ମହିଳାଙ୍କର ଜଲଦି ପ୍ରେଗନେନ୍ସି ପାଇଁ ଅନେକ କଥା ପ୍ରତି ଧ୍ୟାନ ଦେବାକୁ ପଡିଥାଏ, ଅନେକ ଗୁଡିଏ କାରଣ ପାଇଁ ନାରୀ ମାନଙ୍କ ପ୍ରେଗନେନ୍ସି ରେ ଅସୁବିଧା ଆସିଥାଏ ।ତେବେ ବହୁତ ସମୟରେ ନାରୀ ମାନେ ପିରିୟଡ଼ ଆସିବା ପରେ ମୁଣ୍ଡ ଧୋଇ ଦିଅନ୍ତି ଆଉ ଏହା ବହୁତ ବଡ଼ ଭୁଲ ଅଟେ, ଯେଉଁ ଭୁଲ ପାଇଁ ନାରୀ ରିଲେଶନ ଠିକ ସମୟରେ ରଖିଲା ପରେ ବି ପ୍ରେଗନେଣ୍ଟ ହେଇ ପାରନ୍ତି ନାହିଁ ।ତାହେଲେ କନସିଭ କରିବକୁ ଚାହୁଁଥିଲେ ଏହି ସମୟରେ ମୁଣ୍ଡ ଧୁଅନ୍ତୁ ନାହିଁ ।
ବହୁତ ସମୟରେ କୁହାଯାଏ କି ପିରିୟଡ଼ ଯେତେବେଳେ ହେବ ସେତେବେଳେ ମୁଣ୍ଡ ଧୋଇ ଗାଧେଇ ଆସିବା ପାଇଁ ।
ତେବେ ମନେ ରଖିବେ କି ଅଣ୍ଡା ଯାହା ଗୋଟିଏ ଗରମ ଜିନିଷ ଆଉ ତାହା ଶରୀର ରୁ ବାହାରିବା ପାଇଁ ବହୁତ ହିଟ ଦରକାର ହେଇଥାଏ ।ଆଉ ଆପଣ ଯଦି ଗାଧେଇ ଆସୁଛନ୍ତି ତାହେଲେ ପିରିୟଡ଼ ର ବ୍ଲିଡ଼ିଂ ହଠାତ ବନ୍ଦ ହେଇଯାଏ ଆଉ ଦେହ ପୁଣି ଗରମ ହେଲେ ଯାଇ ବ୍ଲିଡ଼ିଂ ଆରମ୍ଭ ହୁଏ ।ତେବେ ଯେଉଁ ମହିଳା ମାନେ ପିଲା ଚାହୁଁଛନ୍ତି ତାହେଲେ ସେମାନେ ତ ଏମିତି ମୁଣ୍ଡ ଧୋଇ ବିଲକୁଲ ଗାଧାନ୍ତୁ ନାହିଁ ।ଆଉ ଏମିତି କଲେ ମିସ୍କେରେଜ ହେବାର ବି ଖୁବ ସମ୍ଭାବନା ରହିଥାଏ ତେଣୁ ତେବେ ମୁଣ୍ଡ କୋଉ ସମୟରେ ନଧୋଇବେ ତାହା ଜାଣି ରଖନ୍ତୁ ।
ପିରିୟଡ଼ ଆସିବାର 7 ଦିନ ପୂର୍ବରୁ ଓ ପିରିୟଡ଼ ସରି ବର 7 ଦିନ ଅର୍ଥାତ ଏହି 14 ଦିନ ଭିତରେ ଆପଣ ମୁଣ୍ଡ ଧୁଅନ୍ତୁ ନାହିଁ ।କାରଣ ତେବେ ମହିଳା ଶରୀର ଭିତରେ ଅଣ୍ଡା ସ୍ପର୍ମ ର ସଂସ୍ପର୍ଶରେ ଆସିବା ପରେ ତାହା ଅଭରି ଭିତରେ ଗୋଟିଏ ଜାଗାରେ ଲାଗି ରହିଯାଏ ।ଆଉ ସେହି କିଛି ଦିନ ଭ୍ରୁଣ କୁ ବଡ଼ ହେବାକୁ ତାହାକୁ ଠିକ ଭାବରେ ପ୍ରୋଟିନ ଦରକାର ହେଇଥାଏ ।ଆଉ ଏହି ପ୍ରୋଟିନ ମହିଳା ଶରୀରରେ ନିର୍ଗତ ହେଉଥିବା ହରମୋନ ରୁ ମିଳିଥାଏ ।ତେବେ ସେହି ସମୟରେ ଯଦି ଭ୍ରୁଣ କୁ ଠିକରେ ବୃଦ୍ଧି ହେବାକୁ ପ୍ରୋଟିନ ନମିଳେ ତାହେଲେ ଅଳ୍ପ ସମୟରେ ମିସ୍କେରେଜ ହେବାର ସମ୍ଭାବନା ରହିଥାଏ ।ଆଉ ଏହି ହରମୋନ ଚୁଟି ମୂଳରେ ନିର୍ଗତ ହେଇଥାଏ ।
ତେବେ ଯେଉଁ ବି ନାରୀ ମାନେ ପ୍ରେଗନେଣ୍ଟ ହେବାକୁ ଚାହୁଁଛନ୍ତି ତାହେଲେ ଆପଣ କୁହା ଯାଇଥିବା 14 ଦିନ ମୁଣ୍ଡ ଧୋଇବେ ନାହିଁ ।ଏହା ବ୍ୟତୀତ ବହୁତ ସମୟରେ ଆପଣଂକୁ ଫେକ ପ୍ରେଗନେନ୍ସି ସୀମଟର୍ମ ଦେଖା ଯାଏ ଆଉ ଏହାର କାରଣ ହେଉଛି ଆପଣ ଯଦି ଗରମ ଦିନେ ବହୁତ ଦିନ ଧରି ମୁଣ୍ଡ ସଫା କରି ନଥାନ୍ତି ।ଆଉ ସେତେବେଳେ ମୁଣ୍ଡ ଧୋଇଦେଲେ ସବୁ ଠିକ ହେଇଯାଏ କିନ୍ତୁ ଆମେ ଯେଉଁ ସମୟରେ ମୁଣ୍ଡ ଧୋଇବାକୁ ମନା କହିଛୁ ତାହାକୁ ପାଳନ କଲେ ଜଲଦି ପ୍ରେଗନେଣ୍ଟ ହେଇ ପାରିବେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।