Daily news update , Real odisha local news

ସମସ୍ତ ଚର୍ମ ରୋଗର ଘରୋଇ ଚିକିତ୍ସା ଜଣାନ୍ତୁ ? Dr. Vinitha Wills

0 2,089

ବନ୍ଧୁମାନେ କଥାରେ କୁହାଯାଏ ସ୍ୱାସ୍ଥ୍ୟ ହିଁ ସମ୍ପଦ, ତେବେ ଆମ ଶରୀର ନିରୋଗ ରହିଲେ ଯାଇ ଆମ ଜୀବନ ଖୁସିରେ ବିତିଥାଏ ।ତେବେ ଶରୀର ର ବାହାର ଓ ଭିତର ଉଭୟ ଅଙ୍ଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।ତେବେ ବେଳେ ଖୁବ ଖୁବ ଛୋଟ ରୋଗ ଗୁଡିକ ଆମ ପାଇଁ ଖୁବ ଭୟଙ୍କର ହେଇପାରନ୍ତି, ଯେପରି ଚତ୍ମ ରୋଗ ।

ତେବେ ଚର୍ମ ହୁଏତ ଛୋଟ ହେଇପାରେ କିନ୍ତୁ ଥରେ କେହି ଏହି ଚର୍ମ ରୋଗରେ ପୀଡିତ ହେଲେ ତାହାକୁ ମୂଳରୁ ଭଲ କରିବା କାଠିକର ପାଠ ହେଇପଡ଼େ ।ତେବର ଆମର କିନ୍ତୁ ଆଜି ଆପଣଂକୁ ଏହି ଚର୍ମ ତୋଗ କିଛି ଘରୋଇ ଉପାୟ ବିଷୟରେ ବତାଇବୁ ।

ତେବେ ଯେତେବେଳେ ଚର୍ମ ରୋଗ ହୁଏ ସେତେବେଳେ କିଛି ଜଣା ଅଡେ ନାହିଁ କିନ୍ତୁ ଧୀରେ ଚର୍ମ କୁଣ୍ଡେଇବା ଆରମ୍ଭ ହେଇ ସେଠାରୁ ପାଣି ବାହାରିବା ଆରମ୍ଭ ହେଇଯାଏ ।ଆଉ ତାପରେ ସେହି ଜାଗା ଖରାପ ହେଇ ଦୁର୍ଗନ୍ଧ ବି ହେଇଥାଏ, ତେବେ ଏହି ସମୟରେ ଆପଣ ଯେତେ ପ୍ରକାର ଚିକିତ୍ସା କଲେ ବି ଭଲ କରିହୁଏ ନାହିଁ ।ଆମ ଚର୍ମ ଆମ ଶରୀରକୁ ବାହାରୁ ପ୍ରୋଟେକ୍ସନ ଦେଇଥାଏ ତେଣୁ ଏହାର ବି ଯହିକରେ ଯତ୍ନ ନେବା ଦରକାର ।ସେଥିପାଇଁ ଆଜିର ଏହି କିଛି ଘରୋଇ ଉପାୟ ବିଷୟରେ ଜାଣି ରଖନ୍ତୁ ଯାହା ଚର୍ମ ରୋଗ ପାଇଁ ଯାଦୁ ପରି କାମ କରିଥାଏ

-ନୂଆ କରି ଛୁଆ ଜନ୍ମ କରିଥିବା ଗାଈ ପାଖରୁ କିଛି ଗୋ ମଟର ଧରି ଆଣନ୍ତୁ ଆଉ ତାହାକୁ ଭଲ କରି ଏକ କାଚ ବୋତଲରେ ପୁରେଇ ରଖିଦିଅନ୍ତୁ ।ଆଉ ସେହି ଗୋ ମୂତ୍ର କୁ ପ୍ରତିଦିନ ଏକ କପ ଲେଖାଏ 4 ମାସ ଯାଏ ପିଅନ୍ତୁ ଦେଖିବେ ଯଦି ଆପଣ କିଛି ବି ଚରମ ରୋଗରେ ପୀଡ଼ିତ ଥିବେ ତାହା ଦୂର ହେଇଯିବେ ।ତେବେ ଆପଣ ଚାହିଁରେ ସେହି ଗୋମୂତ୍ର କୁ 4 ରୁ 5 ଯାଏ ରଖି ଲଗାଇ ପାରିବେ କିଛି କ୍ଷତି ହେବ ନାହିଁ ।

-ପ୍ରତିଦିନ ସକାଳୁ ଉଠି ପ୍ରଥମେ 1 ଲିଟର ପାଣି ପିଅନ୍ତୁ ଆଉ ହେବତ କିଛି ପାଣି ଉଷ୍ମ କରି ପିଇ ପାରିବେ ।ତେବେ ଏମିତି କଲେ ଆପଣଙ୍କ ଝାଡା କ୍ଲିଅର ହେଇଥାଏ ।ଏମିତି କଲେ ଆପଣଙ୍କ ଶରୀରରୁ ଅପରିଷ୍କାର ଜମା ହେଇ ନଥାଏ ଯାହାଦ୍ୱାରା ଆପଣଙ୍କ ଚର୍ମ ବହୁତ କମ ହେଇଥାଏ ।

-ତେବେ ଆପଣଙ୍କ ର ଯଦି କୋଉଠି ବି ଚରମ ରୋଗ ହେଇଚି ତେବେ ସେଠାରେ ଗୋମୂତ୍ର ଆଣି ଲଗାନ୍ତୁ ଆଉ ସେହି ଗୋ ମୂତ୍ରରେ ସେହି ଜାଗାକୁ ଅଳ୍ପ ମସାଜ କରନ୍ତୁ ।ଏହାପରେ ଆପଣ ଗାଧେଇ ପରିଷ୍କାର ହେଇ ଯାଆନ୍ତୁ ତାପରେ ଦେଖିବେ ଧୀରେ ଧୀରେ ଆପଣଙ୍କୁ କିଛି ବି ଚତ୍ମ ରୋଗ ହେଇଥିଲେ ତାହା ଭଲ ହେଇଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.