ରାଷ୍ଟ୍ରପତିଙ୍କ ପାଦ ଛୁଇଁ ପ୍ରଣାମ କରୁଥିଲେ ପଦ୍ମଶ୍ରୀ ଉପାଧି ପ୍ରାପ୍ତ Purnamasi Jani, ହାତ ଧରି ନେଲେ ରାଷ୍ଟ୍ରପତି
ବନ୍ଧୁମାନେ ଆମ ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ପାଇଁ ଆଜି ପୁରା ଅଡ଼ିଶା ରାଜ୍ୟ ଗର୍ବିତ ।ଭାରତର ପ୍ରଥମ ନାଗରିକ ଆସନରେ ପ୍ରଥମ ଅଡିଶାରୁ କେହି ମହିଳା ବସିବା କୋଉ ସାଧାରଣ କଥା ନୁହେଁ ।ତେବେ ଆପଣ ମାନେ ସମସ୍ତେ ଜାଣିଛନ୍ତି ଭାରତର ପ୍ରଥମ ଆଦିବାସୀ ରାଷ୍ଟ୍ରପତି ହେଉଛନ୍ତି ଶ୍ରୀମତି ଦ୍ରୌପଦୀ ମୁର୍ମୁ ।
ରାଷ୍ଟ୍ରପତି ହେବାର ଖୁବ ଅଳ୍ପ ଫିନ ଭିତରେ ଦ୍ରୌପଦୀ ମୁର୍ମୁ ଏମିତି ସବୁ କାମ କରିଛନ୍ତି ଯାହା ଦେଖି ଲୋକମାନେ ପ୍ରଶଂସା କରିବାରେ ଲାଗୁଛନ୍ତି ।ତେବେ ନିକଟରେ ପୁଣି ରାଷ୍ଟ୍ରପତିଙ୍କର ଏକ ନୂଆ ଭିଡ଼ିଓ ଭାଇରଲ ହେବାରେ ଲାଗିଛି, ଯେଉଁ ଭିଡ଼ିଓରେ ରାଷ୍ଟ୍ରପତି ପ୍ରଣାମ କରୁଥିବା ପୂର୍ଣ୍ଣମାସୀ ଙ୍କ ହାତ ଧରି ନେଉଛନ୍ତି ।
ତେବେ ଜୀବନ ରେ ଭୁର ସଂଘର୍ଷ କରି ଆଜି ଦେଶର ସର୍ବୋଚ୍ଚ ପଦଦୀ ଆହରଣ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।ଆଉ ସେଥିପାଇଁ ତ ତାଙ୍କ ମନରେ ଗର୍ଵ କି ଅହଂକାର ଭାବ ଟିକିଏ ବି ନଜର ଆସେ ନାହିଁ ।ତେବେ ନିକଟରେ ବହୁତ ଭାଇରଲ ହେଉଛଗି ରାଷ୍ଟ୍ରପତି ଙ୍କର ଏକ ଭିଡ଼ିଓ । ତେବେ ଭିଡ଼ିଓ ରେ ଦେଖିବାକୁ ମିଳୁଛି କି ପଦ୍ମଶ୍ରୀ ଉପାଧି ରେ ସମ୍ମାନିତ ପୂର୍ଣ୍ଣମାସୀ ରାଷ୍ଟ୍ରପତି ଙ୍କର ପାଦ ଛୁଇଁବାକୁ ଚେଷ୍ଟା କରୁଛନ୍ତି ।ଆଉ ସେତିକି ବେଳେ ରାଷ୍ଟ୍ରପତି ଯାହା କରୁଛନ୍ତି ତାହା ତାଙ୍କର ଉଦାରତାର ପ୍ରମାଣ ଦେଉଛି ।
ତେବେ ପୂର୍ଣ୍ଣମାସୀ ଯିଏ କଳା, ସାହିତ୍ୟ ଓ ସମାଜସେବା ରେ ଏକ ନୂଆ ଦିଗ୍ଦର୍ଶନ କହିଲେ କମ ହେବ ନାହିଁ ।1994 ମସିହା କନ୍ଧମାଳ ଜିଲ୍ଲାର ଚାରିପଡା ଗ୍ରାମରେ ଜନ୍ମ ହେଇଥିବା ପୂର୍ଣ୍ଣମାସୀ ମାତ୍ର 10 ବର୍ଷ ବୟସ ରୁ ନିଜର ପ୍ରତିଭା ଦେଖାଇ ପାରିଥିଲେ ।ଏହାପରେ ବହୁତ ପରିସ୍ଥିତି ର ସାମ୍ନା କରି ଆଜି ଜଣେ କବି ଓ ନିଃସ୍ୱାର୍ଥପର ସେବାର ପ୍ରତିମୂର୍ତ୍ତି ସାଜିଛନ୍ତି ।ତେବେ ତାଙ୍କର ରଚନା ଓ କାମ ପାଇଁ ସେ ଦେଢ଼ର ସର୍ବୋଚ୍ଚ ସମ୍ମାନିତ ହେଇଛନ୍ତି । ଆଉ ନିକଟରେ କୌଣସି ଏକ ସଭାରେ ପୂର୍ଣ୍ଣମାସୀ ଯୋଗ ଦେବା ବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ପାଦ ଛୁଇଁ ବାକୁ ଚେଷ୍ଟା କରୁଥିବା ବେଳେ ପୂର୍ଣ୍ଣମାସୀଙ୍କ ହାତ ଧରି ନେଉଛନ୍ତି ରାଷ୍ଟ୍ରପତି । ଯାହାକୁ ଦେଖି ସମସ୍ତେ ରାଷ୍ଟ୍ରପତି ଙ୍କ ଖୁବ ବାଃ ବାଃ କରିବାରେ ଲାଗିଛନ୍ତି।
ତେବେ ରାଷ୍ଟ୍ରପତି ପଦବୀ ରେ ରହିବା ପରେ ଦ୍ରୌପଦୀ ମୁର୍ମୁ ନିଜକୁ ପ୍ରମାଣ କରି ଦେଖାଇଚନ୍ତି କି ସେ ବି ସେହି ମାଟିର ଝିଅ ଯେଉଁ ପାଇଁ ପୂର୍ଣ୍ଣ ମାସୀ ଏତେ କିଛି କରିଛନ୍ତି ।ତେବେ ଆମେ କହି ରଖୁଚୁ କି ପୂର୍ଣ୍ଣ ମାସୀ 80 ହଜା ରୁ ଅଧିକ ରଚନା କରିଥିବା ବେଳେ ପୂର୍ଣ୍ଣମାସୀଙ୍କ କବିତା ଗୁଡିକ 6 ଗୋଟି ପୁସ୍ତକରେ ପ୍ରକାଶିତ ।ଆଉ ତାଙ୍କୁ 2021 ମସିହାରେ ପଦ୍ମଶ୍ରୀ ସମ୍ମାନ ରେ ସମ୍ମାନିତ କ୍ର ଯାଇଥିଲା ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।