Daily news update , Real odisha local news

ବୃଦ୍ଧ ଙ୍କ ବେକ ରେ ଯୋଡି ଏହିପରି କଲା ଅଜଗର…. ଭାଇରାଲ ଭିଡ଼ିଓ କୁ ଦେଖିଲେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ…..

0 648

ମଣିଷ କୁ ସର୍ବଶ୍ରେଷ୍ଠ ପ୍ରାଣୀ ଭାଵରେ ଗଢ଼ିଥିଲେ ସତ କି ସେ ଏପରି ଅନେକ ପଶୁପକ୍ଷୀ ଙ୍କୁ ସୃଷ୍ଟି କରିଛନ୍ତି ଯେଉଁମାନ ଙ୍କୁ ମଣିଷ ବହୁତ ଭୟ କରିଥାଏ ।ତେବେ ଏହି ସବୁ ମଧ୍ୟରେ ଭଗବାନ ସାପ ନାମକ ଏକ ସରୀସୃପ କୁ ସୃଷ୍ଟି କରିଛନ୍ତି ଯାହାକି ଅତ୍ୟନ୍ତ ଭୟଙ୍କର ଏବଂ ବିଷଧର ମଧ୍ୟ ।ଏମିତି କି ଏମାନେ ଯାହାକୁ ଦଂଶନ କରନ୍ତି ତାଙ୍କର ମୃତ୍ୟୁ ମଧ୍ୟ ହୋଇଥାଏ ।ମଣିଷ ଜାତି ଏହି ସାପ ଙ୍କୁ ବହୁତ ଭୟ ମଧ୍ୟ କରେ ।ତେବେ ଏହା ପରେ ଯଦି ଜଣେ ଶୋଇଥିବା ସାପ ସହ ଲାଗିବ ତାର କଣ ଅବସ୍ଥା ହେବ ଆପଣ ଜାଣି ପାରୁଥିବେ।

ତେବେ ଠିକ ଏହିପରି ଅବସ୍ଥା ରେ ପଡିଛନ୍ତି ବର୍ତ୍ତମାନ ଜଣେ ବୃଦ୍ଧ ବ୍ୟକ୍ତି ଯିଏକି ସୋଇଥିବା ଅଜଗର ସାପ ସହ ଲାଗି ତାର ଫଳ ଭୋଗୁଛନ୍ତି। ତେବେ ଘଟଣା ଟି କିଛି ଏହିପରି ଥିଲା କି, ଜଣେ ବୃଦ୍ଧ ଜଙ୍ଗଲ ରାସ୍ତା ମଝି ଦେଉ ରେ ଯାଉଥିଲେ, ଆଉ ଜଙ୍ଗଲ ରାସ୍ତା ଦେଇ ଯିବା ସମୟ ରେ ସେ ଏକ ବିଶାଳ ଅଜଗର ସାପ କୁ ଶୋଉଥିବା ର ଦେଖିବା କୁ ପାଇଥିଲେ। ତେବେ ଅଜଗର ସାପ କୁ ଚୁପ ଚାପ ଶୋଇଥିବା ର ଦେଖି ବୃଦ୍ଧ ବ୍ୟକ୍ତି ଙ୍କ ମନ ରେ କଣ ଆସିଲା କେଜାଣି ସେ ତାକୁ ହଇରାଣ କରିବାକୁ ଲାଗିଲେ।

ତେବେ ପ୍ରଥମେ ଯେତେବେଳେ ବୃଦ୍ଧ ବ୍ୟକ୍ତି ଜଣଙ୍କ ଅଜଗର କୁ ହଇରାଣ କରିବା କୁ ଲାଗିଲେ ସେତେ ବେଳେ ସେ କିଛି କହିଲା ନାହିଁ। ମାତ୍ର ପରେ ଯେତେ ବେଳେ ବୃଦ୍ଧ ଜଣଙ୍କ ଅଜଗର କୁ ବେଶି ହଇରାଣ କଲେ। ସେତେବେଳେ ଅଜଗର ଟି ରାଗି ଗଲା ଆଉ ସିଧା ଆସି ଯୋଡି ଗଲା ବୃଦ୍ଧ ଙ୍କ ବେକ ରେ। ବୃଦ୍ଧ ଜଣଙ୍କ ଯେତେ ଚେଷ୍ଟା କଲେ କି ଅଜଗର କୁ ବେକ ରୁ ବାହାର କରି ପାରିଲେ ନାହିଁ ଆଉ ଅଣ ନିଶ୍ୱାସୀ ହୋଇ ଗଲେ। ତେବେ ଏହାକୁ ଦେଖି ପାଖରେ ଥିବା ଦୁଇ ଜଣ ଯୁବକ ବୃଦ୍ଧ ଙ୍କୁ ସାହାଯ୍ୟ କରିବାକୁ ଆସିଲେ।

ମାତ୍ର ଯେତେବେଳେ ଚେଷ୍ଟା କଲେ ମଧ୍ୟ ଅଜଗର କୁ ବୃଦ୍ଧ ଙ୍କ ବେକ ରୁ ତଳ କୁ ଖସେଇ ପାରିଲେ ନାହିଁ ଓଲଟା ବୃଦ୍ଧ ବ୍ୟକ୍ତି ଜଣଙ୍କ ନିଜେ ତଳେ ପଡିଗଲେ। ତେବେ ଏହାର ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଖୁବ ମାତ୍ରା ରେ ଭାଇରାଲ ହେବା ରେ ଲାଗିଛି। ତେବେ ଏହା ପରେ ସେ ବୃଦ୍ଧ ଙ୍କର କଣ ହେଲା କଣ ନାହିଁ ତାହା ଆମେ ଠିକ ଭାବରେ କହି ପାରିବୁ ନାହିଁ। ମାତ୍ର ଭିଡ଼ିଓ ଟି ଭାଇରାଲ ହେବା ପରେ ସମସ୍ତେ କହିଛନ୍ତି କି, ଜେସା କୁ ତେସା , ଯେମିତି କର୍ମ କରିବ ତାର ଫଳ ବି ନିଜକୁ ଭୋଗିବା କୁ ପଡିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.