Daily news update , Real odisha local news

ସାମ୍ନା କୁ ଆସିଲା କି ସତ ! ଯାହା ଅସଲ କଥା ତାହା ଏବେ ଦାଣ୍ଡରେ ପଡି ହାଟରେ ଗଡିଲାଣି । କାହା ପ୍ରେମରେ ପଡି ହ୍ୟୁମାନ ଏମିତି…! ?

0 158

ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଓଲିଉଡ ର ସୁପର ଷ୍ଟାର ଗାୟକ ହ୍ୟୁମାନ ସାଗର ଙ୍କ ନାମ ରେ ଥାନା ରେ ଅଭିଯୋଗ କରିଛନ୍ତି। ତେବେ , ହ୍ୟୁମାନ ସାଗର ପତ୍ନୀ ଓ ତାଙ୍କର କୁନି ଝିଅ ସହ କଟକ ରେ ରୁହନ୍ତି। ତେବେ ପତ୍ନୀ କହିଛନ୍ତି କି ହ୍ୟୁମାନ ସାଗର ତାଙ୍କୁ ଓ ଝିଅ କୁ ଭଲ ପାଆନ୍ତି ନାହିଁ ଏବଂ ପ୍ରାୟ ଗୀତ ଗାଇ ଫେରିବା ପରେ ସେ ମଦ୍ୟପାନ କରିଥାନ୍ତି।

ଖାଲି ଏତିକି ନୁହେଁ ବରଂ ତାଙ୍କୁ ସେ ବହୁତ ମାର ପିଟ କରନ୍ତି ଯାହାକୁ ନେଇ ବର୍ତ୍ତମାନ ହ୍ୟୁମାନ ଙ୍କ ସ୍ତ୍ରୀ ଶ୍ରୀୟା ଥାନା ରେ ଅଭିଯୋଗ କରିଛନ୍ତି।ତେବେ ଏହା ପରେ ସାମ୍ନା କୁ ଆସିଥିଲା ସବୁ ଘଟଣା।

ତେବେ ପ୍ରାଥମିକ ସୂତ୍ର ରୁ ଯାହା ଜଣା ପଡିଥିଲା କି ଶ୍ରୀୟା ସ୍ୱାମୀ ଙ୍କ ନାମ ରେ ଅଭିଯୋଗ କରିଥିଲେ କି ସେ ତାଙ୍କୁ ମଦ ପିଇ ମାରନ୍ତି ଏବଂ ତାଙ୍କର ଧର୍ମ ପରିବର୍ତ୍ତନ କରିବା କୁ ବାଧ୍ୟ କରୁଛନ୍ତି ବୋଲି। ମାତ୍ର ବର୍ତ୍ତମାନ ଯାହା ସାମ୍ନା କୁ ଆସିଛି ତାହା ଗାୟକ ହ୍ୟୁମାନ ସାଗର ଙ୍କ ସବୁ ସତ ସମସ୍ତ ଙ୍କୁ ଦେଖାଇଛି। ତେବେ ସୂଚନା ରହିଛି ଯେ ଗାୟକ ହ୍ୟୁମାନ ସାଗର କୁଆଡେ ଜଣେ ଗାୟିକା ଙ୍କ ପ୍ରେମ ରେ ପଡିଛନ୍ତି ଏବଂ ତାଙ୍କ ପ୍ରେମ ରେ ପଡି ସେ ଶ୍ରୀୟା ଙ୍କୁ ଚାଁହୁ ନାହାନ୍ତି ବୋଲି।

ତେବେ ବନ୍ଧୁଗଣ ଆପଣ ମାନେ ଦେଖୁଥିବେ କି କିଛି ଦିନ ତେଲେ ଓଲିଉଡ଼ ଜଗତ ର ଅଭିନେତା ବାବୁସାନ ଓ ପତ୍ନୀ ତୃପ୍ତି ଙ୍କ ବିବାଦ , ବଲିଉଡ ଯୋଡି ଅନୁଭବ ଓ ବର୍ଷା ଙ୍କ ବିବାଦ ଏବଂ ବର୍ତ୍ତମାନ ପୁଣି ଚର୍ଚ୍ଚା ରେ ରହିଛି ଗାୟକ ହ୍ୟୁମାନ ଓ ପତ୍ନୀ ଶ୍ରୀୟା ଙ୍କ ବିବାଦ। ତେବେ ଶ୍ରୀୟା ହ୍ୟୁମାନ ଙ୍କୁ ପ୍ରେମ କରି ବିବାହ କରିଥିଲେ ଏବଂ ବର୍ତ୍ତମାନ ତାଙ୍କର ପୁଅ ଟିଏ ମଧ୍ୟ। ତେବେ ଏତେ ଦିନ ପରେ ଶ୍ରୀୟା ଅଭିଯୋଗ ଆଣିଛନ୍ତି କି ହ୍ୟୁମାନ ତାଙ୍କୁ ମଦ ପିଇ ମାରପିଟ କରନ୍ତି ଏବଂ ଧର୍ମ ପରିବର୍ତ୍ତନ କରିବା କୁ ବାଧ୍ୟ କରନ୍ତି ବୋଲି।

ମାତ୍ର ବର୍ତ୍ତମାନ ଯାହା କିଛି ସୂଚନା ରୁ ଜଣା ପଡ଼ିଛି କି , ଗାୟକ ହ୍ୟୁମାନ ସାଗର ଅନ୍ୟ ଜଣେ ଗାୟିକା ଙ୍କ ପ୍ରେମ ରେ ପଡିଛନ୍ତି ଏବଂ ତାଙ୍କ ପ୍ରେମରେ ପଡିବା ଦିନ ରୁ ସେ ସ୍ତ୍ରୀ କିମ୍ବା ଛୁଆ କୁ ଭଲ ପାଉ ନାହାଁନ୍ତି ବୋଲି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ସାମ୍ନା କୁ ଆସି ନାହିଁ ସେହି ଗାୟିକା ଜଣଙ୍କ କିଏ ବୋଲି। ତେବେ ଏହା ପଛରେ କେତେ ସତ କେତେ ମିଛ ତାହା ମଧ୍ୟ ଆମେ ଠିକ ଭାବରେ କହି ପାରିବୁ ନାହିଁ। ମାତ୍ର ଆଶା କରୁଛୁ କି ଏହି ଦମ୍ପତି ଙ୍କ ର ବିବାଦ ର ସମାଧାନ ହୋଇଯାଉ ଏବଂ ଏମାନେ ଏକାଠି ହୋଇ ଯାଆନ୍ତୁ ବୋଲି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.