Daily news update , Real odisha local news

ବଡ଼ ଭଉଣୀକୁ ସ୍ତ୍ରୀ କରିବାକୁ ପ୍ରଥମେ ଖରାପ ଲାଗୁଥିଲା ,ହେଲା ଗୋଟିଏ ଦିନରେ…

0 751

ସୋସିଆଲ ମିଡ଼ିଆ ରେ ସବୁଠାରୁ ଅଧିକ ଆକ୍ଟିଭ ରୁହନ୍ତି ସେଲିବ୍ରେଟି ତଥା କଳାକାର ମାନେ।କାରଣ ସାଧାରଣ ଲୋକ ମାନେ ଏହି ସେଲିବ୍ରେଟି ବା କଳାକାର ମାନଙ୍କ ସହ ସବୁବେଳେ ଜଡିତ ରହିଥାନ୍ତି। ଏମାନେ ତାଙ୍କର ଅଭିନୟ ଜୀବନ ସହ ବାସ୍ତବ ଜୀବନ କୁ ମଧ୍ୟ ତାଙ୍କ ର ଦର୍ଶକ ଙ୍କ ସହ ସେୟାର କରିଥାନ୍ତି।

ଲୋକ ମାନେ ମଧ୍ୟ ସେଲିବ୍ରେଟି ଙ୍କ କଳାକାର ଜୀବନ ସହ ତାଙ୍କର ବାସ୍ତବ ଜୀବନ ବିଷୟରେ ଜଣାଇବା କୁ ଇଚ୍ଛା ପ୍ରକାଶ କରିଥାନ୍ତି। ତେବେ ସେମାନେ ତାଙ୍କର ଫୋଟ , ଭିଡିଓ ଆଦି ସେୟାର କରିବା ସହ କେବେ କେବେ ଲାଇଭ ଆସି ଲୋକ ଙ୍କ ସହ ମଜା ମସ୍ତି ମଧ୍ୟ କରିଥାନ୍ତି।

ତେବେ ଆମେ ଆଜି ଆପଣ ଙ୍କୁ ଦୁଇ ଜଣ ଓଲିଉଡ ସିରିଏଲ ଜଗତ ର କମେଡି ଯୋଡି ବା କମେଡି ଅଭିନେତା ଓ ଅଭିନେତ୍ରୀ ଙ୍କ ବିଷୟ ରେ ଜଣେଇବା କୁ ଯାଉଛୁ ଯାହାଙ୍କୁ ଆପଣ ମାନେ ଟିଭି ରେ ନିଶ୍ଚିତ ଭାବରେ ଦେଖୁଥିବେ ଏବଂ ତାଙ୍କ ବିଷୟ ରେ ନିଶ୍ଚିତ ଜାଣିଥିବେ। ତେବେ ସେ ତାଙ୍କର ଅଭିନୟ ପଛ ରେ ଥିବା କାହାଣୀ ବିଷୟ ରେ ଜଣେଇଛନ୍ତି ଆଉ ଖୁବ କମେଡି ମଧ୍ୟ କରିଛନ୍ତି। ତେବେ ସେହି କଳାକାର ଦୁହେଁ ଙ୍କୁ ଆପଣ ମାନେ ସିରିଏଲ ରେ ସ୍ୱାମୀ ସ୍ତ୍ରୀ ଭାବରେ ଲୋକ ଙ୍କୁ ଏଣ୍ଟଟେନମେଣ୍ଟ କରୁ ଥିବାର ଦେଖିବା କୁ ମିଳେ।

ତେବେ ସେହି ଅଭିନେତା ଜଣଙ୍କ କହିଛନ୍ତି କି, ମୋତେ ଯେତେବେଳେ ପ୍ରଦ୍ୟୁସର ମୋତେ କୁନି ଅପା ଙ୍କ ସହ ସ୍ୱାମୀ ର ରୋଲ କରିବା ପାଇଁ କହିଥିଲେ। ସେତେବେଳେ ମୁଁ ମନା କରୁଥିଲେ କାରଣ ସେ ମୋ ବଡ଼ ଭଉଣୀ ଭଳି ତାଙ୍କ ସହ କେମିତି ସ୍ୱାମୀ ର ରୋଲ କରିବି ବୋଲି। ମାତ୍ର ଯେତେ ବେଳେ ଗୋଟିଏ ଦିନ ଆମେ ଶୁଟିଂ କରିଥିଲୁ ତାହା ପରେ ମୁଁ ମୋ ନିଜ ସ୍ତ୍ରୀ କୁ ଭୁଲିଗଲି ଆଉ ପୁରା ସତ ସତିକା ସ୍ୱାମୀ ସ୍ତ୍ରୀ ଭଳି ଆମେ ଅଭିନୟ କରୁଚୁ ଆଉ ଲୋକଙ୍କୁ ଏଣ୍ଟଟେନମେଣ୍ଟ କରୁଛୁ।

ତେବେ ସେହି କମେଡି ଅଭିନେତ୍ରୀ ଜଣଙ୍କ ମଧ୍ୟ କହିଛନ୍ତି କି ଆମେ କଳାକାର ଆମକୁ ଯାହାର କେରେକ୍ଟର ଦେଲେ ଆମେ ଅଭିନୟ କରିବୁ। ଆଉ ଆମ ସ୍ୱାମୀ ସ୍ତ୍ରୀ ଙ୍କ କମେଡି ଆପଣ ମାନ ଙ୍କୁ ହସାଉଛି ତାହା ଆମ ପାଇଁ ସବୁଠାରୁ ବଡ଼ କଥା। ତେବେ ଆମେ ସମସ୍ତ ଙ୍କୁ ଗୋଟିଏ କଥା କହିବୁ କି ସମସ୍ତେ ନିଜ ନିଜର ସ୍ତ୍ରୀ ଙ୍କୁ ଭଲ ପାଅ ଅନ୍ୟତ୍ର ନଜର ପକାଉ ନାହିଁ ନଚେତ କଣ ଅବସ୍ଥା ହେବ ଆପଣ ମାନେ ଜାଣିଛନ୍ତି ନିଶ୍ଚିତ ।ତେବେ ଏହି କମେଡି ଯୋଡ଼ି ଙ୍କ ର ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବା ରେ ଲାଗିଛି। ଆପଣ ମାନେ ମଧ୍ୟ ଏହି ଭିଡ଼ିଓ ଟିକୁ ଦେଖନ୍ତୁ ଏବଂ ମଜା ନିଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.