Daily news update , Real odisha local news

କାନ୍ଦୁଛନ୍ତି ପିଣ୍ଟୁଙ୍କ ସ୍ତ୍ରୀ, ତୁମକୁ ଛାଡି ଅଲଗା ରହିବି ନାହିଁ, ଧନ ତୁମେ ଫେରିଆସ

0 399

ଆଜି ପିଣ୍ଟୁ ନନ୍ଦ ଆମ ଭିତରେ ନାହାନ୍ତି କିନ୍ତୁ ଘର ଠାରୁ ବାହାର ଯାଏ ସନସ୍ତେ ତାଙ୍କୁ ଝୁରିବାରେ ଲାଗିଛନ୍ତି ।ସମସ୍ତଙ୍କ ମନରେ ଗୋଟିଏ ଆଶା ଥରେ ହେଲେ ପିଣ୍ଟୁ ଫେରି ଆସନ୍ତା କି ,ହେଲେ ଏହା ତ ସମ୍ଭବ ନୁହେଁ ।ତେବେ ଜଣେ ସ୍ତ୍ରୀ କେମିତି ଭୁଲି ପାରିବ ସ୍ୱାମୀ ଭାବି ଯାହାର ହାତଧରି ଦିନେ ଦୁନିଆ ଚାଲିବାର ପଣ ନେଇଥିଲେ ସେହି ସ୍ତ୍ରୀ କୁ ଅଧା ବାଟରେ ଛାଡ଼ିଗଲେ ପିଣ୍ଟୁ ।

ଆଉ ଏବେ ସ୍ତ୍ରୀ ର ମନ ବୋଲ ମାନୁନି ବାରମ୍ବାର ସ୍ୱାମୀ ଙ୍କୁ ଉଠିବାକୁ କହୁଛନ୍ତି ନିଜ ଭୁଲ ପାଇଁ କ୍ଷମା ମାଗିବାକୁ କହିଛନ୍ତି ।ଏମିତି ସବୁ କଥା ଭିତରେ ପିଣ୍ଟୁ ଙ୍କ ସ୍ତ୍ରୀ କେତେ ସ୍ୱପ୍ନ ଦେଖିଲେ ସ୍ଵାମୀ ଙ୍କୁ ନେଇଆ ତାହା ଜଣା ପଡୁଛି ।

ବନ୍ଧୁମାନେ ସ୍ଵାମୀ ସମ୍ପର୍କ ଖୁବ ପବିତ୍ର ଅଟେ ଏହି ସମ୍ପର୍କରେ ଉଭୟ ଉଭୟଙ୍କ ପରିପୁରକ ହେଇଥାନ୍ତି ।ଆଉ ଏହି ସମ୍ପର୍କ ରେ ଯେତେ ରାଗ ଅଭିମାନ ଥିଲେ ବି କେବେ ସେହି ସ୍ୱାମୀ ସ୍ତ୍ରୀ ପରସ୍ପର କୁ ଭୁଲି ପାରନ୍ତି ନାହିଁ ।ତେବେ ଆଜି ପିଣ୍ଟୁ ଓ ତାଙ୍କ ସ୍ତ୍ରୀ ଙ୍କ ଭିତରେ କୌଣସି ସମ୍ପର୍କ ନାହିଁ କିଛି ଦିନ ତଳେ ଉଭୟଙ୍କ ଡିଭର୍ସ ବି ହେଇ ସାରିଥିଲା ।ସେଥିପାଇଁ ତ ଉଭୟ ଅଲଗା ରହୁଥିଲେ କିନ୍ତୁ ସ୍ୱାମୀର ମୃତ୍ୟୁ ଖବର ଶୁଣି ଧାଇଁ ଆସିଛନ୍ତି ସ୍ୱାମୀ ଶେଷ ଥର ସ୍ୱାମୀ ଙ୍କୁ ଦେଖି ମନର ଅଭିମାନ କୁ ବାହାର କରିଛନ୍ତି ।

ତେବେ ପିଣ୍ଟୁ ଙ୍କ ସ୍ତ୍ରୀ ଭାବିଥିଲେ କି ପିଣ୍ଟୁ ଙ୍କର ହୃଦୟ ବଦଳି ଗଲେ ସେ ତାଙ୍କ ପାଖକୁ ଆସିବେ ଆଉ ଦୁହେଁ ଦୁଇ ପୁଅ କୁ ନେଇ ଖୁସିରେ ରହିବେ ।ଏଥିପାଇଁ ଏତେ ଦିନ ଯାଏ ଅପେକ୍ଷା କରି ରହିଥିଲେ, ସାନ ପୁଅକୁ ସାଙ୍ଗରେ ରଖିଥିଲେ ବି ସେ ସବୁଦିନ ବାପା ପାଇଁ ଝୁରି ହେଉଥିଲା ।ତାଙ୍କ ମନରେ ବି ଆଶା ଥିଲା ଖୁବ ଜଲଦି ସେ ସ୍ୱାମୀ ଙ୍କ ପାଖକୁ ଫେରି ଯିବେ କିନ୍ତୁ ସବୁ ଆଶା ଆଶାରେ ରହିଗଲା ।ଶେଷ ଥର ପାଇଁ ସବୁ ଭୁଲ ର କ୍ଷମା ମାଗିବା ସମୟରେ ପିଣ୍ଟୁ ଙ୍କ ସ୍ତ୍ରୀ ବାରମ୍ବାର ତାଙ୍କୁ ଉଠେଇବାକୁ ଚେଷ୍ଟା କରିଥିଲେ ।

ଆଉ ଏମିତି ଏକ ଶୋକର ମାହଲ ଦେଖିବାକୁ ମିଳିଥିଲା ପିଣ୍ଟୁ ସ୍ତ୍ରୀ ପହଁଚିବା ପରେ, ହେଲେ ବିଧାତା ଆଗରେ ସମସ୍ତଙ୍କୁ ମୁଣ୍ଡ ନୂଆଇବାକୁ ପଡିଥାଏ ।ଆଉ ଆମେ ଚାର ମଣିଷ ତେଣୁ ଯେତେ କଷ୍ଟ ହେଲେ ବି ମୃତ୍ୟୁ ର ସତ କୁ ମାନିବାକୁ ପଡିବ ।ତେବେ ପିଣ୍ଟୁ ସ୍ତ୍ରୀ ଙ୍କୁ ଶକ୍ତି ମିଳୁ ଦୁଇ ପୁଅ କୁ ସାଙ୍ଗରେ ନେଇ ଧୌୟ୍ଯ ବାନ୍ଧି ଆଗକୁ ଜୀବନ କାଟିବା ପାଇଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.