ସରକାର ଙ୍କର ବଡ ଘୋଷଣା ! ଏହି ସ୍ଥାନରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ସ୍କୁଲରେ ବଣ୍ଟାଯିବ କଣ୍ଡୋମ, କାରଣ ଜାଣି ହେବେ ଆଶ୍ଚର୍ଯ୍ୟ…
ଚାରିଆଡେ ବର୍ତ୍ତମାନ ଚିକାଗ ସରକାର ଙ୍କ ର ଏହି ନୂଆ ଶିକ୍ଷା ନୀତି କୁ ନେଇ ଚାଲିଛି ଚର୍ଚ୍ଚା କାରଣ ଏହି ସରକାର ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପିଲା ଙ୍କୁ ମାଗଣା ରେ କୋଣ୍ଡମ ବାଣ୍ଟିବେ ବୋଲି କରିଛନ୍ତି ଘୋଷଣା। ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ଦୁନିଆଁ ର ଶିକ୍ଷା କେଉଁ ଦିଗ ଆଡ଼କୁ ଗତି କରୁଛି ବୋଲି।
ଆଉ ବର୍ତ୍ତମାନ ଆମ ସମାଜ ର ମଧ୍ୟ ଯାହା ପରିସ୍ଥିତି ରହିଛି ପିଲା ମାନ ଙ୍କୁ ଖାସ କରି ଛାତ୍ର ଛାତ୍ରୀ ମାନ ଙ୍କୁ ସେକ୍ସ ଶିକ୍ଷା ଦେବା ର ଆବଶ୍ୟକତା ନିଶ୍ଚିତ ଭାବରେ ରହିଛି।
ତେବେ ପିଲା ମାନଙ୍କ ର ସେକ୍ସ ଏଜୁକେସନ କୁ ବଢ଼େଇବା ପାଇଁ ତଥା ତାଙ୍କର ଭୌତିକ ଜ୍ଞାନ ର ଉନ୍ନତି ପାଇଁ ବିଦ୍ୟାଳୟ ରେ ଏହି ନୂଆ ନିୟମ କୁ ଲାଗୁ କରିଛନ୍ତି ଆମେରିକା ର ଚିକାଗ ର ସରକାର। ତେବେ ସୂଚନା ଥାଉ କି ବିଗତ ଦିନ ମାନ ଙ୍କ ରେ କରନା ମହାମାରୀ ପାଇଁ ପ୍ରାୟ ସମସ୍ତ ଦେଶ ରେ ବିଦ୍ୟାଳୟ ଠାରୁ ଆରମ୍ଭ କରି ସବୁ ଶିକ୍ଷା ନୁଷ୍ଠାନ ଗୁଡିକ ବନ୍ଦ ରହିଥିଲା। ଏହି କୋଭିଡ ପାଇଁ ପ୍ରାୟ ଦୁଇ ବର୍ଷ ପର୍ଯ୍ୟନ୍ତ ଠିକ ବା ନିୟମିତ ଭାବରେ ବିଦ୍ୟାଳୟ ଗୁଡିକ ଖୋଲା ଯାଇ ପାରି ନଥିଲା। ଆଉ ବର୍ତ୍ତମାନ ପୁଣି ଥରେ ପରିସ୍ଥିତି ସ୍ୱାଭାବିକ ହେବା ରୁ ସମସ୍ତ ଶିକ୍ଷା ନୁଷ୍ଠାନ ଖୋଲାଯାଇଛି ।।
ତେବେ ବିଦ୍ୟାଳୟ ଗୁଡିକ ଖୋଲିବା ପରେ ଚିକାଗ ସରକାର ସ୍କୁଲ ରେ ପିଲା ମାନ ଙ୍କୁ ବହୁତ କିଛି ଉପଯୋଗି ସାମଗ୍ରୀ ଦେଇଥିଲେ ଯେପରି କି ସାନି ଟାଇଜର, ହ୍ଵାପର ,ଆଦି ମାତ୍ର ତା ସଙ୍ଗେ ରେ କିଛି ଏପରି ଘୋଷଣା ସରକାର କରିଥିଲେ ଯାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଥିଲା। ତେବେ ସରକାର ସୂଚନା ଦେଇଥିଲେ କି ପ୍ରଥମ ରୁ ପଞ୍ଚମ ଏବଂ ତା ଠାରୁ ଉପର ଶ୍ରେଣୀ ର ସମସ୍ତ ଛାତ୍ର ଙ୍କୁ କୋଣ୍ଡମ ଓ ଛାତ୍ରୀ ମାନଂ ଙ୍କୁ ସାନିଟାରୀ ପ୍ୟାଡ଼ ଦିଆଯିବ ବୋଲି। ତେବେ ସରକାର ଙ୍କ ର ଏହି ଘୋଷଣା ପୁରା ଚିକାଗ ରେ ଉପଲବ୍ଧ ପାଇଁ ସରକାର ଘୋଷଣା କରିଛନ୍ତି।
ତେବେ ସରକାର ଙ୍କ ର ଏହି ଘୋଷଣା ପରେ କିନ୍ତୁ ଏହାକୁ ନେଇ ଅଭି ଭାବକ ମାନେ କଡା ବିରୋଧ କରିଥିଲେ। ପିଲାଙ୍କ ବାପା ମା ଓ ଅଭିଭାବକ ଙ୍କ କହିବା ଅନୁସାରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ର ପିଲା ମାନେ ଏବେ ବହୁତ ଛୋଟ ବୟସ ରେ ଅଛନ୍ତି ସେମାନ ଙ୍କୁ ଏହି ସବୁ ଜିନିଷ ଯୋଗାଇବା ଠିକ ହେବ ନାହିଁ। କିନ୍ତୁ ସରକାର ସେକ୍ସ ଏଜୁକେସନ କୁ ବଢ଼େଇବା ପାଇଁ ଏହି ନିୟମ ଲାଗୁ କରିଥିବା ଜଣା ପଡ଼ିଛି। ତେବେ ଏହାକୁ ନେଇ ଆପଣ ଙ୍କ ର କଣ ମତ ରହିଛି ତାହା ନିଶ୍ଚିତ ଜଣାନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।