ବନ୍ଧୁମାନେ ଆମ ଶରୀର ରେ ଥିବା ରୋଗପ୍ରତିରୋଧ ଶକ୍ତି ଯେତେବେଳେ କମିଯାଏ ବା ଦୁର୍ବଳ ହେଇଯାଏ ସେତେବେଳେ ଶରୀର କୁ ବିଭିନ୍ନ ରୋଗ ଆକ୍ରମଣ କରିଥାଏ ।ତେବେ ବେଳେ ବେଳେ ଯାଦୁ,କାଛୁ,କୁଣ୍ଡିଆ ପରି କିଛି ଏମିତି ଚର୍ମ ରୋଗ ରହିଛି ଯାହାକୁ ଭଲ କରିବା ଖୁବ କଷ୍ଟ ଅଟେ ।
ତେବେ ଯେତେ ଔଷଧ ଲଗାଇଲେ ବି ଚର୍ମ କୁ ମୂଳରୁ ଶେଷ କରିବାକୁ ହେଲେ ନକେଦମ ହେବାକୁ ପଡେ ।ହେଲେ ଆଜି ଆମେ ଆପଣଂକୁ ଏହି ଗୋଟିଏ ଚର୍ମ ରୋଗ ନୁହେଁ ବରଂ ସମସ୍ତ ପ୍ରକାର ଚର୍ମ ରୋଗକୁ ସମ୍ପୂର୍ଣ୍ଣ ଭଲ କରିବ ।
ଯେତେବେଳେ କାହାକୁ ଚର୍ମ ରୋଗ ହେଇଥାଏ ସେହି ବ୍ୟକ୍ତି ଜାଣିଛନ୍ତି ଏଥିରେ କେତେ କଷ୍ଟ ସହିବାକୁ ପଡିଥାଏ ।ତେବେ ପ୍ରଥମେ ପ୍ରଥମେ ଯେତେବେଳେ ଚର୍ମ ରୋଗ ଆରମ୍ଭ ହୁଏ ସେତେବେଳେ ଗୋଟିଏ ଜାଗାରେ ନାଲି ପଡି କୁଣ୍ଡେଇ ଆରମ୍ଭ ହୁଏ ।ଆଉ ଧିରେ ଧିରେ ସେହି ଜାଗାରେ ଘା ହେଇଯାଏ ଆଉ ବାରମ୍ବାର କୁଣ୍ଢେଇ ହେବା ଯୋଗୁ ସେହି ଜଗରୁ ପାଣି ବୋହିଥାଏ ।ଆପଣ ସେତେବେଳେ କିଛି ବି ମେଡିସିନ ବା କେମିକାଲ ଯୁକ୍ତ ଦ୍ରବ୍ୟ ବ୍ୟବହାର କରିବା ଦ୍ୱାରା ସେହି କୁଣ୍ଡେଇ ବଡିବାରେ ଲାଗିଥାଏ ଆଉ ଭଲ ହେଇ ନଥାଏ ।ତେବେ ଏହି ପରି ଚର୍ମ କୁ ଭଲ କରିବା ପାଇଁ ଆଜିର ଏହି ଉପାୟ ଖୁବ ଗୁଣକାରୀ ଯାହା ମୂଳରୁ ଚର୍ମ ତଙ୍କୁ ଭଲ କରିଥାଏ ।
ଚର୍ମ ରୋଗ ଭଲ କରିବାର ଉପାୟ…..
-ମନେ ରଖନ୍ତୁ ଆପଣ ଗୋଟିଏ ପିଲା ନହେଇଥିବା ଗାଈ ର ଗୋମୂତ୍ର ଆଣନ୍ତୁ ଆସୁ ତାହାକୁ ଗୋଟିଏ ସଫା କାଚ ବୋତଲ ଭିତରେ ପୁରେଇ ଦିଅନ୍ତୁ ।ଆଉ ସେହି ଗୋମୂତ୍ର କୁ ଆପଣ ନିଜର ଚର୍ମ ରୋଗ ହେଇଥିବା ଜାଗାରେ ଭଲ ଭାବରେ ଢାଳି ଲଗାନ୍ତୁ ।ଆଉ ସେମିତି ସେହି ଜାଗାକୁ କିଛି ଘଂଟା ପାଇଁ ରଖି ଦିଅନ୍ତୁ ତାପରେ ସେହି ଜାଗାକୁ ଭଲ ପାଣିରେ ଧୋଇ ସଫା କରିଦିଅନ୍ତି ।ତେବେ ଏମିତି କରିବାର କିଛି ଦିନ ପରେ ଦେଖିବେ ଆପଣଙ୍କ ଚର୍ମ ରୋଗ ମୂଳରୁ ଭଲ ହେଇଯିବ ଆଉ ତାହାର ଚିହ୍ନ ବର୍ଣ୍ଣ ନଥିବ ।
-ଏହା ବ୍ୟତୀତ ଯେତେବେଳେ ଆପଣଙ୍କ ଶରୀର ରେ ଖରାପ ଜିନିଷ ଜମା ହେଇଯାଏ ସେତେବେଳେ ବି ଚର୍ମ ରୋଗ ହେବାର ଖୁବ ସମ୍ଭାବନା ରହିଥାଏ ।ଯେମିତି ଯେଉଁ ମାନଂକର ଝାଡ଼ା କ୍ଲିଅର ନହେଇଥାଏ ସେମାନଙ୍କ ପାଖରେ ଚର୍ମ ରୋଗ ବହୁତ ମାତ୍ରାରେ ଦେଖାଯାଏ ।ତେଣୁ ଆପଣ ଝାଡ଼ା କ୍ଲିଅର କରିବା ପାଇଁ ପ୍ରତ୍ୟେକ ଦିନ ସକାଳେ ଖାଲି ପେଟରେ ଅଧା ଲିଟର ନର୍ମାଲ ପାଣି ବା ଉଷୁମ ପାଣି ପିଅନ୍ତୁ ।ଏମିତି କଲେ ଦେଖିବେ ଆପଣଙ୍କ ଝାଡା କ୍ଲିଅର ହେବ ଓ ଚର୍ମ ରୋଗ ହେବାର ଚାନ୍ସ କମିଯାଏ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।