Daily news update , Real odisha local news

ଓଡ଼ିଆ ହିରୋଇନ LIPI MOHAPATRA ଙ୍କର ଏମିତି କିଛି ଫୋଟୋ, ଆଗରୁ କେବେ ଦେଖି ନଥିବେ…

0 4,441

ବନ୍ଧୁମାନେ ଆମ ଲୋକମାନେ ସବୁବେଳେ ସେଲିବ୍ରେଟି ମାନଙ୍କ ବିଷୟରେ ଜାଣିବାକୁ ଖୁବ ଇଛା ପ୍ରକାଶ କରିଥାନ୍ତି ।ଆଉ ଅନେକ ସମୟରେ ସୋସିଆଲ ମେଡିଆରେ ଏହି ସେଲିବ୍ରେଟି ମାନଙ୍କୁ ନେଇ ଅନର୍କ ପ୍ରକାରର ଭିଫିଓ ବି ଦେଖିବାକୁ ମିଳିଥାଏ ।

ତେବେ ଆଜି ବି ଏମିତି କିଛି ହିରୋ ହିରୋଇନ ରହିଛନ୍ତି ଯେଉଁମାନେ ଖୁବ ଲୋକପ୍ରିୟ କିନ୍ତୁ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ବହୁତ କମ ଜଣା ଅଛି ସମସ୍ତଙ୍କୁ ।ହେଲେ ଆଜି ଆମେ ଆଜି ସେମିତି କିଛି ହିଟ ହିରୋଇନ ମାନଙ୍କ ଭିତରୁ ଜଣକ ବିଷୟରେ କିଛି ବାସ୍ତବ ସତ ବିଷୟରେ ବତାଇବୁ ।ତେବେ ସେହି ହିରୋଇନ କିଏ ଓ ତାଙ୍କ ଜୀବନର କଣ ସତ ରହିଛି ଆସନ୍ତୁ ଜାଣିବା ।

ତେବେ ଓଡ଼ିଆ ସିନେ ଦୁନିଆରେ ଖୁବ ଲୋକପ୍ରିୟ ହିରୋଇନ ହେଉଛନ୍ତି ଲିପି ମହାପାତ୍ର, ଯାହାଙ୍କୁ ଆଜିର ସମୟରେ ସମସ୍ତେ ବେଶ ଭଲ ଭାବରେ ଚିନ୍ହିଛନ୍ତି ।ତେବେ ଲିପି ଆଜି ଜୀବନରେ ଖୁବ ସଫଳ ଅନେକ ଫିଲ୍ମ, ଆଲବମ ଆଦି କାମ କରି ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି ।ତେବେ ଆପଣ ହୁଏତ ଜାଣି ନଥିବେ ଲିପିଙ୍କ ପରିବାର ବିଷୟରେ ଓ ତାଙ୍କ କ୍ୟାରିଅର କେମିତି ଆରମ୍ଭ ହେଇଥିଲା ।ତେବେ ଲିପି ଙ୍କର ଜନ୍ମ ବ୍ରହ୍ମପୁର ସହର ରେ ହେଇଥିଲା ଆଉ ମାଆ ଙ୍କର ନାମ ବନ୍ଦନା ମହାପାତ୍ର ଯିଏ ଜଣେ ଅଭିନେତ୍ରୀ ଅଟନ୍ତି ଆଉ ତାଙ୍କ ବାପା ଜଣେ ପୋଲିସ ଅଫିସର ।

ଏହା ବ୍ୟତୀତ ବର୍ତ୍ତମାନ ଲିପି ଙ୍କୁ 37 ବର୍ଷ ହେଇଥିବା ବେଳେ ତାଙ୍କର ଉଚ୍ଚତା 5 ଫୁଟ 8 ଇଞ୍ଚ ଓ ଓଜନ 65 କେଜି ।ତେବେ ଲିପି ତାଙ୍କର ପାଠପଢ଼ା ବ୍ରହ୍ମପୁର ସହର ରେ ହି କରିଥିଲେ ଆଉ ତାପରେ ସେ 1993 ମସିହାରେ ପ୍ରଥମ କରି ଅଲିଉଡ଼ ଇଣ୍ଡଷ୍ଟ୍ରୀ ରେ ପାଦ ଥାପିଥିଲେ ।ପ୍ରଥମେ ଲିପି ଆଲବମ ଜରିଆରେ ଖୁବ ନାଆ କମେଇଥିଲେ ଆଉ ତାଙ୍କର ପ୍ରଥମ ଆଲବମ ଥିଲା “ମୁଁ ବିନା ଘୁଙ୍ଗୁର ରେ ନାଚିବି”।ଆଉ ଏହାପରେ ତାଙ୍କର ସବୁଠୁ ହିଟ ଆଲବମ ଗୁଡିକ ଭିତରେ “ଯାଇଫୁଲ” ସାମିଲ ଅଟେ ଯେଉଁଥିରେ ସେ ପୁପିନ୍ଦର ଙ୍କ ସହିତ ନଜର ଆସିଥିଲେ ।

ଏହାପରେ ଲିପି ଧୀରେ ଧୀରେ ସିରିଏଲ ଓ ଫିଲ୍ମ ଦୁନିଆରେ ପାଦ ଦେଇଥିଲେ, ଅନେକ ଗୁଡିଏ ସିରିଏଲ ରେ କାମ କରିବା ପରେ “ଓମ ଶାନ୍ତି ଓମ” ଫିଲ୍ମ ତାଙ୍କର ପ୍ରଥମ ଫିଲ୍ମ ଥିଲା ।ଆଉ ଏହାପରେ ଲିପି ଅନେକ ରୂପରେ ନଜର ଆସିଥିଲେ ଓ ଏବେ ସେ ଅନେକ ରିଏଲିଟି ସୋ ରେ ବି ହୋଷ୍ଟ ଓ ଜଜ ଭାବରେ ଦେଖିବାକୁ ମିଳୁଛନ୍ତି ।ତେବେ ଲିପି ଙ୍କ ବିଷୟରେ ଏହି ସବୁ ଅଜଣା କଥା ଗୁଡିକ ଜାଣି କେମିତି ଲାଗିଲା ନିଶ୍ଚିତ ଜଣାଇବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.