Daily news update , Real odisha local news

ଗୁପ୍ତ ଜ୍ଞାନ- ସ୍ତନ ଟାଇଟ ପାଇଁ କ’ଣ କରିବେ ଜାଣନ୍ତୁ ? ୧୦୦% ଗ୍ୟାରେଣ୍ଟି ମାତ୍ର 7 ଦିନରେ ଦେଖନ୍ତୁ ଚମତ୍କାର 100% ଗ୍ୟାରେଣ୍ଟି

0 33,846

ବନ୍ଧୁମାନେ ମହିଳା ମାନେ ସବୁବେଳେ ନିଜ ସୌନ୍ଦର୍ଯ୍ୟ ପ୍ରତି ଅଧିକ ଯତ୍ନଶୀଳ ଅଟନ୍ତି ।ତେବେ ଅନେକ ସମୟରେ ମହିଳା ମଙ୍କର ସ୍ତନ ଆବଶ୍ୟକ ଠାରୁ ଅଧିକ ବଡ଼ ବାଛତ ହେଇଥିଲେ ତାହା ମହିଳାଙ୍କୁ ଆସୁନ୍ଦର ବନେଇ ଥାଏ ।

ଏହା ଛଡା ବହୁତ ମହିଳା ମାନଙ୍କର ସ୍ତନ ଗୋଟିଏ କି ଦୁଇଟି ପିଲାର ମାଆ ହେବା ପରେ ଅଧିକ ଢ଼ିଲା ହେଇ ଯାଇଥାଏ ।ଆଉ ଏହି ସମୟରେ ମହିଳା ଯେକୌଣସି ଶାଡୀ ବା ଡ୍ରେସ ପିନ୍ଧିଲେ ବି ସେମାନଙ୍କୁ ମାନି ନଥାଏ ।ତେବେ ଏମିତି ପରିସ୍ଥିତି ର ସମାଧାନ ପାଇଁ ଆଜିର ଏହି ରିମେଡି କୁ ନିଶ୍ଚୟ ଦେଖନ୍ତୁ ।

ଭଗବାନ ଙ୍କ ସୃଷ୍ଟି ରେ ନାରୀ ପାଖରେ ଏକ ଭିନ୍ନ ସୁନ୍ଦରତା ରହିଥାଏ କିନ୍ତୁ ଯେତେବେଳେ କିଛି କାରଣ ରୁ ଶରୀରର ଅଙ୍ଗରେ ପାର୍ଥକ୍ୟ ଆସିଥାଏ ସେତେବେଳେ ତାହାର ପ୍ରଭାବ ତାଙ୍କ ସୁନ୍ଦରତା ଉପରେ ପଡିଥାଏ ।ତେବେ ନାରୀ ମାନେ ବହୁତ ସମୟରେ କିଛି ଅସୁବିଧା ବିଷୟରେ କାହାକୁ କହିବାକୁ ଖୁବ ସଙ୍କୋଚ କରିଥାନ୍ତି ।ତେବେ ସ୍ତନ ଟାଇଟ କେମିତି କରିବେ ତାହା ବିଷୟରେ ସମାଧାନ ପାଇବାକୁ ଚାହୁଁଥିଲେ ବି ନାରୀ ଏ ବିଷୟରେ କାହାକୁ ଜଣାଇ ପାରନ୍ତି ନାହିଁ ।ହେଲେ ଆଜିର ଏହି ରିମେଡି ଦେଖିଲେ ଆପଣ ନିଜର ସମାଧାନ କରିପାରିବା ସହିତ କାହାକୁ ଏହି ସମସ୍ୟା ବିଷୟରେ ଜଣାଇବାକୁ ପଡିବ ନାହିଁ ।

ରିମେଡି ଆବଶ୍ୟକ ସାମଗ୍ରୀ:-

 

-ମେଥି
-ପାଣି

ରିମେଡି ପ୍ରସ୍ତୁତି ପ୍ରଣାଳୀ:-

-ଏହି ରିମେଡି ପାଇଁ ଆପଣ ପ୍ରଥମେ କିଛି ମେଥି ନିଅନ୍ତୁ, ତେବେ ମେଥି ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ମେଥି ଆମ ଶରୀର ପାଇଁ ଖୁବ ଉପକାରୀ ଅଟେ ।ତେବେ ଆପଣ ଏହି ମେଥି କୁ ରାତିରେ ପାଣିରେ ଭିଜେଇ ରଖି ଦିଅନ୍ତୁ ।ତେବେ ସକାଳେ ଆପଣ ସେହି ମେଥି କୁ ଛାଣି ଅଳ୍ପ ପାଣି ଦେଇ ଭଲ ଭାବରେ ଗ୍ରାଣ୍ଡିଂ କରିଦିଅନ୍ତୁ ।ଏହାପରେ ଆପଣଙ୍କ ରିମେଡି ତିଆରି ହେଇଯିବ ।

ରିମେଡି ର ବ୍ୟବହାର:-

-ଏବେ ଆପଣ ଗ୍ରାଣ୍ଡିଂ କରିଥିବା ମେଥି କୁ ନେଇ ନିଜ ସ୍ତନ ର ଚାରିପଟେ ଲଗେଇ ମସାଜ କରନ୍ତୁ ।ତେବେ ମସାଜ କଲାବେଳେ ମନେ ରଖିବେ କି ତଳୁ ଉପରକୁ ମସାଜ କରିବେ ଆଉ ଏମିତି 4 ରୁ 5 ମିନିଟ ପ୍ରତିଦିନ ମସାଜ କରିବା ଦରକାର ।ଆଉ ମସାଜ କରି ସାରିବା ପରେ ଆପଣ ନିଜ ଇନର ୱଇର ପିନ୍ଧିନେବେ,ତେବେ
ଇନର ୱଇର ପିନ୍ଧିବା ଏକ ପ୍ରକାରର ଏକ୍ସାସାଇଜ ଅଟେ ।

-ତେବେ ପ୍ରତିଦିନ 12 ଘଂଟା ଇନର ୱଇର ପିନ୍ଧିବା ଦ୍ୱାରା ଏହା ସ୍ତନ ଟାଇଟ କରିବାରେ ଖୁବ ସାହାଯ୍ୟ କରିଥାଏ ।ତେଣୁ ଆପଣ ରେଗୁଲାର ଏହି ରିମେଡି ସହିତ ନିଜର ଇନର ୱଇର ପିନ୍ଧନ୍ତୁ ।ଏମିତି କରିବାର 15 ଦିନ କରିବା ଭିତରେ ଦେଖିବେ ଆପଣଙ୍କ ସ୍ତନ ଟାଇଟ ହେବା ଆରମ୍ଭ ହେଇଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.