ବନ୍ଧୁମାନେ ଭଗବାନ ଯାହାକୁ କିଛି ଦିଅନ୍ତି ଛପର ଫାଡ଼ି ଦେଇଥାନ୍ତି, ଆଉ ଯାହାକୁ କିଛି ନଦିଅନ୍ତି ନାହିଁ ।ତେବେ ଆପଣ ମାନେ ସୋସିଆଲ ମେଡିଆରେ ବହୁତ ପ୍ରକାରର ଭାଇରଲ ଭିଡ଼ିଓ ଦେଖୁଥିବେ କିନ୍ତୁ ଆଜିର ଭାଇରଲ ଭିଡ଼ିଓରେ କିଛି ନୂଆ ଦେଖିବାକୁ ପାଇବେ ।
ଆଜିକାଲି ଦୁନିଆରେ ଲୋକ ମାନେ ଟଙ୍କା ପାଇଁ କେତେ କଷ୍ଟ କରୁଥିବା ବେଳେ ଏହି ବ୍ୟକ୍ତି ଙ୍କୁ ଦେଖୁ ନାହାଁନ୍ତି କେମିତି ପୁଳା ପୁଳା ଟଙ୍କା ଫିଙ୍ଗିବାରେ ଲାଗିଛନ୍ତି ।ତେବେ ବ୍ୟକ୍ତି ଜଣଙ୍କ ରାସ୍ତା ଉପରେ ଏମିତି ଟଙ୍କା କାହିଁକି ଫିଙ୍ଗୁ ଛନ୍ତି ,ଆସନ୍ତୁ ପୁରା ଘଟଣା ଉପରେ ନଜର ଦେବା ।
ତେବେ ମଣିଷ ବଂଚିବା ପାଇଁ ଅର୍ଥ ନିହାତି ଆବଶ୍ୟକ ଆଉ ଆଜିର ସମୟ ରେ ପାଇଁ ମଣିଷ କାହାର ଜୀବନ ନେବାକୁ ବି ପଛାଉ ନାହାନ୍ତି ।ହେଲେ ଏହି ବ୍ୟକ୍ତି ଙ୍କୁ ଦେଖନ୍ତୁ ଯାହାଙ୍କୁ ଦେଖିଲେ ଆପଣ ଭାବିବେ ବ୍ୟକ୍ତି ଜଣକ ବୋଧେ ପାଗଳ ହେଇ ଯାଇଛନ୍ତି,ନହେଲେ କିଏ ବା କାହିଁକି ଏମିତି ଟଙ୍କା କୁ ଫିଙ୍ଗିବ ।ତେବେ ଦର୍ଶକ ବନ୍ଧୁ ଏମିତି ଏକ ସତ ସତିକି ଦୃଶ୍ୟ ବର୍ତ୍ତମାନ ସୋସିଆଲ ମେଡିଆରେ ଦେଖିବାକୁ ମିଳିଛି ।ଭଲ ଚକ ଚକିଆ ଡ୍ରେସ ପିନ୍ଧିଥିବା ବାବୁ ଜଣକ ହଠାତ ଫ୍ରାଏ ଅଭର ଉପରୁ ନୋଟ ଫିଙ୍ଗିବାରେ ଲାଗିଛନ୍ତି ଆଉ ତଳେ ଥିବା ଲୋକ ମାନେ ଯେତେ ଇଚ୍ଛା ଟଙ୍କା ଗୋଟେଇ ଚାଲିଛନ୍ତି ।
ତେବେ ବେଙ୍ଗଲୋର କେଆର ଅଫିସ ସାମ୍ନା ର ଏକ ଭିଡ଼ିଓ ଖୁବ ଧୂମ ମଚେଇବାରେ ଲାଗିଛି ।ଭିଡ଼ିଓ ରେ ଆପଣ ଦେଖି ପାରୁଥିବେ କି କେଆର ଅଫିସ ର ଫ୍ଲାଏ ଓଭର ଉପରେ ଗୋଟିଏ ଗାଡି ଆସି ଛିଡା ହେଉଛି ।ଆଉ ସେହି ଗାଡି ରୁ ଜଣେ କୋଟ ପେଣ୍ଟ ବ୍ୟକ୍ତି ହାତରେ ଛୋଟ ବ୍ୟାଗ ଟିଏ ଧରି ବାହାରି ଆସୁଛନ୍ତି ।ଏହାପରେ ବ୍ୟକ୍ତି ଜଣକ ରାସ୍ତା ପାର ହେଇ ଫ୍ଲାଏ ଅଭର ର ଗୋଟିଏ ପାଖକୁ ଯାଉଛନ୍ତି ଓ ହାତ ରେ ଥିବା ବ୍ୟାଗ ରୁ ପୁଳା ପୁଳା ଟଙ୍କା ବାହାର କରି ତଳକୁ ଫିଙ୍ଗି ଚାଲିଛନ୍ତି ।ଆଉ ଏମିତି ଟଙ୍କା କୁ ପଡୁଥିବାର ଦେଖି ଲୋକମାନେ ଟଙ୍କା ଗୋଟାଇବାରେ ଲାଗି ଯାଉଛନ୍ତି ।
ଅନ୍ୟପଟେ ଏହି ବ୍ୟକ୍ତି କୁ ଏମିତି ଟଙ୍କା ଫିଙ୍ଗୁ ଥିବାର ଦେଖି କିଛି ଲୋକ ତାଙ୍କୁ ଟଙ୍କା ମାଗୁଛନ୍ତି କିନ୍ତୁ ବ୍ୟକ୍ତି ଜଣକ କାହାକୁ ଟଙ୍କା ନଦେଇ ସବୁ ଟଙ୍କା ଫ୍ଲାଏ ଅଭର ତଳକୁ ଫିଙ୍ଗି ଦେଉଛନ୍ତି ।ତେବେ ଏହି ବ୍ୟକ୍ତି କିଏ ଓ କାହିଁକି ଏମିତି ଟଙ୍କା ଫିଙ୍ଗୁଛନ୍ତି ତାହା ଜଣା ନଥିବା ବେଳେ ବ୍ୟକ୍ତି ଜଣକ ପ୍ରାୟ 3 ହଜାର ଟଙ୍କାର 10 ଟଙ୍କିଆ ନୋଟ ପିଙ୍ଗିଛନ୍ତି ବୋଲି ସୂଚନା ମିଳିଛି ।ତେବେ ଏହି ଘଟଣା ଉଅରେ ସନ୍ଧାନ ପାଇବା ପାଇଁ ପୋଲିସ ଘଟଣା ର ଏକ କେଶ ଦାଖଲ କରିଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।