Daily news update , Real odisha local news

ସରିଲା ବାହାଘର ,ଅଶ୍ୱିନୀଙ୍କ ଘରେ ଗୃହଲକ୍ଷ୍ମୀ ପ୍ରବେଶ କଲେ ତାଙ୍କ ପ୍ରେୟସୀ ପ୍ରେରଣା ଦେଖନ୍ତୁ ଭାଇରାଲ ଭିଡ଼ିଓ ଟି

0 2,245

ସରିଲା ବାହାଘର ସ୍ତ୍ରୀ ପ୍ରେରଣା କୁ ନେଇ ଗୃହ ପ୍ରବେଶ କଲେ ଅଶ୍ୱନୀ,ହଁ ବନ୍ଧୁମାନେ ଆପଣ ତ ଜାଣିଛନ୍ତି ବର୍ତ୍ତମାନ ସବୁଠି ଦେଖିବେ ଖାଲି ବାହାଘର ଉପରେ ବାହାଘର ।ଆଉ ଏଥିରୁ ବାଦ ପଡିନାହାନ୍ତି ଟେଲି ଇଣ୍ଡଷ୍ଟ୍ରି,

ତେବେ ଆପଣ ଦେଖୁଥିବେ ଲଗାତାର ସୋସିଆଲ ମେଡିଆରେ ଅନେକ ସିନେ କଳାକାର ମାନଙ୍କ ର ବିବାହ ଖୁବ ଚର୍ଚ୍ଚାରେ ରହୁଛି ।ଆଉ ନିକଟରେ ଟେଲି ଦୁନିଆର ଖୁବ ପରିଚିତ ଆଙ୍କର ଓ ଡ୍ୟାନ୍ସର ପ୍ରେରଣା ଓ ଅଶ୍ୱନୀ ଦୁହେଁ ବିବାହ କରିଛନ୍ତି ।ଆଉ ଏହି ବିବାହର ଟିକିନିକି ଖବର ଆମେ ଦେଖିବାକୁ ପାଉଛୁ ତେବେ ଏବେ ଏବେ ପ୍ରେରଣା ଙ୍କ ଗୃହ ପ୍ରବେଶ କେମିତି ହେଉଛି ଆସନ୍ତୁ ଦେଖିବା ।

ତେବେ ଆପଣ ମାନେ ଅଶ୍ୱନୀ ଆଉ ପ୍ରେରଣା ଙ୍କୁ ଖୁବ ଭଲ ଭାବରେ ଜାଣିଛନ୍ତି । ।ଉଭୟ ଆଙ୍କରିଂ ଦୁନିଆରେ ଖୁବ ଖୁବ ଭଲ ନାଆ କମେଇଥିଲେ ଆଉ ଧିରେ ଧିରେ ସମସ୍ତଙ୍କ ଖୁବ ପ୍ରୟ ହେଇ ପାରିଥିଲେ ।ତେବେ ଏମାନେ ହୁଏତ ଏକାଠି ଖୁବ କମ ଦେଖିବାକୁ ମିଳୁଥିଲେ ବି ଦୁହିଙ୍କର ପ୍ରେମ ବିଷୟରେ ସମସ୍ତଙ୍କୁ ଜଣାଥିଲା, ଆଉ ଆଜି ଉଭୟଙ୍କ ର ପ୍ରେମ ବିବାହ ବନ୍ଧନରେ ବାନ୍ଧି ହେଇଛନ୍ତି ।ତେବେ ବର୍ତ୍ତମାନ ଏହି ଦୁହିଙ୍କର ବିବାହ ଖୁବ ସୋସିଆଲ ମେଡିଆରେ ଚର୍ଚ୍ଚାର ବିଷୟ ହେଇଥିବା ବେଳେ ଦର୍ଶକ ବି ଏମାନଙ୍କ ବିବାହ ସବୁ ପୋଗ୍ରାମରେ ନଜର ରଖିଛନ୍ତି ।

ସୂଚନା ଯୋଗ୍ୟ ଯେ ଉଭୟ ଙ୍କ ପ୍ରେମ କାହାଣୀ ବନ୍ଧୁତ୍ବ ର ଆରମ୍ଭ ହୋଇଥିଲା। ପ୍ରଥମେ ଏକ ଆର୍ଟ ସେଣ୍ଟର ରେ ଦୁହେଁ ପରସ୍ପର କୁ ଭେଟିଥିଲେ ମାତ୍ର ଏହାର ଦେଢ ବର୍ଷ ପରେ ପୁଣି ସେମାନେ ଏକ ସୁଟିଂ ରେ ଦେଖା ହୋଇଥିଲେ। ଏହା ପରେ ଦୁହିଁଙ୍କ ମଧ୍ୟରେ ଆରମ୍ଭ ହେଲା ବନ୍ଧୁତା ଏବଂ ଧୀରେ ଧୀରେ ଏହି ବନ୍ଧୁତା ପ୍ରେମ ରେ ପରିବର୍ତ୍ତନ ହୋଇଥିଲା ଏବଂ ବର୍ତ୍ତମାନ ତାହା ବିବାହ ରେ ସମ୍ପୂର୍ଣ୍ଣ ହୋଇଛି।ତେବେ ଏବେ ଏହି ବିବାହର ଗୋଟିଏ ଭିଡ଼ିଓ ଦେଖିବାକୁ ମିଳୁଛି, ତେବେ ଏଠାରେ ଅଶ୍ୱନୀ ପ୍ରେରଣା ଙ୍କୁ ବିବାହ କରି ନିଜ ଘରକୁ ନେଇ ଆସିଛନ୍ତି ।ଆଉ ସେହି ସମୟରେ କେମିତି ଅଶ୍ୱଣୀଙ୍କ ଘରଲୋକ ପ୍ରେରଣା ଙ୍କୁ ସ୍ଵାଗତ କରୁଛନ୍ତି ତାହା ଦେଖିବାକୁ ମିଳୁଛି ।

ତେବେ ଆପଣ ଦେଖି ପାରୁଥିବେ ଭିଡ଼ିଓରେ ଆଗ କାର ଭିତରୁ ଅଶ୍ୱନୀ ବାହାରକୁ ଆସୁଛନ୍ତି ତାପରେ ନବ ବିବାହିତା ପ୍ରେରଣା ବାହାରକୁ ଆସୁଛନ୍ତି ।ତେବେ ବାହାରେ ଅଶ୍ୱନୀ ଙ୍କ ପରିବାର ଲୋକ ବି ଖୁବ ଭଲ ଆୟୋଜନ କରିଛନ୍ତି ଏହି ସ୍ଵାଗତ ର ଆଉ ସମସ୍ତେ ଖୁବ ଉତ୍ସାହିତ ଥିବାର ଦେଖା ଯାଉଚି ।ତେବେ ଏହି ଗୃହ ପ୍ରବେଶ ଦେଖିବାକୁ ବି ଖୁବ୍କହୁସି ଲାଗୁଚି ତେବେ ଆପଣ ବି ଏହି ସୋସିଆଲ ମେଡିଆ ଜରିଆରେ ଉଭୟଙ୍କ ବିବାହକୁ ଦେଖି ତାଙ୍କୁ ନିଶ୍ଚିତ ଆଶୀର୍ବାଦ କରନ୍ତୁ ।ତେବେ ଆଶା କରୁଚୁ ଆଗକୁ ଏହି ଯୋଡି ସବୁବେଳେ ଖୁସିରେ ରୁହନ୍ତୁ ନିଜ ସାଂସାରିକ ଜୀବନରେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.