ସାମ୍ନା କୁ ଆସିଲା ବାବା ଜଲେବି ଙ୍କ ର ଅସଲ ମୁଖା, ଭଗବାନ ଙ୍କ ନାମ ଜପ କରୁଥିଲେ ମାତ୍ର ନଜର ଥିଲା ସୁନ୍ଦରୀ ତରୁଣୀ ଯୁବତୀ ଙ୍କ ଦେହ ଉପରେ। ପ୍ରସାଦ ଓ ଚା ରେ ନିଶା ମିଶାଇ ଝିଅ ମାନ ଙ୍କୁ କରୁଥିଲେ ବଳାତ୍କାର ଏବଂ ପରେ ଭିଡ଼ିଓ ଦେଖାଇ ଜୋର କରି ରଖୁଥିଲେ ଶାରୀରିକ ସମ୍ପର୍କ।
ତେବେ ଜଲେବି ବାବା ଙ୍କ ର ସିକ୍ରେଟ ରୁମ ରୁ ଜବଦ ହୋଇଛି ୧୦୦ ଜଣ ଯୁବତୀ ଙ୍କ ର ୧୨୦ ଟି ଅଶୀଳ ଭିଡ଼ିଓ। ତେବେ ଏହି ବାବା ଙ୍କ ବିଷୟ ରେ ସମ୍ପୂର୍ଣ୍ଣ ଜାଣିବା ପରେ ଆପଣ ମଧ୍ୟ କହିବେ ଏହି ଅମଣିଷ କୁ ଜେଲ ନୁହେଁ ଫାଶୀ ଦେଇଦିଅ ବୋଲି।
ତେବେ ବନ୍ଧୁଗଣ ଆମେ ବର୍ତ୍ତମାନ ଏକ ଅତ୍ୟାଧୁନିକ ତଥା ଯନ୍ତ୍ରପାତି ର ଦୁନିଆଁ ରେ ବସବାସ କରୁଛନ୍ତି କିନ୍ତୁ ଏବେ ବି ମଣିଷ ର ମାନସିକତା ରେ ପରିବର୍ତ୍ତନ ଦେଖଯାଉ ନାହିଁ। ଏବେ ବି ଲୋକମାନେ ଅନ୍ଧବିଶ୍ୱାସ ର ବଶବର୍ତ୍ତୀ ହୋଇ ବସିଛନ୍ତି ଆଉ ପ୍ରକୃତ ଭଗବାନ ଙ୍କୁ ଛାଡି ଭଣ୍ଡ ବାବା ମାନ ଙ୍କୁ ବିଶ୍ୱାସ କରିଛନ୍ତି। ତେବେ ସେହିଭଳି ବର୍ତ୍ତମାନ ହରିୟାଣା ର ଭଣ୍ଡ ବାବା , ବାବା ଜଲେବି ଙ୍କ ର ଅସଲ ମୁଖା ସମସ୍ତ ଙ୍କ ସାମ୍ନା କୁ ଆଣିଛି ପୋଲିସ। ଯେଉଁ ଭଳି ଭାବରେ ସେ ସୁନ୍ଦରୀ ଯୁବତୀ ମାନ ଙ୍କୁ ନିଜ ଜାଲ ରେ ଫସାଇ ତାଙ୍କର ଦୁଷ୍କର୍ମ କରୁଥିଲେ।
ତେବେ ଜଲେବି ବାବା ହେଉଛନ୍ତି ହରିୟାଣା ର ଜଣେ ପ୍ରସିଦ୍ଧ ବାବା ଯାହାଙ୍କ ର ପ୍ରକୃତ ନାମ ହେଉଛି ଅମରେଶର ନାଗ। ତେବେ ସେ ନିଜକୁ ଜଣେ ବାବା ବୋଲି କହି ସୁନ୍ଦରୀ ଝିଅ ମାନ ଙ୍କୁ ନିଜ ମାୟା ଜାଲ ରେ ଫସାଉ ଥିଲେ ଏବଂ ତାଙ୍କୁ ଦୁଷ୍କର୍ମ କରୁଥିଲେ। ତେବେ ଜଲେବି ବାବା ଙ୍କ ର ଆଶ୍ରମ ରେ ଏକ ସିକ୍ରେଟ ରୁମ ଥିଲା ।ଆଉ ବାବା ସୁନ୍ଦରୀ ଝିଅ ଙ୍କୁ ଦେଖି ତାଙ୍କର ପ୍ରସାଦ ରେ ନିଶା ମିଶାଇ ଦେଉଥିଲେ ଆଉ ପରେ ତାଙ୍କ ସିକ୍ରେଟ ରୁମ କୁ ନେଇ ତାଙ୍କୁ ଦୁଷ୍କର୍ମ କରୁଥିଲେ ଆଉ ଏହାର ଭିଡ଼ିଓ ବନାଇ ରଖୁଥିଲେ।
ତେବେ ପରେ ସେହି ଭିଡ଼ିଓ କୁ ଦେଖାଇ ଯୁବତୀ ମାନ ଙ୍କୁ ବାରମ୍ବାର ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ। ଖାଲି ପ୍ରସାଦ ରେ ନୁହେଁ ବରଂ ଚା ରେ ବି ନିଶା ମିଶାଇ ଦେଉଥିଲେ ବାବା। ତେବେ ଏ ନେଇ ଜଣେ ମହିଳା ଅଭିଯୋଗ କରିଥିଲେ ମାତ୍ର ସେଥିରୁ ବହୁତ ସହଜ ରେ ଖସି ଆସିଥିଲେ ବାବା। କିନ୍ତୁ ବର୍ତ୍ତମାନ ହରିୟାଣା ପୋଲିସ ବାବା ଙ୍କ ର ସବୁ ଖେଳ ଶେଷ କରି ଦେଇଛି ତାଙ୍କ ସିକ୍ରେଟ ରୁମ ରୁ ୧୦୦ ଜଣ ଯୁବତୀ ଙ୍କ ର ୧୨୦ ଟି ଅଶୀଳ ଭିଡ଼ିଓ ଜବଦ କରିଛି। ଆଉ ବାବା କୁ ୧୪ ବର୍ଷ ଜେଲ ହେବା ସହ ,ଟଙ୍କା ଜରିମାନା ମଧ୍ୟ ହୋଇଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।