Daily news update , Real odisha local news

ରାତି ଅଧରେ ବୃନ୍ଦାବନ ରେ ରେକର୍ଡ ହେଲା ରାଧାକୃଷ୍ଣ ଙ୍କର ଅଦ୍ଭୁତ ଭିଡ଼ିଓ ଦେଖିଲେ ଆଜି ବି ଚମତ୍କାର

0 725

ବନ୍ଧୁମାନେ ଆମେ ସୋସିଆଲ ମେଡିଆରେ ଅନେକ ଅଦ୍ଭୁତ ଭିଡ଼ିଓ ଦେଖିଥାଉ ଯାହାକୁ ଦେଖିଲେ ସହଜରେ ବିଶ୍ୱାସ କରିହେଇ ନଥାଏ ।ହେଲେ ଏହି ଭିଡ଼ିଓ ଆମକୁ ସବୁବେଳେ ଟିକିଏ ଝଟକା ଦେଇଥାଏ, ତେବେ ଆଜି ବି ଆମେ ଏକ ଏମିତି ଭିଡ଼ିଓ ସୋସିଆଲ ମେଡିଆରେ ଦେଖିବାକୁ ପାଇବୁ ଯାହା ଦେଖିଲେ ଆଶ୍ଚର୍ଯ୍ୟ ଲାଗିବ ।

ତେବେ ଭିଡ଼ିଓ ଟି ବୃନ୍ଦାବନ ର ହେଇଥିବା ବେଳେ ବୃନ୍ଦାବନ ଭିତରେ ରାତି ଅଧରେ ବାସ୍ତବରେ ରାଧାକୃଷ୍ଣ ଙ୍କୁ ଦେଖିବାକୁ ମିଳୁଛି ।ତେବେ ଭିଡ଼ିଓରେ ଦେଖା ଯାଇଥିବା ଘଟଣା କେମିତି ଥିଲା ଆସନ୍ତୁ ସେ ଉପରେ ନଜର ପକାଇବା ।

ତେବେ ଆମେ ସମସ୍ତେ ଭଗବାନ ଙ୍କ ଉପରେ ଖୁବ ବିଶ୍ୱାସ କରୁ, ତାଙ୍କର ଅନେକ ପ୍ରକାରର ରୂପ ଆମେ ଦେଇଛୁ କିନ୍ତୁ ବାସ୍ତବରେ ଭଗବାନ କେମିତି ତାହା ଆମେ କେହି ଜାଣିନାହୁଁ ।ଆମ ଦେଶରେ ଭିନ୍ନ ଭିନ୍ନ ଠାକୁର ଙ୍କର ଅନେକ ତୀର୍ଥ ସ୍ଥାନ ରହିଛି ସେହି ଭିତରୁ ବୃନ୍ଦାବନ ଗୋଟିଏ ।ତେବେ ବୃନ୍ଦାବନ ରେ ଭଗବାନ ରାଧାକୃଷ୍ଣ ର ଲୀଳା କୁ ଅନେକ କାହାଣୀ ଓ ମନ୍ଦିର ରହିଛି ।ସେଠାକାର ବ୍ରାହ୍ମଣ ମାନଙ୍କ ର କହିବା ଅନୁଯାଇ ସେଠାରେ ଥିବା ନିଧିବନରେ ରାତିରେ କୁଆଡ଼େ କେହି ଜୀବଜନ୍ତୁ ରହନ୍ତି ନାହିଁ କାରଣ ରାତିରେ ସ୍ଵୟଂ ରାଧାକୃଷ୍ଣ ରାସ ରଚିଥାନ୍ତି ।

ଆମେ ସମସ୍ତେ କିମ୍ବଦନ୍ତୀ ଓ କାହାଣୀ ଉପରେ ବିଶ୍ବାସ କରୁ ତେବେ ସତରେ କିଛି ଏମିତି ହୁଏ ସେ ଉପରେ ଆମେ ଜଣାଇ ନଥାଉ ।ତେବେ କିଛି ବ୍ୟକ୍ତି କାହାକୁ କିଛି ନଜଣାଇ ନିଧିବନରେ 4ଟି ସିସିଟିଭି ଲଗେଇଥିଲେ ହେଲେ ସିସିଟିଭି ରେ ଯାହା ରେକର୍ଡ ହେଇଥିଲା ତାହା ପୁରା ଅଦ୍ଭୁତ ଥିଲା ।ତେବଡ଼ ଭିଡ଼ିଓରେ ବ୍ୟକ୍ତି ମାନେ ଦେଖାଇଥିଲେ କି ବନ ଭିତରେ ଗଛରେ ମାଙ୍କଡ଼ ବସିଛି ଆଉ ଏହି କଥା ପୂର୍ବରୁ କୁହାଯାଇ ଥିବା କଥା କୁ ଖଣ୍ଡନ କରୁଛି କି ରାତିରେ ସେଠାରେ କେହି ଜୀବ ରହନ୍ତି ନାହିଁ ।ଏହିପରି ଅନ୍ୟ ଏକ କ୍ୟାମେରା ରେ କିଛି ଅଲଗା ଦେଖା ଯାଇଥିଲା କାରଣ ଏଥିରେ ରାଧାକୃଷ୍ଣ ରାସ ରଚୁଥିବାର ନଜର ଆସିଥିଲେ ।


ହଁ ବନ୍ଧୁମାନେ ଭିଡ଼ିଓରେ ଆପଣ ଦେଖି ପାରିବେ କି ଅଳ୍ପ ଅଳ୍ପ ରାଧାକୃଷ୍ଣ ଙ୍କୁ ଦେଖା ଯାଉଛି ।ଆଉ ଏହି ଦୃଶ୍ୟ ଦେଖିବା ପରେ ଆପଣ ଜାଣିପାରୁ ଥିବେ ଆଜି ବି ସତରେ ଭଗବାନ ଅଛନ୍ତି ।ଆଉ ଏହି ଭିଡ଼ିଓ ତାହାର ପ୍ରମାଣ ଦେଉଛି, ତେବେ ଭିଡ଼ିଓରେ ଦେଖା ଯାଉଥିବା ଦୃଶ୍ୟ ସତ କି ଆନିମେସନ ତାହା ଆମେ ଖିପାରିବୁ ନାହିଁ ।ତେବେ ଭିଡ଼ିଓ ଟିକୁ ଯିଏ ବି ଦେଖୁଚି ତାର ମନ ଭିତରେ କୃଷ୍ଣ ଭାବନା ନିଶ୍ଚୟ ଉଦୟ ହେଉଛି ।ତେବେ ଆପଣ ଯଦି ଏବେ ଯାଏ ଭିଡ଼ିଓ କୁ ଦେଖି ନାହାନ୍ତି ତେବେ ଜଲଦି ଦେଖନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.