ବନ୍ଧୁଗଣ ବର୍ତ୍ତମାନ ଆମ ମୋଦି ସରକାର ସମସ୍ତ ଙ୍କୁ ପାଇଁ ଏକ ଖୁସି ର ଖବର ଆଣିଛନ୍ତି ଯାହା ଜାଣିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ ।କାରଣ ଏଣିକି ଆପଣ ମାନେ ପୋଷ୍ଟ ଅଫିସ ରେ ଥିବା ଆକାଉଣ୍ଟ ରେ ମାତ୍ର ୫ ହଜାର ଟଙ୍କା ରଖି ୮ ଲକ୍ଷ ରୁ ଅଧିକ ଟଙ୍କା ପାଇଁ ପାରିବେ। ତେବେ ସମସ୍ତ ନାଗରୀକ ମାନଙ୍କ ପାଇଁ ଆସିଛି ଏହି ନୂଆ ସୂଚନା।
ତେବେ ଏହି ପୋଷ୍ଟ ମାଧ୍ୟମ ରେ ଆମେ ଆପଣ ଙ୍କୁ ସମ୍ପୂର୍ଣ୍ଣ ସୂଚନା ତଥା ସରକାର ଙ୍କ ର ଏହି ନୁଆ ଯୋଜନା ବିଷୟ ରେ ଜଣେଇବୁ।
ବନ୍ଧୁଗଣ ବର୍ତ୍ତମାନ ର ସୂଚନା ଅନୁସାରେ, ଆମ ଭାରତ ସରକାର ଚାକିରୀଆ ଲୋକଙ୍କ ପାଇଁ ଏକ ନୁଆ ନିୟମ ଲାଗୁ କରିଛନ୍ତି। ଯେଉଁ ଥିରେ ସେମାନ ଙ୍କୁ ସେ ବହୁତ ବଡ଼ ଖୁସି ଖବର ଜଣାଇଛନ୍ତି। ତେବେ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ଲୋକ ମାନ ଙ୍କର ର ମଙ୍ଗଳ ପାଇଁ ଆମ ଭାରତ ସରକାର ସବୁବେଳେ ନୂଆ ନୂଆ ଯୋଜନା ଆଣିଥାନ୍ତି ଏବଂ ବର୍ତ୍ତମାନ ସେହିଭଳି ଏକ ଯୋଜନା ସେ ସମସ୍ତ ଦେଶ ବାସୀ ଙ୍କ ପାଇଁ ଆଣିଛନ୍ତି। ତେବେ ଏହି ଯୋଜନା ବିଷୟ ରେ ଜାଣିଲେ ଆପଣ ମାନେ ବହୁତ ଖୁସି ହେବେ ନିଶ୍ଚିତ।
ତେବେ ଭାରତ ସରକାର ଙ୍କ ର ଏହି ନୂଆ ପୋଷ୍ଟ ଅଫିସ ଯୋଜନା ରେ ଆପଣ ମାନେ ସମସ୍ତେ ହୋଇପାରିବେ ଭାଗିଦାରୀ ଆଃ ମାତ୍ର ୫ ହଜାର ଟଙ୍କା ଜମା କରି ଆପଣ ୮ ଲକ୍ଷ ରୁ ଅଧିକ ଟଙ୍କା ପାଇ ପାରିବେ। ତେବେ ସୂଚନା ଅନୁସାରେ ଗରିବ କଲ୍ୟାଣ ଯୋଜନା ର ଅନ୍ତର୍ଭୂକ୍ତ ହେଉଛି ଏହି ନୂଆ ଯୋଜନା ଏବଂ ଏହି ଯୋଜନା ରେ ଯେଉଁ ବ୍ୟକ୍ତି ମାନ ଙ୍କ ର ପୋଷ୍ଟ ଅଫିସ ରେ ଆକାଉଣ୍ଟ ଖାତା ରହିଛି ସେଥିରେ ଆପଣ ମାନେ ମାସିକ କିମ୍ବା ଏକା ସଙ୍ଗ ରେ ୫ ହଜାର ଟଙ୍କା ର ଜମା କରି ପାରିବେ ଏହି ନିୟମ ଅନୁସାରେ। ତେବେ ଆପଣ ମାତ୍ର ୫ ହଜାର ଟଙ୍କା କୁ ଫିକ୍ସ କରି ୫ ବର୍ଷ ପାଇଁ ରଖିବେ।
ଏବଂ ଏହି ନିୟମ ଅନୁସାରେ ଯେତେବେଳେ ଆପଣ ମାନେ ଟଙ୍କା ଜମା କରିନେବେ ଏହାର ପରେ ନିର୍ଦ୍ଦିଷ୍ଟ ସମୟ ରେ ଆପଣ ଙ୍କୁ ଏହାର ସୁଧ ଓ ମୂଳ ମିଶି ପ୍ରାୟ ୮ ଲକ୍ଷ ରୁ ଅଧିକ ଟଙ୍କା ପାଇ ପାରିବେ। ତେବେ ସରକାର ଙ୍କ ପକ୍ଷରୁ ଏହି ନିୟମ ଟି ଖୁବ ଶୀଘ୍ର ଲାଗୁ ହେବା କୁ ଯାଉଛି। ତେବେ ଆପଣ ମାନେ ନିଶ୍ଚିତ ଭାବରେ ଏହି ଯୋଜନା ରେ ଟଙ୍କା ଜମା କରନ୍ତୁ ଏବଂ ସରକାର ଙ୍କ ର ନୂଆ ଯୋଜନା ର ଫାଇଦା ଉଠାନ୍ତୁ। ତେବେ ଏହି ନୂଆ ସ୍କିମ କୁ ନେଇ ସମସ୍ତେ ଖୁବ ଆଗ୍ରହୀ ଥିବା ଜଣା ପଡ଼ିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।