“ମୋତେ ସବୁବେଳେ ମା’ ଭଳି ଦେଖେ “ପିଲା ଶୋଇଲା ପରେ ଭାଇ ମୋ ପାଖକୁ ଆସି ଖରାପ କାମ ଆରମ୍ଭ କରିଦେଲା …ପୁରା କଥା ମହିଳାଙ୍କ ଠାରୁ ଶୁଣିଲେ ମୁଣ୍ଡରେ ହାତଦେଇ ଦେବେ
ବର୍ତ୍ତମାନ ନାରୀ ମାନଙ୍କ ଉପରେ ହେଉଥିବା ସବୁ ଘଟଣା ଦୁର୍ଘଟଣା କୁ ଦେଖିଲେ ଏପରି ମନେ ହେଉଛି ଯେପରି ନାରୀ ଜନ୍ମ ଗୋଟିଏ ଅଭିଶାପ ଅଟେ। ସମାଜ ରେ ନାରୀ ମାନ ଙ୍କୁ ଯେଉଁ ଭଳି ଅତ୍ୟାଚାର ର ସ୍ୱୀକାର ହେବା କୁ ପଡୁଛି ତାହା ଦେଖିଲେ ଏହି ପୁରୁଷ ରୂପୀ ରାକ୍ଷସ ମାନଙ୍କ ଉପରେ ଘୃଣା ଭାବ ଆସିଯାଉଛି।
ଗୋଟିଏ ଝିଅ ଜନ୍ମ ହେବା ଠାରୁ ବଡ଼ ହୋଇ ମୃତ୍ୟୁ ବରଣ କରିବା ପର୍ଯ୍ୟନ୍ତ ସବୁ ସ୍ତର ରେ ସବୁ ଜାଗା ରେ ଏମିତି କି ନିଜ ଘରେ , ପୋଡ଼ଶୀ ଓ ବାହାରେ ସୁରକ୍ଷିତ ରହୁନାହିଁ। ପ୍ରତିଦିନ ଏ ନେଇ କେତେ ଦୁଷ୍କର୍ମ ଓ ହତ୍ୟା ର ମାମଲା ମଧ୍ୟ ସାମ୍ନା କୁ ଆସୁଛି।
ତେବେ ବର୍ତ୍ତମାନ ଭୁବନେଶ୍ୱର ରୁ ଏହିପରି ଏକ ଘଟଣା ଦେଖିବା କୁ ମିଳିଛି ଯେଉଁ ଠାରେ ଜଣେ ଯୁବକ ଚାକିରୀ ଦେବେ ବୋଲି କହି ଜଣେ ବିବାହିତ ମହିଳା ଙ୍କୁ ତାଙ୍କ ପିଲା ସହ ନିଜ ଅଞ୍ଚଳ କୁ ନେଇ ଦୁଷ୍କର୍ମ କରିଛନ୍ତି। ତେବେ କେମିତି ବି ମହିଳା ଜଣଙ୍କ ନିଜ ଜୀବନ ବଞ୍ଚାଇ ନିଜ ସ୍ୱାମୀ ପାଖକୁ ଫେରିବା ପରେ ବର୍ତ୍ତମାନ ଭୁବନେଶ୍ୱର ର ସହଦେଵ ଖୁଣ୍ଟା ଥାନା ରେ ଅଭିଯୋଗ କରିଛନ୍ତି। ତେବେ ସୂଚନା ଅନୁସାରେ ମହିଳା ଜଣଙ୍କ ଭୁବନେଶ୍ୱର ର ପ୍ରଧାନ ଇନ୍ଦ୍ରଷ୍ଟ୍ରି ରେ ଜଣେ ରୁଷିଆ ଭାବରେ କାମ କରୁଥିଲେ, ଆଉ ସେଠାରେ ସେହି ଯୁବକ ମଧ୍ୟ କାମ କରୁଥିଲେ।
ତେବେ ସେଠାରେ ଉଭୟ ଙ୍କ ର ଚିନ୍ହ ପରିଚିତ ହୋଇଥିଲା ଆଉ ପରେ ସେହି ଯୁବକ ଜଣଙ୍କ ଯୁବତୀ ଙ୍କୁ ନିଜ ଭଉଣୀ ବୋଲି କହି ତାଙ୍କ ସହ ମିଶୁ ଥିଲେ ।ଏପରି କି ତାଙ୍କ ଘରକୁ ଯାଇ ତାଙ୍କ ସ୍ୱାମୀ ସହ ଖିଆ ପିଆ ମଧ୍ୟ କରୁଥିଲେ ମାତ୍ର ତାଙ୍କ ମନ ରେ କିଛି ଅଲଗା ଥିଲା। ତେବେ ପରେ ସେହି ଯୁବକ ଜଣଙ୍କ ଯୁବତୀ ଙ୍କୁ ଚାକିରୀ କରେଇ ଦେବା ର ଲୋଭ ଦେଇଥିଲେ ଆଉ ଯୁବତୀ ଜଣଙ୍କ ମଧ୍ୟ ତାଙ୍କ କଥା ରେ ଫସି ଯାଇଥିଲେ ଯୁବତୀ ଜଣଙ୍କ।ତେବେ ସେ ଚାକିରୀ ଆଶା ରେ ଯୁବକ ଙ୍କ ସହ ବ୍ରହ୍ମପୁର ଗଲେ ନିଜ ଛୁଆ କୁ ନେଇ।
ମାତ୍ର ସେଠାରେ ଯୁବକ ଜଣଙ୍କ ତାଙ୍କୁ ପ୍ରଥମେ ଏକ ସାଙ୍ଗ ଘରେ ରଖିଥିଲେ ଆଉ ସେଠାରେ ରାତ୍ରି ରେ ସବୁ ଶୋଇବା ପରେ ଯୁବତୀ ଙ୍କୁ ଅନ୍ୟ ଏକ ରୁମ କୁ ନେଇ ତାଙ୍କ ଦୁଷ୍କର୍ମ କରିଥିଲେ। ସେ ମନା କରିବା ପରେ ମଧ୍ୟ ବାରମ୍ବାର ତାଙ୍କୁ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲେ ଏବଂ ପରେ ପିଲା କୁ ମାରି ଦେଇ ବିବାହ କରିବ ବୋଲି ମଧ୍ୟ ଯୋଜନା କରୁଥିଲେ। ମାତ୍ର କେମିତି ବି ଟିକିଏ ସୁଯୋଗ ପାଇ ଯୁବତି ଜଣଙ୍କ ସେଠୁ ଖସି ନିଜ ଛୁଆ କୁ ନେଇ ପଳେଇ ଆସି ଭୁବନେଶ୍ୱର ର ନିଜ ସ୍ୱାମୀ ଙ୍କ ପାଖରେ ପହଁଚିଛନ୍ତି। ଏବଂ ବର୍ତ୍ତମାନ ସେ ଥାନା ରେ ନ୍ୟାୟ ପାଇଁ ଅଭିଯୋଗ କରିଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।