Daily news update , Real odisha local news

Exclusive: ପୁଣି ବାହା ହେଲେ ଅନୁଭବ ? ବରବେଶରେ ଭାଇରାଲ ହେଲା ଫଟୋ, ଫ୍ୟାନ୍ସ ଜଣେଇଲେ ଶୁଭେଶ୍ଚା…

0 19,726

ଦ୍ଵିତୀୟ ବିବାହ କରିଲେ ଅଲିଉଡ଼ ସୁପରଷ୍ଟାର ଅନୁଭବ ମହାନ୍ତି, ତେବେ ବନ୍ଧୁମାନେ ନିକଟରେ ଅନୁଭବ ଙ୍କର କିଛି ଏମିତି ଫୋଟ ଭାଇରଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଜାଣିହେବ କି ସେ ବିବାହ କରୁଛନ୍ତି ।

ତେବେ ଏହି ଫୋଟ ଗୁଡିକରେ ଅନୁଭବ ଙ୍କୁ ବର ବେଶରେ ଥିବା ବେଳେ ସେ କୌଣସି ଏକ ମ୍ୟାରେଜ ହଲ ଭିତରେ ଥିବାର ବି ଜଣା ପଡୁଛି।ତେବେ ଏହି ବିବାହ ଯେ ସତ କି ମିଛ ତାହାକୁ ନେଇ ସମସ୍ତେ ଆଲୋଚନା କରୁଥିବା ବେକେ ଡ଼ାଇରେକ୍ଟର ସଞ୍ଜୟ ନାୟକ କିଛି ନୂଆ ଗୁମର ଖୋଲିଛନ୍ତି ଆସନ୍ତୁ ଜାଣିବା ।

ତେବେ ବନ୍ଧୁମାନେ ଆପଣ ସମସ୍ତେ ଜାଣିଛନ୍ତି ଓଲିଉଡ ସୁପରଷ୍ଟାର ଓ ବିଧାୟକ ଅନୁଭବ ମହାନ୍ତି ସବୁବେଳେ ନିଜ ପାରିବାରିକ ଜୀବନକୁ ନେଇ ଖୁବ ଚର୍ଚ୍ଚାରେ ରହିଥାନ୍ତି ।ଆଉ ଏବେ ଏବେ ପୁଣି ତାଙ୍କୁ ନରି ଏକ ନୂଆ ଘଟଣା ମୁଣ୍ଡ ଟେକିଛି ତେବେ ଘଟଣା ହେଉଛି କି ଅନୁଭବ ଙ୍କର ଏକ ବର ବେଶର ଫୋଟ ଖୁବ ଭାଇରଲ ହେଉଛି ।ଯାହାକୁ ଦେଖି ସମସ୍ତେ କହୁଛନ୍ତି କି ସେ ଦ୍ଵିତୀୟ ବିବାହ କରିଛନ୍ତି ବୋଲି, ତେବେ ଏହି ଘଟଣା ସେ ସତ କି ତାହା କୋଉ ତାଙ୍କର ଫିଲ୍ମର ତାହା ଏବେ ଯାହା କାହାକୁ ବି ଜଣା ନାହିଁ ।ତେବେ ଅନେକ ସନ୍ଦେହ କରିଛନ୍ତି କି ଅନୁଭବ ଜାଗୃତି ଶୁକ୍ଳାଙ୍କୁ ବିବାହ କରିଛନ୍ତି କିନ୍ତୁ ସତ କଣ ତାହା ସଞ୍ଜୟ ନାୟକ ବତାଇଛନ୍ତି ।

ସୂଚନା ଅନୁଯାୟୀ ଯେତେବେଳେ ଅନୁଭବ ଙ୍କ ବର ବେଶର ଫୋଟ ଭାଇରଲ ହେବା ପରେ ସେ କାହାକୁ କଣ ବିବାହ କରୁଛନ୍ତି ତାହା ଜଣା ପିଡ଼ି ନାହିଁ ।ଏହାଛଡା ତାଙ୍କର ଏବେ ନୂଆ ଫିଲ୍ମ ‘ଲଭ ୟୁ ଲଣ୍ଡନ ଫିଲ୍ମ’ ସୁଟିଂ ହେଉଛି ତେଣୁ ଏହି ଫୋଟ ସେହି ଫିଲ୍ମ ର କୋଉ ସିନ ନୁହେ ତ ।ଏମିତି କିସଜି ପ୍ରଶ୍ନ ଥିବା ବେଳେ, ଏବେ ଏବେ ଅନୁଭବ ଙ୍କ ସହିତ ବହୁତ ଆଗରୁ ତାଙ୍କର ସାଙ୍ଗ ଜାଗୃତିଙ୍କୁ ନେଇ ଅନେକ ପ୍ରଶ୍ନ ଉଠିଥିଲା ।ଏବେ ମଧ୍ୟ ଜାଗୃତିଙ୍କର ଅନେକ ଫୋଟ ସାମ୍ନାକୁ ଆସିଛି ଯେଉଁଥିରେ ଜାଗୃତି ଅନୁଭବ ଙ୍କ ପରିବାର ସହିତ ରହିଛନ୍ତି ।ଆଉ କିଛି ଫୋଟରେ ଜାଗୃତି ସଞ୍ଜୟ ନାୟକଙ୍କ ପରିବାର ସହିତ ବି ଦେଖିବାକୁ ମିଳିଛନ୍ତି ।

ତେବେ ଏହି ସବୁ ଫୋଟ କୁ ଦେଖିବା ପରେ ସନ୍ଦେହ କରିବା ସ୍ୱାଭାବିକ କିନ୍ତୁ ଏନେଇ ସଞ୍ଜୟ ନାୟକ କହିଛନ୍ତି କି ଜାଗୃତି ଅନୁଭବ ଙ୍କର ଫ୍ରେଣ୍ଡ ଅଟନ୍ତି ।ତେବେ ସେ ଅନୁଭବ ଙ୍କର ଏହି ବିବାହ ଫୋଟ କୁ ନେଇ କିଛି ମୁହଁ ଖୋଲି ନାହାନ୍ତି ।ତେବେ ଏବେ ବହୁତ ବଡ଼ ପ୍ରଶ୍ନ ହେଉଛି କି ଗୋଟିଏ ପଟେ ଅନୁଭବ ଙ୍କର ଡିଭର୍ସ କେଶ ଚାଲିଥିବା ବେଳେ ଅନ୍ୟପଟେ ଅନୁଭବ ଙ୍କର ଏହିପରି ଏକ ଫୋଟ ନଜରରେ ଆସିବା ର ଅର୍ଥ କଣ ।ତେବେ ଆଜି କେବଳ ଜାଗୃତିଙ୍କୁ ନେଇ ପ୍ରଶ୍ନ ଉଠିନାହିଁ ଏହା ଆଗରୁ ବି ଅନୁଭବ ବର୍ଷାଙ୍କ ବିବାହ ବିଛେଦ ସମୟରେ ଜାଗୃତି ଓ ଅନୁଭବ ଙ୍କ ସମ୍ପର୍କ କୁ କଥା ଉଠିଥିଲା ।ତେବେ ଆଜିର ଏହି ଫୋଟ ପଛରେ କଣ ସତ ରହିଛି ତାହା ତ କେବଳ ଅନୁଭବ କହିପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.