ତେବେ ବନ୍ଧୁମାନେ ବର୍ତ୍ତମାନ ର ଇନ୍ଟରନେଟ ଯୁଗରେ ସବୁକିଛି ଖୁବ ସହଜ ହେଇଗଲାଣି ।ଆଉ ଭାରତରେ ସବୁଠାରୁ ଅଧିକ ବ୍ୟବହାର ହେଉଥିବା ଇନଷ୍ଟାଣ୍ଡ ମେସେଜିଂ ଆପ ହେଉଛି whatsAAp ।ଏହି aap ମାଧ୍ୟମରେ ଆପଣ କାହା ସହିତ ବି ମେସେଜ କରି କଥା ହେଇ ପାରୁଛନ୍ତି ।
ଆଉ ଏହି aap ରେ ଅନେକ ପ୍ରାଇଭେସି ରହିଛି ଯେଉଁଥି ଆପଣଙ୍କ ମେସେଜ ବାହାର କେହି ଦେଖି ପାରନ୍ତି ନାହିଁ ।ଏହା ଛଡା ଆପଣ କାହାକୁ ଯେଉଁ ମେସେଜ କରିଛନ୍ତି ତାହାକୁ 2 ଦିନ ବା 12 ଘଂଟା ଭିତରେ ଡିଲିଟ କରିବାର ଅପ୍ସନ ରହିଛି ।ହେଲେ ଯଦି କେହି ଡିଲିଟ ଚାଟ କୁ ପଡ଼ିବାକୁ ଚାହିଁବେ ତାହେଲେ ତାହାକୁ ପଡା ଯାଇପାରିବ ।
ତେବେ whatsAAp ରେ ଯଦି ଆପଣ କିଉ ମେସେଜ କୁ ଡିଲି ଚାହୁଁଛନ୍ତି ତାହେଲେ ସେହି ଚାଟ ସିଲେକ୍ଟ କରିବେ ।ତାପରେ ‘Delete for me’ ଓ ‘Delete for everyone’ ଅପ୍ସନ ଆସିବ ଆଉ ସେଠାରେ ଆପଣ ‘Delete for me’ କ୍ଲିକ କଲେ ଚାଟ କେବଳ ଆପଣଙ୍କ ସାଇଡ଼ ରୁ ଦିଲିଟ ହେବ ।ଆଉ ଯଦି ”Delete for everyone’ କ୍ଲିକ କରୁଛନ୍ତି ତାହେଲେ ଉଭୟ ସାଇଡ଼ ରୁ ଚାଟ ଡିଲିଟ ହେଇଯିବ ।ତେବେ ବହୁତ ସମୟରେ କେହି ମେସେଜ କରି ପୁଣି ମେସେଜ କୁ ଡିଲିଟ କରିଦେଲେ ଆପଣଙ୍କୁ ସେହି ମେସେଜ କଣ ଥିଲା ଜାଣିବାକୁ ଚେଷ୍ଟା କରିଥାନ୍ତି ।
ବର୍ତ୍ତମାନ ସୁଧା whatsaap ରେ ସେମିତି କିଛି ଫିଏଚର ଆସିନାହିଁ ଯାହା ଡିଲିଟ ମେସେଜ ପଡିବାରେ ସାହାଯ୍ୟ କରିବ ।ତେବେ ବର୍ତ୍ତମାନ ଅନେକ ଆପ ଆସିଲାଣି ଯାହାର ବ୍ୟବହାର କରି ଆପଣ ଏହି ଡିଲିଟ ଚାଟ କୁ ପଡ଼ି ପାରିବେ କିନ୍ତୁ ଏଥିରେ ବହୁତ ରିସ୍କ ବି ରହିଛି ।ତେବେ ଆପଣ ଚାହିଁଲେ whatsaap ର ଡାଟା କୁ ରିଷ୍ଟୋର କରି ଚାଟ ବେକଅପ କରିପାରିବେ ।ଏହା ବ୍ୟତୀତ ଯଦି ଆପଣ ରିସ୍କ ନେଇ ଡିଲିଟ ଚାଟ ପଡ଼ିବାକୁ ଚାହୁଁଛନ୍ତି ତାହେଲେ ଏହା କିପରି କରିବେ ଜାଣିରଖନ୍ତୁ ।
ଏହା ଛଡ଼ା ଡିଲିଟ ଚାଟ ପଡିବା ପାଇଁ ଆପଣ ନିଜ ଫୋନର ‘Settings’କୁ ଯାଆନ୍ତୁ ।ତାପରେ ‘Apps & Notifications’ ଉପରେ ଟ୍ୟାପ କରନ୍ତୁ ।ଆଉ ‘Notification’ କୁ ସିଲେକ୍ଟ କରନ୍ତୁ, ତୋରେ ‘Notification history’ ରେ ଟ୍ୟାପ କରନ୍ତୁ ।ଏମିତି କରି ‘Use notification history’ କୁ ଯିବେ ଆଉ ‘Notification history’ ଶେଷ ହେବା ପରେ ଆପଣ ଡିଲିଟ ମେସେଜ ଗୁଡିକୁ ଦେଖିପାରିବେ ।ଏହା ବ୍ୟତୀତ ଆପଣ ‘Get Deleted Messages’ ଆପ କୁ ବ୍ୟବହାର କରି ଡିଲିଟ ମେସେଜ କୁ ପଡ଼ି ପାରିବେ ।ତେବେ ଏହି ଆପ କୁ ବ୍ୟବହାର କରୁଥିଲେ ସାବଧାନ କାରଣ ଏଥିରେ ଡାଟା ଚୋରି ହେବାର ସମ୍ଭାବନା ରହିଥାଏ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।