ରାତି ପାହିଲେ ପ୍ରଥମାଷ୍ଟମୀ…୧୫ ମିନିଟରେ ଦୁନିଆ ଛାଡିଦେଲେ ଝିଅ ? ଏହି ଭିଡିଓ ଟି ଦେଖିଲେ ଆଖିରୁ ଲୁହ ଆସିଯିବ..ଦୟାକରି ଥରୁଟିଏ ଦେଖନ୍ତୁ ଏହି ଭିଡିଓ
ଗୋଟିଏ ବର୍ଷ ଆଗରୁ ୨୫ ବର୍ଷ ର ପୁଅ କୁ ହରେଇ ଥିଲେ ବାପା ମା ଆଉ ତା ପରେ ୨୨ ବର୍ଷ ର ଝିଅ ସବୁକିଛି ପାଲଟି ଥିଲା। ଗରିବ ବାପା ମା ଙ୍କର ସାହା ହୋଇ ବାହାରେ ଯାଇ କାମ କରୁଥିଲା,ହେଲେ ନିଷ୍ଠୁର ଭଗବାନ ତାହା ସହି ପାରିଲେନି ଆଉ ସବୁଦିନ ପାଇଁ ସେ ବି ଛାଡି ଚାଲିଯାଇଛି ବାପା ମା ଙ୍କୁ।
ସେହି ବାପା ମା କୁ ଦେଖିଲେ ଆପଣ ମଧ୍ୟ କାନ୍ଦି ପକେଇବେ, ଆଉ ଭଗବାନ ଏହିପରି ଦୁଖଃ କଷ୍ଟ କାହାକୁ ନଦିଅନ୍ତୁ ବୋଲି ଆମେ ଡାକୁଛନ୍ତି। ତେବେ ଏହିଭଳି ଏକ ଘଟଣା ବର୍ତ୍ତମାନ କେନ୍ଦ୍ରାପଡା ର ରାଜକନିକା ଠା ରେ ଦେଖିବା କୁ ମିଳିଛି ଯାହା ବିଷୟ ରେ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ ଏବଂ ଆଖି ରେ ଲୁହ ଆସିଯିବ। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟ ରେ।
କଥାରେ ଅଛି “ଦଇବ ଦୌଡି ମଣିଷ ଗାଈ ଯୁଆଡେ ଟାଣଇ ସିଆଡେ ଯାଇ” ।ବନ୍ଧୁଗଣ ଏହି ଉକ୍ତି ଟିର ଅର୍ଥ ହେଉଛି ଏହାକି ସମୟ ଏବଂ ଭାଗ୍ୟ ଆମ ସହ ଯେତେବେଳେ ଖେଳିବ ତାହାକୁ ଆମେ ଅଟକାଇ ପରିବା ନାହଁ, ସମୟ ଆଗରେ ସବୁ ଫିକା ପଡ଼ିଯାଏ। ଠିକ ସେହିପରି ସମୟ ଆଗରେ ହାର ମାନିଛନ୍ତି ବାପା ମା ଆଉ ନିଜ ଆଖି ଆଗରେ ନିଜ ଜବାନ ପୁଅ ଆଉ ପରେ ଜବାନ ଝିଅ କୁ ସବୁଦିନ ପାଇଁ ହରାଇ ଦେଇଛନ୍ତି। ତେବେ ଏହି ଘଟଣା ଟିକୁ ନେଇ ପୁରା ଅଞ୍ଚଳ ରେ ଶୋକ ର ସାୟା ଖେଳି ଯାଇଛି।
ତେବେ ଘଟଣା ଟି କିଛି ଏହିପରି ରହିଛି କି, କେନ୍ଦ୍ରାପଡା ର ରାଜକନିକା ଠାରେ ଯେଉଁ ଠାରେ ପାର୍ବତୀ ପ୍ରଧାନ ନାମକ ଜଣେ ୨୨ ବର୍ଷ ର ଝିଅ ଙ୍କ ର ସୁଦୁର ବାଙ୍ଗାଲୋର ରେ ଆକସ୍ମିକ ମୃତ୍ୟୁ ହୋଇଛି। ତେବେ ମୃତ୍ୟୁ ର ମାତ୍ର ୧୫ ମିନିଟ ପୂର୍ବରୁ ପାର୍ବତୀ ନିଜ ପରିବାର ଲୋକଙ୍କୁ ଫୋନ କରି କଥା ହୋଇଥିଲେ। ଆଉ କହିଥିଲେ କି ବାପା କିଛି ସମୟ ଦିଅ ମୁଁ ଟଙ୍କା ପଠାଇ ଦେବି, ମୋ ପାଇଁ ଘରୁ ଶୁଖୁଆ ପଠାଇ ଦେବ ବୋଲି ।ଏହିପରି ଆହୁରି କେତେ କଥା ହୋଇଥିଲା ନିଜ ଘର ସହ। ମାତ୍ର କଥା ହେବା ର ମାତ୍ର ୧୫ ମିନିଟ ପରେ ଖବର ଆସିଥିଲା କି ପାର୍ବତୀ ଙ୍କ ଦେହ ଅସୁସ୍ଥ ହୋଇଥିଲା ଆଉ ତାଙ୍କୁ ହସ୍ପିଟାଲ ନେବା ରାସ୍ତା ରେ ତାଙ୍କର ମୃତ୍ୟୁ ହୋଇଛି ବୋଲି।
ତେବେ ବାପା ମା ନିଜ ଝିଅ କୁ ହରାଇ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛନ୍ତି। ତେବେ ବାପା ମା କହିଛନ୍ତି କି ବର୍ଷେ ଆଗରୁ ତାଙ୍କର ୨୫ ବର୍ଷ ର ପୁଅ କୁ ହରେଇ ଥିଲେ ଆଉ ତା ପରେ ଝିଅ ପାର୍ବତୀ ବଙ୍ଗୋଲୋର ଏକ କମ୍ପାନୀ ରେ କାମ କରୁଥିଲେ। ମାତ୍ର ଗତକାଲି ସେ ଘର ସହ କଥା ହେବା ପରେ ତାଙ୍କ ପାଖକୁ ଖବର ଆସିଥିଲା କି ତାଙ୍କର ଦେହ ଅସୁସ୍ଥ ହୋଇଗଲା ଆଉ ତାଙ୍କ ପାଟି ରୁ ଗରଲ ବହି ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ବାପା ମା ତାଙ୍କ ଝିଅ ର ଶେଷ ମୁଁହ ଦେଖିବା ପାଇଁ ଚାଁହୁଁଛନ୍ତି ଏହା ପାଇଁ ସାହାଯ୍ୟ ମାଗିଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।