Daily news update , Real odisha local news

1 ବର୍ଷରେ 11ଟି ଛୁଆ ଜନ୍ମ କଲା ,ହେଲେ ଏଥିରେ ବି ସନ୍ତୁଷ୍ଟ ହେଲାନି ସ୍ୱାମୀ – ଶେଷରେ

0 1,354

ବନ୍ଧୁଗଣ ଆମେ ବର୍ତ୍ତମାନ ଏକ ଅତ୍ୟାଧୁନିକ ତଥା ଯନ୍ତ୍ରପାତି ର ଦୁନିଆଁ ରେ ବସବାସ କରୁଛନ୍ତି କିନ୍ତୁ ଏବେ ବି ମଣିଷ ର ମାନସିକତା ରେ ପରିବର୍ତ୍ତନ ଦେଖଯାଉ ନାହିଁ।ଏବେ ବି ଲୋକଙ୍କ ମୁଣ୍ଡ ରେ କୁପ୍ରଥା ଘର କରି ବସିଛି, ଆଉ ଆଜି ବି ଜଣେ ନାରୀ ସେହି କୁପ୍ରଥା କୁ ନେଇ ନାହିଁ ନଥିବା ସମସ୍ୟା ତଥା ନିର୍ଯ୍ୟାତନା କୁ ସହିବା କୁ ବାଧ୍ୟ ହେଉଛି।

ତେବେ ଏହିଭଳି ଏକ ଘଟଣା ବର୍ତ୍ତମାନ ତାଳପୋଇ ଅଞ୍ଚଳ ରେ ଦେଖିବାକୁ ମିଳିଛି ଯାହା ବିଷୟ ରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ ଏବଂ ମୁଣ୍ଡ ରେ ହାତ ଦେବେ। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ଟି ବିଷୟ ରେ।

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ନିଶ୍ଚିତ କି , ଜଣେ ନାରୀ ଗୋଟିଏ ପିଲା କୁ ଜନ୍ମ ଦେବା ପାଇଁ କେତେ କଷ୍ଟ ଦୁଃଖ କୁ ସହିଥାଏ ଆଉ ତା ପରେ ସେ ତାକୁ ଜନ୍ମ ଦେଇଥାଏ। ତେବେ ବାରମ୍ବାର ଏହି କଷ୍ଟ ତାର ଦେହ କୁ ମଧ୍ୟ ସୁହାଇ ନଥାଏ, ଆଉ ଯେତେବେଳେ ଜଣେ ମହିଳା ଙ୍କୁ ୧୧ ଟା ପିଲା ଜନ୍ମ କରିବା ପରେ ମଧ୍ୟ ଆହୁରି ପିଲା ଜନ୍ମ କରିବାର ପରିସ୍ଥିତି ଆସିଥାଏ ସେତେବେଳେ ତାଙ୍କର କଣ ପରିସ୍ଥିତି ହୋଇଥିବ ଆପଣ ଜାଣି ପାରୁଥିବେ। ତେବେ ତାଳପୋଇ ର ଜାନକି ଯିଏକି ସେହି ଅଞ୍ଚଳ ର ରବି ଙ୍କୁ ବିବାହ କରିଥିଲେ।

ତେବେ ବିବାହ ର ୧୧ ବର୍ଷ ରେ ଜାନକି ୧୧ ଟି ପିଲା କୁ ଜନ୍ମ ଦେଇ ସାରିଛନ୍ତି ଆଉ ଏହା ପରେ ସେ ପିଲା ନହେବା ପାଇଁ ଅପରେସନ ହେବା କୁ ଚଂହୁଥିଲେ। ମାତ୍ର ସ୍ୱାମୀ ଏଥିରେ ଅନୁମତି ନଦେବା ରୁ ସେ ଲୁଚିକି ଅପରେସନ ପାଇଁ ପଳେଇ ଯାଇ ଅପରେସନ କରିନେଲେ। ମାତ୍ର ଯେତେବେଳେ ଅପରେସନ ପରେ ଘରକୁ ଫେରିଲେ ସେତେବେଳେ ସ୍ୱାମୀ ରବି କବାଟ କିଳି ଦେଲା ଆଉ ପିଲାଙ୍କ ସହ ଜାନକି ଙ୍କୁ ଘରୁ ବାହାର କରିଦେଲା। ତେବେ ଛୋଟ ଛୋଟ ପିଲା ସବୁ ଙ୍କୁ ଧରି ସେ ଯିବବା କୁଆଡେ ତେଣୁ ସେ ସେହିପରି ଖରା ବର୍ଷା ରେ ଘର ଆଗରେ ୪ ଦିନ ବସିଲା।

ଆଉ ଏହା ପରେ ତାର ଦେହ ଖରାପ ହୋଇଗଲା ଆଉ ବର୍ତ୍ତମାନ ସେ ହସ୍ପିଟାଲରେ ଚିକିତ୍ସା ହେଉଛି ।ତେବେ ଏବେ ମଧ୍ୟ ସ୍ୱାମୀ ରବି ର ଗୋଟିଏ କଥା କି ତାଙ୍କର ସ୍ତ୍ରୀ ଅପରେସନ କରିବା କାରଣ ରୁ ସେ ବର୍ତ୍ତମାନ ଆମ ପୂର୍ବ ପୁରୁଷ ଙ୍କୁ ପିଣ୍ଡ ଦାନ କରି ପାରିବ ନାହିଁ। ତେଣୁ ମୁଁ ତାକୁ ମନା କରିଥିଲେ ହେଲେ ସେ ମୋ କଥା ମାନିଲା ନାହିଁ ମୋ ନୀତି ନିୟମ ବିରୋଧ ରେ ଗଲା ତେଣୁ ମୁଁ ତାକୁ ଘରେ ରଖିବି ନାହିଁ। ତେବେ ଏହାର ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବା ରେ ଲାଗିଛି ଯାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି।ବର୍ତ୍ତମାନ ର ଶିକ୍ଷିତ ସମାଜ ରେ ଏହା ଏକ ଲଜ୍ୟା ନିଶ୍ଚିତ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.