Daily news update , Real odisha local news

ମହାଖୋଲାସା କଲେ ଅଭିନେତ୍ରୀ ରାଣୀ ପ୍ରିୟଦର୍ଶନୀ…. ଏହି କାରଣ ରୁ ହୋଇଗଲା ପିଣ୍ଟୁ ଙ୍କ ମୃତ୍ୟୁ…..”ମାତ୍ର ୫ ମିନଟ ରେ ସବୁ କଥା ଜାଣିପାରିବେ”48 କୋଟି ରୁ ଅଧିକ ଲୋକ ଦେଖି ସାରିଲେଣି

0 608

“ପିଣ୍ଟୁ ମୋ ଭାଇ, ମୋ ଭାଇ ଙ୍କ ପରି କେହିବି ହୋଇ ପାରିବେ ନାହିଁ। ତାଙ୍କୁ ସେତେବେଳେ ଯିଏବି ଯେ କୌଣସି ପରିସ୍ଥିତି ରେ ଡାକିଲେ ସେ ସଂଗେ ସଂଗେ ଆସି ଛିଡା ହୁଅନ୍ତି। କ୍ୟାମେରା ଆଗରେ ସେ ବାଘ ଭଳି ଗର୍ଜନ କରନ୍ତି ସତ ମାତ୍ର ତାଙ୍କ ଭଳିଆ ମଣିଷ ଏହି ସଂସାର ରେ ନାହିଁ।

ସେ କେବେ କାହାରି ଖରାପ କିମ୍ବା ମନ୍ଦ ଚିନ୍ତା କରନ୍ତି ନାହିଁ, କାହାକୁ ପଦେ ଟାଣୁଆ କଥା ବି କୁହନ୍ତି ନାହିଁ। କିନ୍ତୁ ଭଗବାନ ଆଜି ଆମ ସମସ୍ତ ଙ୍କ ଠାରୁ ତାଙ୍କୁ ଦୁରେଇ ନେଇଗଲେ”।ବନ୍ଧୁଗଣ ଏହା କହିଛନ୍ତି ଅଭିନେତ୍ରୀ ରାଣୀ ପ୍ରିୟଦର୍ଶନୀ। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ସୂଚନା ବିଷୟ ରେ।

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି , ଆଜି ସକାଳେ ଓଲିଉଡ ବରିଷ୍ଠ ଅଭିନେତା ପିଣ୍ଟୁ ନନ୍ଦ ଙ୍କ ର ଦିଲ୍ଲୀ ରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି। ତେବେ ଦୀର୍ଘଦିନ ଧରି ସେ ଲିଭର ସିରୋସିସ୍ ରୋଗ ରେ ଆକ୍ରାନ୍ତ ଥିଲେ। ତେବେ ତାଙ୍କର ଚିକିତ୍ସା ପାଇଁ ଟଙ୍କା ବାଧକ ସାଯିବା ବେଳେ ସବୁ କଳାକାର ତଥା ଲୋକେ ତାଙ୍କୁ ସାହାଯ୍ୟ କରିଥିଲେ ଏବଂ ସେ ଚିକିତ୍ସା ପାଇଁ ଦିଲ୍ଲୀ ରେ ପହଁଚି ଥିଲେ। ମାତ୍ର ସବୁ ଚେଷ୍ଟା ପ୍ରଚେଷ୍ଟା ପରେ ମଧ୍ୟ ଜୀବନ ଯୁଦ୍ଧ ରେ ହାରିଗଲେ ଅଭିନେତା ପିଣ୍ଟୁ ନନ୍ଦ ଏବଂ ଚାଲିଗଲେ ଅଫେରା ରାଇଜ କୁ।


ତେବେ ବନ୍ଧୁଗଣ ଆମ ପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ ଙ୍କ ମୃତ୍ୟୁ ରେ ବର୍ତ୍ତମାନ ପୁରା ସିନେମା ଜଗତ ଭାଙ୍ଗି ପଡିଛି। ତେବେ ତାଙ୍କର ମୃତ୍ୟୁ ରେ ଖୁବ ମର୍ମାହତ ହୋଇଛନ୍ତି ଅଭିନେତ୍ରୀ ରାଣୀ ପ୍ରିୟଦର୍ଶନୀ ଆଉ ଭୋ ଭୋ ହୋଇ କାନ୍ଦି କାନ୍ଦି ଅନେକ କଥା ଓ ସ୍ମୁତି ସେ ସେୟାର କରିଛନ୍ତି ଯାହା ତାଙ୍କର ପିଣ୍ଟୁ ନନ୍ଦ ଙ୍କ ସହ ଥିଲା।ତେବେ ସେ କହିଛନ୍ତି କି ମୋ ଭାଇ ଙ୍କ ପରି କେହି ବି ଏହି ଦୁନିଆଁ ରେ ନାହିଁ , ଯେତେବେଳେ ଯାହା କହିଲେ ସେ ସବୁବେଳେ ସାହାଯ୍ୟ କରିବା କୁ ଆଗେଇ ଆସିଥାନ୍ତି। ଥରେ ମୁଁ ରାତି ରେ ଫେରୁ ଥିବା ବେଳେ କିଛି ଲୋକ ମାତେ ଫୋଲ କରୁଥିଲେ।

 

କିନ୍ତୁ ମୁଁ ଏହି କଥା ପିଣ୍ଟୁ ଭାଇ ଙ୍କୁ କହିବା ସଂଗେ ସଂଗେ ସେ ଆସି ମୋ ପାଖରେ ପହଁଚି ଥିଲେ। ଏହି ଆଠ ଦିନ ପୂର୍ବରୁ ମୁଁ ତାଙ୍କ ସହ କଥା ହୋଇଥିଲି ମାତ୍ର ଏବେ ବିଶ୍ୱାସ କରି ପାରୁ ନାହିଁ କି ସେ ଆମ ସହ ନାହିଁ। ତେବେ ରାଣୀ କହିଛନ୍ତି କି , ଡାକ୍ତର ଙ୍କ କହିବା ଅନୁସାରେ ଦିଲ୍ଲୀ ନେବା ର ଚାରି ଦିନ ଭିତରେ ତାଙ୍କର ଲିଭର ଟ୍ରାନ୍ସପ୍ଲେଣ୍ଟ ହେବାର ଥିଲା ମାତ୍ର କୌଣସି ପରିବାର ଲୋକଙ୍କ ଲିଭର ତାଙ୍କ ସହ ମ୍ୟାଚ କଲା ନାହିଁ ଆଉ ଶେଷ ରେ ସେ ଜୀବନ ଯୁଦ୍ଧ ରେ ହାରିଗଲେ। ତେବେ ରାଣୀ ଙ୍କ ର ଏହି ଭିଡ଼ିଓ ଟି ଖୁବ ଭାଇରାଲ ହେବା ରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.