Daily news update , Real odisha local news

Exclusive: ହଟାତ ଓଡିଶା ଆକାଶରୁ ଦେଖାଗଲା ବିରଳ ଦୃଶ୍ୟ ରାତ୍ରି ର ଅନ୍ଧକାର ରେ ଆକାଶ ରେ ଦେଖାଗଲା ଅଦ୍ଭୁତ ଆଲୋକ – ଦେଖିବାକୁ ଲୋକଙ୍କ ଭିଡ

0 185

ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ କି ବର୍ତ୍ତମାନ ର 21st ସେଂଚୁରୀ ରେ ସବୁ ଦେଶ ନିୟୁକ୍ଲିୟର ଷ୍ଟେଟ ଅଟନ୍ତି ,ନିଜ ଦେଶ ର ସୁରକ୍ଷା ପାଇଁ ତଥା ଅନ୍ତର୍ଜାତୀୟ ସ୍ତର ରେ ନିଜର ସାମରିକ ଦକ୍ଷତା କୁ ବଜାୟ ରଖିବା ପାଇଁ ବଡ଼ ବଡ଼ ଦେଶ ଏହିଭଳି ପରୀକ୍ଷା ସବୁ କରିଥାନ୍ତି।

ତେବେ ଏହା ମଧ୍ୟରୁ ଆମ ଭାରତ ମଧ୍ୟ ରହିଛି। ତେବେ ଗତକାଲି ଭାରତ ମଧ୍ୟ ଏକ ମିଜାଇଲ ର ସଫଳତା ପୁର୍ବକ ପରିକ୍ଷଣ କରାଇ ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ଟି ବିଷୟ ରେ।

ବନ୍ଧୁଗଣ ଗତ କାଲି ରାତ୍ରି ରେ ଭାରତ ର ଭିନ୍ନ ଭିନ୍ନ ସ୍ଥାନ ରେ ଆକାଶ ରେ କିଛି ଅଦ୍ଭୂତପୂର୍ବ ଆଲୋକ ଲୋକ ଙ୍କୁ ଦେଖିବା କୁ ମିଳିଥିଲା।ତେବେ ଏହି ଆଲୋକ ଦେଖିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଥିଲେ ଏବଂ ଏହା କଣ ବୋଲି ଭାବି ଭୟଭୀତ ମଧ୍ୟ ହୋଇଥିଲେ। ତେବେ ଆମେ ଆପଣ ଙ୍କୁ ଜଣେଇ ଦେଉଛୁ କି ଏହି ଆଲୋକ ଥିଲା ଆମ ଭାରତୀୟ ପ୍ରତିରକ୍ଷା ବିଭାଗ ପକ୍ଷରୁ କରାଯାଇଥିବା ନିୟୁକ୍ଲିୟର ଅଗ୍ନି-୫ ର ସଫଳତା ର ପରୀକ୍ଷଣ ର ଏହା ଏକ ଝଲକ ଥିଲା। ଯାହାକୁ ଲୋକ ମାନେ ଆକାଶ ମାର୍ଗ ରେ ଦେଖିବା ପାଇଁ ପାଇଥିଲେ।

ତେବେ ସୂଚନା ଯୋଗ୍ୟ ଯେ, ଗତକାଲି ଭାରତ ର ଓଡ଼ିଶାର ବାଲେଶ୍ଵର ଜିଲ୍ଲା ର ଚାନ୍ଦିପୁର ରେ ଥିବା DRDO ପକ୍ଷରୁ ଇଣ୍ଟର କଣ୍ଟିନେଣ୍ଟାଲ ଆଣ୍ଟି ମିଜାଇଲ ଅଗ୍ନି -୫ ର ପରୀକ୍ଷା ସଫଳତା ପୂର୍ବରୁ ସମାପ୍ତ ହୋଇଛି। ତେବେ ଏହି ଅଗ୍ନି-୫ ର ପରୀକ୍ଷା ର ପ୍ରଭାବ ରେ ଏହି ଆଲୋକ ଆକାଶ ମାର୍ଗ ରେ ଦେଖା ଯାଇଥିଲା। ତେବେ ସୂଚନା ଅନୁସାରେ ଏହି ଅଗ୍ନି-୫ କ୍ଷେପଣାସ୍ତ୍ରର ଟି ର କେପାସିଟି ରହିଛି କି ଏହା ଭୁ ପୃଷ୍ଠ ଠାରୁ ୫ ହଜାର କିଲୋମିଟର ଦୂରତା ପର୍ଯ୍ୟନ୍ତ ସମସ୍ତ ସାମରିକ ଅସ୍ତ୍ର ଶସ୍ତ୍ର ନେଇ ଯାଇପାରିବ ଏବଂ ଆଟାକ କରିପାରିବ।

ଯାହା ସୂଚନା ରହିଛି କି ଏହି ଇଣ୍ଟର କଣ୍ଟିନେଣ୍ଟାଲ ଆଣ୍ଟି ମିଜାଇଲ ଅଗ୍ନି -୫ କୁ ବ୍ୟବହାର କରି ଚାଇନା ର ରାଜଧାନୀ ବେଇଜିଙ୍ଗ କୁ ସମ୍ପୂର୍ଣ୍ଣ ନଷ୍ଟ ଧ୍ୱଂସ କରି ଦେଇ ପାରିବ। ତେବେ କୌଣସି ସୂଚନା ନଥାଇ ହଠାତ ଉପରେ ଭାରତ ର ଏହି ଇଣ୍ଟର କଣ୍ଟିନେଣ୍ଟାଲ ଆଣ୍ଟି ମିଜାଇଲ ଅଗ୍ନି -୫ ର ସଫଳତା ପୂର୍ବରୁ ପରୀକ୍ଷଣ ଶତ୍ରୁ ମାନ ଙ୍କ ର ନିଦ ହଜାଇ ଦେଇଥିବା ଜଣା ଯାଉଛି। ତେବେ ଏହି ପରୀକ୍ଷା ପରେ ଭାରତ ବର୍ତ୍ତମାନ ଅନ୍ତର୍ଜାତୀୟ ସ୍ତର ଥିବା ନିୟୁକ୍ଲିୟର ଏଲିଟ ଗ୍ରୁପ ରେ ମଧ୍ୟ ସାମିଲ ହୋଇ ପାରିଛି। ତେବେ ଏହି ଘଟଣା କୁ ନେଇ ବର୍ତ୍ତମାନ ଚାରିଆଡେ ଖୁବ ଚର୍ଚ୍ଚା ଚାଲିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.