ରାତାରାତି ପୁଷ୍ପା ବୁଢ଼ୀ ମାଉସୀ ଙ୍କୁ କୋଟିପତି କରିଦେଲା ୫୨ କିଲୋ ର ମାଛ ଜାଣିଲେ ଆବାକ ରହିଯିବେ……How Is It Possible ?
ବୁଢ଼ୀ ମାଉସୀ ଙ୍କ ର ଭାଗ୍ୟ ବଦଳେଇ ଦେଲା ଗୋଟିଏ ମାଛ, ଭିକାରୁଣୀ ରୁ ରାତାରାତି କୋଟିପତି ହୋଇଗଲେ ପୁଷ୍ପା ମାଉସୀ ।ଗୋଟିଏ ମାଛ କୁ ବିକ୍ରି କରି ଉପାର୍ଜନ କଲେ ଲକ୍ଷ ଲକ୍ଷ ଟଙ୍କା ।ବନ୍ଧୁଗଣ ଏହା ଆପଣ ଙ୍କୁ ଏକ କାହାଣୀ ଭଳି ଲାଗୁ ଥିଲେ ମଧ୍ୟ ଏହା ସତ୍ୟ ଅଟେ। ତେବେ ଏହି ଭଳି ଏକ ଚମତ୍କାରୀ ଘଟଣା ଦେଖିବା କୁ ମିଳିଛି ପଶ୍ଚିମବଙ୍ଗ ରେ ଜଣେ ବୁଢ଼ୀ ମାଉସୀ ଙ୍କ ସହ। ତେବେ ଏହି ପୋଷ୍ଟ ମାଧ୍ୟମ ରେ ଆମେ ଆପଣ ଙ୍କୁ ସମ୍ପୂର୍ଣ୍ଣ କାହାଣୀ ବିଷୟ ରେ ଜଣେଇବା କୁ ଯାଉଛୁ। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ କାହାଣୀ।
କୁହାଯାଏ କି ସମୟ ବହୁତ ବଳବାନ ଅଟେ , ଏହା କେତେ ବେଳେ କାହା ସହ କଣ ଖେଳିବ ତାହା କେହି ବି ଜାଣି ପାରିବେ ନାହିଁ।
ଏହି ସମୟ ର ଖେଳ ରେ ବହୁତ ବଡ଼ ଓ ଧନୀ ଧନୀ ଲୋକେ ରାତି କ ଭିତରେ ଗରିବ ପାଲଟି ଯାଇଥାନ୍ତି ଆଉ କେବେ କେବେ ଭାଗ୍ୟ ବଳରେ ଜଣେ ଗରିବ ଲୋକ ବି ରାତାରାତି କୋଟିପତି ହୋଇ ପାରନ୍ତି। ତେବେ ଆମେ ଆପଣ ଙ୍କୁ ଯେଉଁ ବୁଢ଼ୀ ମାଉସୀ ପୁଷ୍ପା ଙ୍କ ବିଷୟ ରେ ଜଣେଇବା କୁ ଯାଉଛୁ ସେ ସେହିପରି ରାତାରାତି କୋଟିପତି ହୋଇ ଯାଇଛନ୍ତି କେଵଳ ଗୋଟିଏ ମାଛ କୁ ବିକ୍ରି କରି।
ତେବେ ସୂଚନା ଅନୁସାରେ ପୁଷ୍ପା ମାଉସୀ ଜଣେ ଗରିବ ବୁଢ଼ୀ ଅଟନ୍ତି ତାଙ୍କର ପରିବାର ରେ ଆଉ କେହି ନାହାନ୍ତି। ସେ ପ୍ରାୟ ଦିନ ସମୁଦ୍ର କୁ ମାଛ ଧରିବା ପାଇଁ ଯାଇଥାନ୍ତି ସେଥିରୁ ଯାହା ରୋଜଗାର ହୁଏ ତାହାକୁ ନେଇ ବଂଚିଥାନ୍ତି। ତେବେ ସେଦିନ ମଧ୍ୟ ସେ ମାଛ ଧରିବା ପାଇଁ ସମୁଦ୍ର କୁ ଯାଇଥିଲେ ଆଉ ସେଦିନ ତାଙ୍କ ହାତ ରେ ପଡିଥିଲା ଏକ ୫୨ କିଲୋ ର ବଡ଼ ମାଛ ।ଯାହାକୁ ଦେଖି ପୁଷ୍ପା ମାଉସୀ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ ଆଉ ପରେ ତାହାକୁ ଆଣି ସେ ଗ୍ରାମ ରେ ଦେଖାଇବା ପରେ ସମସ୍ତେ କହିଥିଲେ କି ଏହି ମାଛ ର ମୁଲ୍ୟ ବହୁତ ଅଧିକ ଅଟେ।
ତେବେ ବୁଢ଼ୀ ମାଉସୀ ଜଣଙ୍କ ଯେଉଁ ମାଛ କୁ ଧରିଥିଲେ ତାହାର ନାମ ହେଉଛି ଭୋଲା ମାଛ ଯାହାର କିଲୋ ପିଛା ଦାମ ହେଉଛି ୬ ହଜାର ଟଙ୍କା। ତେବେ ବୁଢ଼ୀ ମାଉସୀ ଏହି ୫୨ କିଲୋ ର ମାଛ କୁ ମାର୍କେଟ ରେ ବିକ୍ରି କରି ୩ ଲକ୍ଷ ଟଙ୍କା ପାଇଥିଲେ। ତେବେ ବୁଢ଼ୀ ମାଉସୀ ନିଜେ କହିଛନ୍ତି କି ସେ ତାଙ୍କ ଜୀବନ ରେ କେବେ ବି ଏତେ ବଡ଼ ମାଛ ଦେଖି ନଥିଲେ କିମ୍ବା ଏତେ ଟଙ୍କା। ତେବେ ତାଙ୍କର ଭାଗ୍ୟ ଭଲ ଥିଲା ତେଣୁ ରାତାରାତି ମାଛ ତାଙ୍କୁ କୋଟିପତି କରିଦେଲା। ତେବେ ଘଟଣା ଟି ସୋସିଆଲ ମିଡ଼ିଆ ରେ ଆସିବା ପରେ ସବୁ ଆଶ୍ଚର୍ଯ୍ୟ ଚକିତ ହୋଇ ରହିଯାଇଛନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।