JYOTISHA SHASTRA – 14 ଫେବୃଆରୀରେ ଏହି ୫ଟି ରାଶି କୁ ମିଳିବ ତାଙ୍କର ପ୍ରକୃତ ପ୍ରେମ… ଶୀଘ୍ର ଦେଖନ୍ତୁ ଏବଂ ନିଜ ଜୀବନ ସାଥି ସହ ସେୟାର କରନ୍ତୁ
ବର୍ଷର 12 ମାସ ଭିତରୁ ଫେବ୍ରୁଆରୀ ମାସ ଟି ଛୋଟ ହେଇଥିଲେ ବି ଏହି ମାସ ଟି ପ୍ରେମୀ ଯୁଗଳ ମାନଙ୍କ ପାଇଁ ଖୁବ ପ୍ରିୟ ମାସ ଅଟେ ।ଏହି ମାସରେ ପ୍ରେମର ଋତୁ ହେଇଥାଏ ଆଉ ପ୍ରେମିକ ପ୍ରେମିକା ମାନେ 14 ଫ୍ରେବ୍ରୁଆରୀ କୁ ଚାହିଁ ବଶିଥାନ୍ତି ।ସେହିଦିନ ପ୍ରେମୀ ଯୋଡି ନିଜ ନିଜ ପାର୍ଟନର ମାନଙ୍କ ସହିତ କିଛି ବିଶେଷ ସମୟ ଅତିବାହିତ କରିଥାନ୍ତି ।
ତେବେ ଏହି ବର୍ଷର 14 ଫେବୃଆରୀ ଭାଲେନଣ୍ଟାଇନ ଡେ ରେ 5 ଟି ରାଶି ଙ୍କୁ ତାଙ୍କ ଜୀବନର ପ୍ରକୃତ ଭଲପାଇବା ମିଳିବ ।ଆଉ ସେତିକି ନୁହେଁ ଏହି ଯୋଡି ଆଜୀବନ ସାଙ୍ଗରେ ରହି ସଂସାର ବି କରିବେ, ତେବେ ସେହି ରାଶି ଗୁଡିକ କଣ କଣ ଆସନ୍ତୁ ଜାଣିବା ।
1.ମେଷ ରାଶି:-
ଏହି ରାଶିର ବ୍ୟକ୍ତି ମାନେ 14 ଫେବୃଆରୀ ଭାଲେନଣ୍ଟାଇନ ଡେ ନିଜ ଭଲପାଇବା ସହିତ ବହୁତ ଭଲ ସମୟ ଅତିବାହିତ କରିବେ ।ହେଲେ କୌଣସି କାରଣ ପାଇଁ ନିଜର ଘନିଷ୍ଠ ମିତ୍ର ସହିତ ଝଗଡା ହେଇପାରେ, ତେଣୁ ଏପ୍ରତି ଟିକିଏ ସତର୍କ ରୁହନ୍ତୁ ।କୌଣସି କାମ କରିବା ଆଗରୁ ଭାବିଛନ୍ତି କାମ କୁ ଆରମ୍ଭ କରନ୍ତୁ ।
2.ତୁଳା ରାଶି:-
ଆପଣ ଏହି ଭାଲେନଣ୍ଟାଇନ ଡେ ରେ ବହୁତ ବ୍ୟସ୍ତ ରହିବେ କିନ୍ତୁ ସେହି ବ୍ୟସ୍ତତା ଭିତରେ ବି ସମୟ ବାହାର କରି ନିଜ ଭଲପାଇବାକୁ ସମୟ ଦେବେ ।ତେବେ ଏଥିପାଇଁ ଟିକିଏ ଖଟାମିଠା ଝଗଡା ହେଇପାରେ ଆପଣ ଦୁହିଁଙ୍କ ଭିତରେ ତେବେ ଯଦି ଆପଣଙ୍କ ପାର୍ଟନର ଆପଣଙ୍କ ପରିସ୍ଥିତି କୁ ବୁଝିବେ ତାହେଲେ ଏହି ଦିନ ଆପଣଙ୍କ ପାଇଁ ବେଶ ଖୁସିରେ ବିତିବ ।
3.କର୍କଟ ରାଶି:-
ଏହି ରାଶିର ବ୍ୟକ୍ତି ମାନେ ଆଜି ଟିକିଏ ସତର୍କ ରହି କାମ କରିବେ,ଯଦି କୌଣସି ଦୂର ଜାଗାକୁ ଯାତ୍ରା କରିବାର ଅଛି ତାହେଲେ ଅଟକି ଯାଆନ୍ତୁ, ନହେଲେ କିଛି ବଡ଼ ବିପଦ ଘଟିପାରେ ।ଏହା ବ୍ୟତୀତ ଆଜି ଆପଣଙ୍କ ସାଥି ଠାରୁ ବହୁତ ସାରା ଭଲପାଇବା ଆପଣଂକୁ ମିଳିବ ।
4.କନ୍ୟା ରାଶି:-
ଏହି ରାଶିର ଲୋକମାନେ ଆଜି କୌଣସି କଥା ଭାସି ଯାଆନ୍ତୁ ନାହିଁ ଓ ପ୍ରେମ ରେ ଭାସିଯାଇ କୌଣସି ପ୍ରତିଶ୍ରୁତି ଦିଅନ୍ତୁ ନାହିଁ ।ଏମିତି କରୁଥିଲେ ପରବର୍ତ୍ତୀ ସମୟରେ ବି ବହୁତ ହାନି ହେବ ।ଏହାଛଡ଼ା ଆଜି ପରି ଦିନରେ ଆପଣଙ୍କ ଜୀବନରେ କିଛି ନୂଆ ମୋଡ଼ ଆସିପାରେ ।
5.ମକର ରାଶି:-
ଆପଣ ଭାଲେନଣ୍ଟାଇନ ଡେ ରେ କାହାର କଥାକୁ ବିଶେଷ ଧ୍ୟାନ ଦିଅନ୍ତୁ ନାହିଁ,କୌଣସି କାମ କୁ ଭାବିଚିନ୍ତି କରନ୍ତୁ ତାହେଲେ ଯାଇ ସବୁ କାମ ଠିକ ହେବ ।ଯଦି କୌଣସି ଜାଗାକୁ ଯାତ୍ରା କରୁଛନ୍ତି ତାହେଲେ ସାବଧାନ ରୁଅନ୍ତୁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।