Daily news update , Real odisha local news

ରାସ୍ତାରେ ଯାଉଥିବା ସମୟରେ ସିଙ୍ଗର ଅସୀମା ପଣ୍ଡା ଙ୍କୁ ଘରିଲେ ପୋଲିସ୍,କାହିଁକି ଘେରିଗଲେ ଦେଖନ୍ତୁ ଦେଖନ୍ତୁ Highlights ଭିଡିଓ

0 1,874

ସୋସିଆଲ ମିଡ଼ିଆ ରେ ସବୁଠାରୁ ଅଧିକ ଆକ୍ଟିଭ ରୁହନ୍ତି ସେଲିବ୍ରେଟି ତଥା କଳାକାର ମାନେ।କାରଣ ସାଧାରଣ ଲୋକ ମାନେ ଏହି ସେଲିବ୍ରେଟି ବା କଳାକାର ମାନଙ୍କ ସହ ସବୁବେଳେ ଜଡିତ ରହିଥାନ୍ତି। ଏମାନେ ତାଙ୍କର ଅଭିନୟ ଜୀବନ ସହ ବାସ୍ତବ ଜୀବନ କୁ ମଧ୍ୟ ତାଙ୍କ ର ଦର୍ଶକ ଙ୍କ ସହ ସେୟାର କରିଥାନ୍ତି।

ଲୋକ ମାନେ ମଧ୍ୟ ସେଲିବ୍ରେଟି ଙ୍କ କଳାକାର ଜୀବନ ସହ ତାଙ୍କର ବାସ୍ତବ ଜୀବନ ବିଷୟରେ ଜଣାଇବା କୁ ଇଚ୍ଛା ପ୍ରକାଶ କରିଥାନ୍ତି। ତେବେ ସେମାନେ ତାଙ୍କର ଫୋଟ , ଭିଡିଓ ତଥା ବୈବାହିକ ସମ୍ପର୍କ ଆଦି ସେୟାର କରିବା ସହ କେବେ କେବେ ଲାଇଭ ଆସି ଲୋକ ଙ୍କ ସହ ମଜା ମସ୍ତି ମଧ୍ୟ କରିଥାନ୍ତି।

ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଆମ ଓଲିଉଡ ସିଙ୍ଗର ଅସୀମା ପଣ୍ଡା ଙ୍କ ର ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବା ରେ ଲାଗିଛି ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। କାରଣ ଏହି ଭିଡ଼ିଓ ରେ ଦେଖା ଯାଇଛି ଯେ ଅସୀମା ପଣ୍ଡା ଙ୍କୁ କଟକ ଵାଲୀ ଯାତ୍ରା ରେ ପୋଲିସ ଅଫିସର ମାନେ ତାଙ୍କୁ ଘେରି ପକେଇ ଥିଲେ। ଆଉ ତା ପରେ ଯାହା ଘଟିଲା ଏବଂ ଯେଉଁ କାରଣ ପାଇଁ ସିଙ୍ଗର ଅସୀମା ପଣ୍ଡା ଙ୍କୁ କାହିଁକି ପୋଲିସ ଅଫିସର ମାନେ ଘେରି ପକେଇ ଥିଲେ ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ତେବେ ଏହି ଭିଡ଼ିଓ ଟିରେ ଦେଖା ଯାଇଛି କି , ଓଲିଉଡ ର ପରିଚିତ ସିଙ୍ଗର ଅସୀମା ପଣ୍ଡା କଟକ ର ବାଲି ଯାତ୍ରା ଦେଖିବା ପାଇଁ ଯାଇଥିଲେ। ତେବେ ସେଠାରେ ସେ ଯାଇ ପହଁଚିବା ପରେ ତାଙ୍କର ଦେଖା ହୋଇଥିଲା କିଛି ପୋଲିସ ଅଧିକାରୀ ଙ୍କ ସହ ଯେଉଁ ମାନେ ତାଙ୍କୁ ଦେଖିବା ପରେ ତାଙ୍କୁ ପୁରା ଘେରି ନେଇଥିଲେ। ତେବେ ପ୍ରକୃତ ରେ ସେହି ପୋଲିସ ଅଧିକାରୀ ଙ୍କ ମଧ୍ୟରୁ ଅନେକ ଥିଲେ ଅସୀମା ଙ୍କ ଘର ସାଇଟ ରୁ ଆଉ ତାଙ୍କୁ ଦେଖିବା ପରେ ସେମାନେ ତାଙ୍କ ସହ କଥା ହେବା ପାଇଁ ତଥା ତାଙ୍କ ସହ ଫୋଟ ଉଠେଇବା ପାଇଁ ଆଗେଇ ଆସିଥିଲେ।

ତେବେ ଅସୀମା ପଣ୍ଡା ମଧ୍ୟ ସେମାନ ଙ୍କ ସହ ବେଶ ମଜା ମସ୍ତି ରେ କଥାବାର୍ତ୍ତା କରିଥିଲେ ଆଉ ବହୁତ ମସ୍ତି କରୁଥିଲେ। ତେବେ ଏହା ପରେ ସେ ସେମାନ ଙ୍କ ସହ ଫୋଟ ଉଠେଇ ଥିଲେ ଆଉ ଏହିପରି ଅନେକ କିଛି କରିଥିଲେ। ତେବେ ଏହି ଭିଡ଼ିଓ ରେ ଅସୀମା ପଣ୍ଡା ଖୁବ ସୁନ୍ଦର ଦେଖା ଯାଉଥିଲେ ଏବଂ ତାଙ୍କର ମଧୁର କଣ୍ଠ ର ଯାଦୁ ତ ଆପଣ ମାନେ ସମସ୍ତେ ଜାଣିଛନ୍ତି। ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ତାଙ୍କର ଏହି ଭିଡ଼ିଓ ଟି ଖୁବ ଭାଇରାଲ ହେବା ରେ ଲାଗିଛି ଏହାକୁ ଦେଖି ସମସ୍ତେ ଖୁସି ହୋଇଛନ୍ତି ମଧ୍ୟ। ତେବେ ଆପଣ ମଧ୍ୟ ଭାଇରାଲ ଭିଡ଼ିଓ ଟିକୁ ଥରେ ଦେଖନ୍ତୁ ଏବଂ ମସ୍ତି କରନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.