ରେପ ହେବା ପରେ ପୁଣି ତାଙ୍କ ଉପରେ ଟୁ ଫିଙ୍ଗର ଟେଷ୍ଟ ଅତ୍ୟନ୍ତ ଲଜ୍ୟା ଜନକ ଅଟେ। ତେବେ ପ୍ରଥମେ ସେମାନେ ଦୁଷ୍କର୍ମ ର ସ୍ୱୀକାର ହେବେ ଆଉ ନିଶ୍ଚିତ ଭାବରେ ସେମାନ ଙ୍କ ର ଯୌନାଙ୍ଗ ରେ ବହୁତ କଷ୍ଟ ହୋଇଥାଏ, ତା ଉପରେ ପୁଣି ଡାକ୍ତର ତାଙ୍କର ଯୌନାଙ୍ଗ ରେ ଦୁଇ ଟି ଆଙ୍ଗୁଳି ଭର୍ତ୍ତି କରି ଚେକ କରିବ କି ସେ ଭରଜିନ କି ନୁହେଁ ତାହା ଅତ୍ୟନ୍ତ ଲଜ୍ୟା ଜନକ ଅଟେ”।
ତେବେ ବନ୍ଧୁଗଣ ଏହା କହିଛନ୍ତି ଜଣେ ମହିଳା ସମାଜ ସେବୀ ଦୀପ୍ତିରେଖା ପାଣିଗ୍ରାହୀ। ତେବେ ତାଙ୍କର ଏହି ମତ କୁ ନେଇ ଚାରିଆଡେ ଖୁବ ଚର୍ଚ୍ଚା ରେ ରହିଛି। ତେବେ ବର୍ତ୍ତମାନର ଏହି 21st ସେଞ୍ଚୁରୁରେ ବିଶ୍ଵ ର ପ୍ରାୟ ସମସ୍ତ ଦେଶ ନିଜକୁ ଏକ ବିକାଶର ପଥରେ ଗତି କରିବାରେ ଲାଗିଛି।
କିନ୍ତୁ ବର୍ତ୍ତମାନ ର ଏହି ଅତ୍ୟାଧୁନିକ ତଥା ଟେକନୋଲୋଜି ର ଦୁନିଆଁ ରେ ନାରୀ ମାନଙ୍କ ପ୍ରତି କେଉଁଠି ବି ଅର୍ଥାତ କୌଣସି ବି ଦେଶ ରେ ନାରୀ ମାନେ ସୁରକ୍ଷିତ ନୁହଁନ୍ତି । ସେ ନାରୀ ଜଣଙ୍କ ବିଦ୍ୟାଳୟ , ମହାବିଦ୍ୟାଳୟ ର ଛାତ୍ରୀ ହେଉକି ,ଘରେ ରହୁଥିବା ଏକ ସାଧାରଣ ବର୍ଗର ଝିଅ ହେଉ , ସେ ସରକାରୀ କର୍ମଚାରୀ ହେଉ କି ବେସରକାରୀ କର୍ମଚାରୀ କିମ୍ବା ଦେଶର ମହିଳା ଫୌଜି ହେଉ । କଣ ତାର ଗୋଟିଏ ମାତ୍ର ଭୁଲ କି ସେ ଜଣେ ନାରୀ ଅଟେ ବୋଲି ।
ତେବେ ସବୁଠାରୁ ଘୃଣ୍ୟ କଥା ଏହା କି ପ୍ରଥମେ ତାଙ୍କର ରେପ ହୋଇଥାଏ ଆଉ ତା ପରେ ଯେତେବେଳେ ସେମାନେ ପୋଲିସ ରେ ଅଭିଯୋଗ କରିବା ପାଇଁ ଆସିଥାନ୍ତି ସେତେବେଳେ ତାଙ୍କୁ ପ୍ରମାଣ ପାଇଁ ଡାକ୍ତର ଙ୍କ ପାଖ କୁ ପଠା ଯାଇଥାଏ। ତେବେ ଡାକ୍ତର ଙ୍କ ପାଖରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଟୁ ଫିଙ୍ଗର ଟେଷ୍ଟ କରିବା କୁ ପଡିଥାଏ। ତେବେ ଏହି ଟୁ ଫିଙ୍ଗର ଟେଷ୍ଟ ରେ ଡାକ୍ତର ତାଙ୍କର ଦୁଇ ଟି ଆଙ୍ଗୁଳି ପୀଡିତ ଙ୍କ ଯୌନାଙ୍ଗ ରେ ପୁରାଇ ଟେଷ୍ଟ କରନ୍ତି ସେ ଭରଜିନ କି ନୁହେଁ ବୋଲି।
ତେବେ ଏହାକୁ ନେଇ ସମାଜ ସେବୀ ଦୀପ୍ତିରେଖା କହିଛନ୍ତି କି , ଏହା ଅତ୍ୟନ୍ତ ଲଜ୍ୟା ଜନକ ଘଟଣା ଥିଲା ଯାହାକୁ ୨୦୧୩ ମସିହା ରେ WHO ବ୍ୟାନ କରି ଦେଇଥିଲା। ମାତ୍ର ଆମ ଭାରତ ରେ ଏବେ ଏହାକୁ ବ୍ୟାନ କରାଯାଇଛି ଯାହାକୁ ନେଇ ମୁଁ ବହୁତ ଖୁସି ଅଟେ। ତେବେ କିନ୍ତୁ ଝିଅ ମାନ ଙ୍କ ଉପରେ ହେଉଥିବା ଅତ୍ୟାଚାର ଓ ଦୁଷ୍କର୍ମ ଭଳି କାର୍ଯ୍ୟ ଅତ୍ୟନ୍ତ ନିନ୍ଦନୀୟ ଅଟେ। ତେବେ ଏହା କୁ ରୋକିବା ପାଇଁ ଆମେ ସମସ୍ତେ ଶପଥ ନେବା ଉଚିତ। ତେବେ ତାଙ୍କର ଏହି ଭିଡ଼ିଓ ଟି ବର୍ତ୍ତମାନ ଖୁବ ଭାଇରାଲ ହେବା ରେ ଲାଗିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।