Daily news update , Real odisha local news

ସାବଧାନ ! ରୂପ ବଦଳାଇ ଆସୁଛନ୍ତି IPS ମ୍ୟାଡ଼ାମ… ଭିଡ଼ିଓ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ, ଦେଖନ୍ତୁ Video

0 216

ବନ୍ଧୁମାନେ ବର୍ତ୍ତମାନ ସମୟରେ ଅପରାଧ ଦିନକୁ ଦିନ ବଡିବାରେ ଲାଗୁଚି,ଆଉ କୌଣସି ଅପରାଧ ଘଟିବା ମାତ୍ରେ ପୋଲିସ ପାଖରେ ହାଜର ହେଇଯାଉ ।ତେବେ ବହୁତ କମ ପୋଲିସ ଅଧିକାରୀ ରହିଥାନ୍ତି ଯେଉଁମାନେ ନିଜ କାମ ଠିକରେ ତୁଲାଇଥାନ୍ତି ।ତେବେ ବର୍ତ୍ତମାନ ଏମିତି କିଛି ଠକୁ ଥିବା ପୋଲିସ ଙ୍କୁ ତାଗିଦ କରିବା ପାଇଁ ରୂପ ବଦଳାଇଛନ୍ତି IPS ମାଡମ ।

ଆଉ ସେତିକି ନୁହେଁ କୋଉ ବି ପୋଲିସ ଠିକରେ ନିଜ କାମ କରୁ ନଥିଲେ ତାଙ୍କୁ ଛାଡିବାକୁ ହେଉଛି ଚାକିରୀ ।ତେବେ ନିକଟରେ ମାଡମ ଙ୍କର କଡା ନଜରରେ ପଡିଛନ୍ତି କିଛି ପୋଲିସ ଆଉ ତାପରେ କଣ ଘଟିଲା ଦେଖନ୍ତୁ ।

ଆପଣ ସମସ୍ତେ ଜାଣିଛନ୍ତି ବର୍ତ୍ତମାନ ଦୁନିଆରେ ସରକାରୀ ଚାକିରି କରୁଥିବା ଲୋକମାନେ ଯେଉଁମାନେ ଲୋକଙ୍କ ସେବା କରିବା ପାଇଁ ନିଯୁକ୍ତିପ୍ରାପ୍ତ ସେମାନେ ନିଜ କାମ ଠିକରେ କରୁନାହାନ୍ତି ।ଯେମିତି ପୋଲିସ, ଯଦି ପୋଲିସ ମନେ ଠିକରେ ନିଜ ଦାୟିତ୍ୱ ତୁଲାଇ ଥାନ୍ତେ ତେବେ ଆଜି ଏତେ କ୍ରାଇମ ବଡି ନଥାନ୍ତା ।ତେବେ ବର୍ତ୍ତମାନ ଜଣେ IPS ମାଡମ ଙ୍କୁ ଦେଖିବାକୁ ମିଳିଛି ଯିଏ ନିଜ ରୂପ ବଦଳାଇ ବିଭିନ୍ନ ପୋଲିସ ଅଧିକାରୀ ଙ୍କର ଟେଷ୍ଟ ନେଉଛନ୍ତି ।ଆଉ କେହି ଟେଷ୍ଟ ରେ ଫେଲ ହେଲେ ଅବସ୍ଥା ଖରାପ ହେଇଯାଉଛି ।

ତେବେ IPS ମାଡମ ଜଣକ ନୀତିଦିନ ସାଧାରଣ ପୋଷକ ପିନ୍ଧିବା ସହିତ ଚଷମା ଆଉ ମାସ୍କ ପିନ୍ଧି ଲୋକଙ୍କ ଭିତରେ ରହୁଛନ୍ତି ।ଆଉ ଯେ କେହି ଦେଖିଲେ ବି ତାଙ୍କୁ ଚିହ୍ନି ପାରୁନାହିଁ କି ସେ ଜଣେ IPS ଅଫିସର ବୋଲି ।ତେବେ କୌଣସି ସ୍ଥାନରେ କିଛି ବି କ୍ରାଇମ ହେଲେ ମାଡମ ଫୋନ କରି ପୋଲିସ ଅଫିସ କୁ ଜଣାଉଛନ୍ତି ।ତେବେ ସେହି ସ୍ଥାନରେ ଯଦି କ୍ରାଇମ ସ୍ଥାନରେ ଅଫିସର ତୁରନ୍ତ ଯାଇ ପହଁଚି ଯାଉଛନ୍ତି ତେବେ ଠିକ ଅଛି ନହେଲେ ଚାକିରୀ ରୁ ବାହାର ହେବାକୁ ପଡୁଚି ଅନେକ ପୋଲିସ ଅଧିକାରୀ ଙ୍କୁ ।

ସୂଚନା ଅନୁଯାୟୀ ଗୁରୁବାର ଦିନ କାକର ମୁଖ୍ୟାଳୟ ନିକଟ ପ୍ଲାଷ୍ଟିକ ସିଟି ନିକଟରେ ଏକ ଲୁଟ ହେଇଥିଲା ଯାହାର ସୂଚନା ନିଜେ IPS ମାଡମ ଥାନାକୁ ଫୋନ କରି ଜଣାଇଥିଲେ ।ସେଠାରେ ବାଇକରେ ଯାଉଥିବା ସମୟରେ ଜଣେ ବ୍ୟକ୍ତିଙ୍କ ଟଙ୍କା ସୁନାଗହଣା କେହି ଜଣେ ଲୁଟ କରି ନେଇଛି ବୋଲି ଅଭିଯୋଗ ଆସିଥିଲା ।ଆଉ ଏହି କଥା ଶୁଣି ପୋଲିସ କର୍ମଚାରୀ ତୁରନ୍ତ ଘଟଣା ସ୍ତନରେ ପହଁଚି ଥିଲେ ଆଉ ସେଠାରେ IPS ମାଡମ ନିଜ ପରିଚୟ ଦେଇଥିଲେ ।ତେବେ ମାଦଙ୍କୁ ଏମିତି ଟେଷ୍ଟ କରୁଥିବାର ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଇଥିଲେ ।ତେବେ ବର୍ତ୍ତମାନ ଏହି ଘଟଣାର ଭିଡ଼ିଓ ଭାଇରଲ ହେବା ପରେ ସମସ୍ତେ ସେହି ମାଡମ ଙ୍କର ବହୁତ ପ୍ରଶଂସା କରୁଛନ୍ତି ।ତେବେ ଏମିତି ଯଦି ସବୁ ପୋଲିସ ନିଜ କର୍ତ୍ତବ୍ୟ କୁ ଠିକରେ ତୁଲାଇବେ ତେବେ ନିଶ୍ଚୟ କ୍ରାଇମ କମିଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.