ବନ୍ଧୁଗଣ ବର୍ତ୍ତମାନ ର ଯାହା ସବୁଠାରୁ ବଡ଼ ସୂଚନା ରହିଛି କି ପୁଣି ଥରେ ଅଭିନେତ୍ରୀ ଅପରାଜିତା ମହାନ୍ତି ଏବଂ ଅଭିନେତ୍ରୀ ପ୍ରକୃତି ମିଶ୍ର ମୁଁହାମୁହିଁ ହୋଇଛନ୍ତି ଏବଂ ଗୋଟିଏ ପ୍ଲାଟଫର୍ମ ରେ ଦୁହିଁଙ୍କୁ ପୁଣି ଥରେ ଦେଖିବା କୁ ମିଳିଛି। ତେବେ ବିବାଦ ପରେ ଏହା ପ୍ରଥମ ଥର ଏହିପରି ହୋଇଥିଲା ଯେଉଁ ଠାରେ ଉଭୟ ପ୍ରକୃତି ଓ ଅପରାଜିତା ମହାନ୍ତି ମୁଁହାମୁହିଁ ହୋଇଥିଲେ।
ତେବେ ବର୍ତ୍ତମାନ ର ଯାହା ସୂଚନା ରହୁଛି କି , ଅଭିନେତ୍ରୀ ରିୟା ଙ୍କ ର ବିବାହ ରିସେପସନ ପାର୍ଟି ରେ ଉଭୟ ଏକାଠି ନଜର ରେ ଆସିଥିଲେ। ତେବେ ଏହି ଘଟଣା କୁ ନେଇ ବର୍ତ୍ତମାନ ଚାରିଆଡେ ଚର୍ଚ୍ଚା ଚାଲିଛି।
ତେବେ ସୂଚନା ଯୋଗ୍ୟ ଯେ, ଅଭିନେତ୍ରୀ ରିୟା ତାଙ୍କର ବୟଫ୍ରେଣ୍ଡ ସୁନୀଲ ଙ୍କୁ ବିବାହ କରିଛନ୍ତି। ତେବେ ଉଭୟ ଙ୍କ ର ବିବାହ କୁ ନେଇ ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚା ମଧ୍ୟ ଚାଲିଛି। ତେବେ ଅଭିନେତ୍ରୀ ରିୟା ପ୍ରେମ ବିବାହ କରିଛନ୍ତି ଆଉ ସେ ବର୍ତ୍ତମାନ ଶ୍ରୀ କ୍ଷେତ୍ର ପୁରୀ ର ବୋହୁ ଅଟନ୍ତି। ତେବେ ଅଭିନେତ୍ରୀ ରିୟା ଆମ ଓଡ଼ିଆ ସିନେମା ଜଗତ ର ଜଣେ ଆଗ ଧାଡି ର ତଥା ଖୁବ ପରିଚିତ ଅଭିନେତ୍ରୀ ଅଟନ୍ତି। ତେବେ ରିୟା ଙ୍କ ର ବିବାହ ରେ ପ୍ରାୟ ଅଭିନେତା ଓ ଅଭିନେତ୍ରୀ ଯୋଗ ଦେଇଥିବା ର ଦେଖିବା କୁ ମିଳିଥିଲା।
ତେବେ ରିୟା ଙ୍କ ର ରିସେପସନ ପାର୍ଟି ରେ ମଧ୍ୟ ସବୁ କଳାକାର ମାନେ ଯୋଗ ଦେଇଥିଲେ ଆଉ ଖୁବ ମଜା ମସ୍ତି ମଧ୍ୟ କରିଥିଲେ। ତେବେ ଅଭିନେତ୍ରୀ ରିୟା ଙ୍କ ର ରିସେପସନ ରେ ଉଭୟ ଅପରାଜିତା ଏବଂ ପ୍ରକୃତି ଙ୍କୁ ଦେଖିବା କୁ ମିଳିଥିଲା। ତେବେ ଅଭିନେତ୍ରୀ ରିୟା ଙ୍କ ର ରିସେପସନ ରେ ବାବୁସାନ ଯାଇ ନଥିଲେ ମାତ୍ର ଅପରାଜିତା ମହାନ୍ତି ପହଁଚି ଥିଲେ। ଆଉ ସେହି ପାର୍ଟି କୁ ଅଭିନେତ୍ରୀ ପ୍ରକୃତି ମିଶ୍ର ମଧ୍ୟ ଯାଇଥିଲେ। ତେବେ ଉଭୟ ରିୟା ଙ୍କ ପାଇଁ ସୁନ୍ଦର ଉପହାର ନେଇଥିବା ର ମଧ୍ୟ ଦେଖା ଯାଇଥିଲା। ଉଭୟ ରିୟା ଙ୍କ ସହ ଯଥା ହେବା ସହ ଫୋଟ ମଧ୍ୟ ଉଠେଇ ଥିଲେ।
ତେବେ ଆପଣ ମାନେ ଜାଣିଛନ୍ତି କି କିଛି ଦିନ ତଳେ ବାବୁସାନ ଓ ପ୍ରକୃତି ମିଶ୍ର ଙ୍କ ର ବିବାଦ କୁ ନେଇ ଚାରିଆଡେ ଚର୍ଚ୍ଚା ଚାଲିଥିଲା। ତେବେ ଏହି ବିବାଦ ରେ ଅପରାଜିତା ମହାନ୍ତି ନିଜ ବହୁ କୁ ସମର୍ଥନ କରି ସେ ମଧ୍ୟ ବିବାଦ ରେ ଛନ୍ଦି ହୋଇଥିଲେ। ତେବେ ଏହି ବିବାଦ ପରେ କେହି ଆଶା କରି ନଥିଲେ କି ପୁଣି ଥରେ ଗୋଟିଏ ସ୍ଥାନରେ ଉଭୟ ଅଭିନେତ୍ରୀ ଅପରାଜିତା ଓ ପ୍ରକୃତି ନଜର ରେ ଆସିବେ ବୋଲି। ମାତ୍ର ଏହା କୁ ଭୁଲ କରି ଦେଖାଇଛନ୍ତି ଅପରାଜିତା। ତେବେ ତାଙ୍କର ଏହି ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ବର୍ତ୍ତମାନ ନିଆଁ ପରି ଭାଇରାଲ ହେବା ରେ ଲାଗିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।